ଓଡିଶାରେ ବ୍ୟାନ ହେବନି ପାନ ମସଲା

ଭୁବନେଶ୍ଵର: ଓଡିଶାରେ ବ୍ୟାନ ହେବନି ପାନ ମସଲା । ସିଟି ଆଣ୍ଡ ଜିଏସଟି ଓ ଅର୍ଥ ବିଭାଗକୁ ଚିଠି ଲେଖି ଏନେଇ ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ । ପାନ ମସଲାରେ ଟବାକୋ, ନିକୋଟିନ୍ ନଥିବାରୁ ବ୍ୟାନ ହେବନି । ଜାତୀୟ … Read More

କୋଟିଆରେ ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଦାଦାଗିରି

ଭୁବନେଶ୍ୱର: ଆନ୍ଧ୍ରକୁ ଛାଡ଼ୁନି କୋଟିଆ ଲୋଭ। ପୁଣି କୋଟିଆରେ ପଶି ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଦାଦାଗିରି। କୋଟିଆ ସେମ୍ବୀ ଗାଁର ଆନ୍ଧ୍ର ପ୍ରଶାସନର ଏକ ଟିମ୍ ରାସନ୍ ଓ ଆଧାର କାର୍ଡ ଇ-ସର୍ଭେ କରିବା ବେଳେ ଜୋରଦାର ବିରୋଧର ସମ୍ମୁଖୀନ ହୋଇଛି। … Read More

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗ୍‌ରୁ ବନ୍ଧୁକ ଜବତ, ସ୍କୁଲ ଆଗରେ ହୋହଲ୍ଲା

ବାଲେଶ୍ବର: ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗ୍‌ରୁ ମିଳିଲା ବନ୍ଧୁକ। ଜବତ ପାଇଁ ଆସି ପୋଲିସ ହଟହଟା। ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍‌ ତଥା ଖନ୍ତାପଡ଼ା ଥାନା ଅଧୀନ ଶ୍ରୀଜଙ୍ଗ ହାଇସ୍କୁଲର ଜଣେ ଅଷ୍ଟମ ଛାତ୍ରଙ୍କ ବ୍ୟାଗରୁ ମିଳିଛି ବନ୍ଧୁକ। ଛାତ୍ରଛାତ୍ରୀ ଆତଙ୍କିତ … Read More

ବିଲରୁ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ମଞ୍ଚେଶ୍ୱର ଥାନା ପାଣ୍ଡରା ନିକଟରୁ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର । ଦୁଇ ଦିନ ଧରି ସେ ନିଖୋଜ ଥିଲେ । ୨ ଦିନ ତଳୁ ଡେଲିଭରି ବୟ ନିଖୋଜ ନେଇ ଏତଲା କରିଥିଲେ ପରିବାର । ଏବେ ସନ୍ଦେହ … Read More

ଦୀର୍ଘକାଳୀନ ବିକାଶ ଓ ଆର୍ଥିକ ସଂସ୍କାରକୁ ନେଇ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ଓ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ

ଭୁବନେଶ୍ବର: ଲୋକସେବା ଭବନରେ ବିଶ୍ୱ ବ୍ୟାଙ୍କର ସଭାପତି ଅଜୟ ବାଙ୍ଗା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମଧ୍ୟରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଛି । ଦୀର୍ଘକାଳୀନ ବିକାଶ ଓ ଆର୍ଥିକ ସଂସ୍କାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । … Read More

ରାଜ୍ୟ ସରକାରଙ୍କ ଏସସି, ଏସଟି ପଦୋନ୍ନତି ସଂରକ୍ଷଣ ନିର୍ଦ୍ଦେଶ ଅସିଦ୍ଧ ଘୋଷିତ

କଟକ : ପଦୋନ୍ନତିରେ ଏସ୍.ସି ଓ ଏସ୍.ଟି ସଂରକ୍ଷଣ ନେଇ ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ।  ରାଜ୍ୟ ସରକାରଙ୍କ ଏସସି, ଏସଟି ପଦୋନ୍ନତି ସଂରକ୍ଷଣ ନିର୍ଦ୍ଦେଶକୁ ଅସିଦ୍ଧ ଘୋଷଣା କଲେ ଓଡିଶା ହାଇକୋର୍ଟ ।  ମାନ୍ୟବର ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ … Read More

ଭିଜିଲାନ୍ସ ଜାଲରେ ଏସସିବି ଡାକ୍ତର

କଟକ : ଭିଜିଲାନ୍ସ ଜାଲରେ ଏସସିବି ଡାକ୍ତର । ୨ ଲକ୍ଷ ୬୩ ହଜାର ଟଙ୍କା ସହିତ ଧରିଲା ଭିଜିଲାନ୍ସ । ଡାକ୍ତର ହେଲେ ହେପାଟୋଲୋଜି ଆସୋସିଏଟ ପ୍ରଫେସର ଡାକ୍ତର ସନାତନ ବେହେରା । ଏହି ଟଙ୍କା ବେନିୟମରେ ଆଦାୟ କରିଥିଲେ ଡାକ୍ତର … Read More

ଉତ୍ତର ଘୁମୁସର ବନଖଣ୍ଡରେ କୃଷ୍ଣସାର ମୃଗ ଗଣନା

ଭଂଜନଗର : ଗଂଜାମ ଜିଲ୍ଲା ଭଂଜନଗର – ଉତ୍ତର ଘୁମୁସର ବନଖଣ୍ଡରେ ବିଶ୍ବ ବିରଳ ବନ୍ୟପ୍ରାଣୀ କୃଷ୍ଣସାର ମୃଗ ଗଣନା ଆରମ୍ଭ ହୋଇଛି । ବିଭାଗୀୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବନଖଣ୍ଡର ମୁଜାଗଡ, ତାରାସିଙ୍ଗି, ଜଗନ୍ନାଥପ୍ରସାଦ ଏବଂ କେନ୍ଦ୍ରୀୟ ବନାଞ୍ଚଳରେ ୧୮ଟି ଟିମକୁ ନେଇ … Read More

ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

ବ୍ରହ୍ମପୁର : ଏକ ଗଣଦୁଷ୍କର୍ମ ମାମଲାର ବିଚାର କରି ବ୍ରହ୍ମପୁର ପୋକ୍ସୋ ସ୍ୱତନ୍ତ୍ର ଜଜ୍ ପ୍ରଣତି ପଟନାୟକ ୬ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।  ଅଭିଯୁକ୍ତମାନେ ହେଲେ ରୁତୁନ୍ କୁମାର ଦାସ, ରୁଦ୍ର ଜେନା, ଅଭିଳାଶ ପଲେଇ, ଜୁମନ୍ … Read More

ବିଚ୍ ରାସ୍ତାରେ ଯୁବକଙ୍କ ଆତଙ୍କରାଜ, ଖଣ୍ଡା ଧରି ମାଗୁଛନ୍ତି ଟଙ୍କା

ବ୍ରହ୍ମପୁର: ବିଚ୍ ରାସ୍ତାରେ ଖଣ୍ଡା ଧରି ଯୁବକଙ୍କ ଆତଙ୍କରାଜ । ଟଙ୍କା ମାଗୁଛନ୍ତି ନହେଲେ ହାଣିବେ ବୋଲି ଧମକ ଦେଉଛନ୍ତି । ବ୍ରହ୍ମପୁର ସୁବାରାଓ ଛକ ନିକଟରେ ଏପରି ଏକ ଘଟଣାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି … Read More