ଖଣ୍ଡଗିରି ମେଳାରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍, ପୋଲିସ ନାକେଦମ
ଭୁବନେଶ୍ବର: ଖଣ୍ଡଗିରି ମେଳାରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍ । ଭିଡ଼ରେ ଆତଙ୍କ ଖେଳାଉଛନ୍ତି । ଆଖି ପିଛୁଳାକେ ଗାଏବ କରୁଛନ୍ତି ଦର୍ଶକଙ୍କ ମୋବାଇଲ, ପର୍ସ ଓ ସୁନା ଅଳଙ୍କାର । ଲୁଟପାଟ କରି ଲୋକଙ୍କ ନିଦ ହଜାଇବା ସହ ପୋଲିସକୁ ନାକେଦମ କଲେଣି … Read More
