ଭିନ୍ନକ୍ଷମ ସ୍କୁଲ ୱାର୍ଡେନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

କଳାହାଣ୍ଡି: କଳାହାଣ୍ଡିରେ ଲଜ୍ଜା । ସ୍ପେଶାଲ ସ୍କୁଲରେ ପାପର ପସରା, ପୋଲିସ ତଦନ୍ତ ଆରମ୍ଭ । କଳାହାଣ୍ଡିର   ଭିନ୍ନକ୍ଷମ ସ୍କୁଲରେ ସାଂଘାତିକ କାଣ୍ଡ । ୱାର୍ଡେନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ । ଭିନ୍ନକ୍ଷମ ଛାତ୍ରୀଙ୍କୁ ଅସଦାଚରଣ ଭଳି ସାଂଘାତିକ ଅଭିଯୋଗ … Read More

ଭିଜିଲାନ୍ସ ଜାଲରେ ଟାଟା ପାୱାର ଜେଇ

ଭୁବନେଶ୍ୱର :  ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ  । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଧରାପଡ଼ିଲେ ଟାଟା ପାୱାର ଜେଇ ।  ଏକ ଇଟା କାରଖାନାକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ମାଲକାନଗିରି TPSODL ଜୁନିଅର ଇଞ୍ଜିନିୟର ପ୍ରଦେଶ … Read More

ଆତ୍ମ ସମର୍ପଣ ଲାଗି ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ ଟପ୍ ମାଓନେତା

ରାୟଗଡା : ଆତ୍ମ ସମର୍ପଣ ଲାଗି ରାଜ୍ୟ ସରକାରଙ୍କୁ ଟପ୍ ମାଓନେତାଙ୍କ ଚିଠି । ୪ଟି ସର୍ତ୍ତ ରଖି ଆତ୍ମ ସମର୍ପଣ ପାଇଁ ଗୃହ ବିଭାଗକୁ ଚିଠି ଲେଖିଲେ ଟପ ମାଓ ନେତା ନିଖିଲ ଓ ଇନ୍ଦୁ । ସରକାରଙ୍କ ନୀତି ଆଦର୍ଶରେ … Read More

ନାଭିଗୟାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି

ଯାଜପୁର : ଯାଜପୁର ବିରଜା ମନ୍ଦିରରେ ପୂଜାର୍ଚ୍ଚନା ପରେ ନାଭିଗୟାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୬ଜଣ ବ୍ରାହ୍ମଣଙ୍କ ବ୍ୟତୀତ ୩୨ଜଣ ସେବାୟତଙ୍କ ଉପସ୍ଥିତିରେ ମାଙ୍କୁ ଦର୍ଶନ , ପୂଜାର୍ଚ୍ଚନା କରିବା ସହ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । … Read More

୨୮ ନବ ଗଠିତ ଏନ୍‌ଏସି ଓ ୭ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ନୂତନ ଭାବେ ଗଠିତ ପୌର ପରିଷଦ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନୂଆ ୨୮ ଏନଏସି ଓ ୭ ପୌରପାଳିକାରେ ସୀମା ପୁନଃ ନିର୍ଦ୍ଧାରଣ, ସଂରକ୍ଷଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଚିଠି । ଗୃହ ଓ … Read More

ପଙ୍କୋଦ୍ଧାର ଏକାଦଶୀରେ ଲୋକନାଥଙ୍କ ପୀଠରେ ମଧ୍ୟାହ୍ନ ୧୨ରୁ ସାଧାରଣ ଦର୍ଶନ

ପୁରୀ: ଫେବୃଆରୀ ୧୩ ତାରିଖରେ ପଙ୍କୋଦ୍ଧାର ଏକାଦଶୀ ଓ ୧୫ ତାରିଖରେ ଶିବରାତ୍ରି । ଭକ୍ତଙ୍କ ଭିଡରେ କମ୍ପିବ ପ୍ରଭୁ ଶ୍ରୀ ଲୋକନାଥଙ୍କ ପୀଠ । ରବିବାର ଶ୍ରୀଲୋକନାଥଙ୍କ ମହାଶିବରାତ୍ରି ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା … Read More

ସରକାରୀ, ଅର୍ଦ୍ଧ-ସରକାରୀ ଓ ପିଏସୟୁ ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟରେ ସରକାରୀ, ଅର୍ଦ୍ଧ-ସରକାରୀ ଓ ପିଏସୟୁ ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ସମ୍ପର୍କିତ ନିୟମକୁ ସଠିକ୍ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ରେଭେନ୍ୟୁ ଡିଭିଜନାଲ୍ କମିଶନର ଓ … Read More

ବଜେଟ ପ୍ରସଙ୍ଗରେ ବଡ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କରାଯାଇଥିବା ଚଳିତ ୨୦୨୬-୨୦୨୭ ଆର୍ଥିକ ବର୍ଷର ବଜେଟ ପ୍ରସଙ୍ଗରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି ବଡ଼ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରୀ କହିଛନ୍ତି, ବଜେଟ୍‌ରେ … Read More

ବଦଳିବ ଡ୍ରେସ୍ କୋର୍ଡ, ନୂଆ ରୂପ ପାଇବ ମିଶନ ଶକ୍ତି

ଭୁବନେଶ୍ୱର : ନୂଆ ରୂପ ପାଇବ ମିଶନ ଶକ୍ତି ।  ବଦଳିବ ଡ୍ରେସ୍ କୋର୍ଡ ।  ୭୦ଲକ୍ଷ ମହିଳା ପାଇବେ ନୂଆ ଡ୍ରେସ୍ ।  ଉତ୍କଳ ଦିବସରୁ ନୂଆ ଡ୍ରେସ୍ କୋର୍ଡ ଲାଗୁ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।  … Read More

ମହାନଦୀ ପ୍ରସଙ୍ଗ: ବିଜେଡ଼ିକୁ ନିଶାଣ କଲେ ମନ୍ତ୍ରୀ ସୁରେଶ ପୂଜାରୀ

ସମ୍ବଲପୁର : ମହାନଦୀ ପ୍ରସଙ୍ଗରେ ବିଜେଡ଼ିକୁ ନିଶାଣ କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ସମସ୍ୟା ସେମାନେ ତିଆରି କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ମହାନଦୀ ସମସ୍ୟା ପ୍ରସଙ୍ଗରେ ବିରୋଧୀ ବିଜୁ ଜନତା ଦଳକୁ ନିଶାଣ କରିଛନ୍ତି ମନ୍ତ୍ରୀ ସୁରେଶ … Read More