ନିଖୋଜ ୪ ନାବାଳକ ସ୍କୁଲରୁ ଉଦ୍ଧାର, କ୍ରିକେଟ ଦେଖିବାକୁ ଯାଇ ଘରପୁ ଫେରି ନଥିଲେ
ଦେବଗଡ଼ : ନିଖୋଜ ୪ ନାବାଳକ ସ୍କୁଲରୁ ଉଦ୍ଧାର । କ୍ରିକେଟ ଦେଖିବାକୁ ଯାଇ ଛାତ୍ରମାନେ ନିଖୋଜ ହୋଇଥିଲେ । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟିଂକବୀର ଗାଁରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇ ୪ ଜଣ ନାବାଳକ ଆଉ ଘରକୁ … Read More
