ସବୁ ପୂଜା ମଣ୍ଡପରେ ଲାଗିବ ସଡ଼କ ସୁରକ୍ଷା ବାର୍ତ୍ତା, ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ପରିବହନ ଆୟୁକ୍ତଙ୍କ ଚିଠି

କଟକ/ଭୁବନେଶ୍ୱର : ପାର୍ବଣରେ ପୂଜା ମଣ୍ଡପରେ ଲାଗିବ ସଡ଼କ ସୁରକ୍ଷା ବାର୍ତ୍ତା । ମା’ଙ୍କ ଆଶୀର୍ବାଦ ସହ ପରିବାରର ସୁରକ୍ଷା ପାଇଁ ହେବେ ସଚେତନ । ଏଥିପାଇଁ ସମସ୍ତ ପୂଜା କମିଟିଙ୍କୁ ଅନୁରୋଧ କରାଯିବ । କେବଳ ସେତିକି ନୁହେଁ, ନିଜ ଅଞ୍ଚଳକୁ … Read More

ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ଚାଲିବ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର : ଖୁବ୍ ଶୀଘ୍ର ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ମୌସୁମୀ ଅଧିବେଶନ ନେଇ ସୂଚନା ମିଳିଛି । ତେବେ ବିଧାନସଭାର ମୌସୁମୀ ଅଧିବେଶନ ନେଇ ବିଧିବଦ୍ଧ ବିଜ୍ଞପ୍ତିକୁ ଅପେକ୍ଷା କରାଯାଇଛି । ଚଳିତ ବିଧାନସଭାରେ ବିଭିନ୍ନ … Read More

ମାନବିକତା ଦେଖାଇଲେ ପୋଲିସ ବାବୁ: କାନ୍ଧରେ ନେଇ ମହିଳାଙ୍କ ଶବସତ୍କାର କଲେ

ବାଲେଶ୍ୱର: ମୃତଦେହକୁ କାନ୍ଧେଇ ନେଇ ଯାଉଛନ୍ତି ପୋଲିସ । ମୃତ୍ୟୁ ସମୟରେ ପରିବାର ଲୋକେ ଚାରି କାନ୍ଧ ଦିଅନ୍ତି ଏକଥା ଆମେ ସମସ୍ତେ ଜାଣିଛେ କିନ୍ତୁ ଏଠି ଦୃଶ୍ୟ ଟିକେ ଭିନ୍ନ । ଦେଖୁନାହାନ୍ତି କିଭଳି ପୋଲିସମାନେ ମିଶି ମୃତଦେହକୁ କାନ୍ଧେଇ ନେଇଯାଉଛନ୍ତି … Read More

ଗୋଠଛଡ଼ା ଦନ୍ତାର ଆତଙ୍କ, ଘର ଭାଙ୍ଗିଲା ବୃଦ୍ଧାଙ୍କ ଜୀବନ ନେଲା

କେନ୍ଦୁଝର: ଆତଙ୍କ ଖେଳାଇଛି ଗୋଠ ଛଡ଼ା ଦନ୍ତା । ଦିନରେ ଲୁଚୁଛି, ରାତିରେ ଭାଙ୍ଗୁଛି । ହାତୀ ଆକ୍ରମଣରେ ପୁଣି ଜଣଙ୍କ ମୃତ୍ୟୁ । ଶୋଇଥିବା ବେଳେ ଘର ଭାଙ୍ଗି ଆକ୍ରମଣ କଲା ଗୋଠଛଡା ଦନ୍ତା । ଚିକିତ୍ସିତ ଅବସ୍ଥାରେ ଜଣେ ବୃଦ୍ଧାଙ୍କ … Read More

ରାସ୍ତା ମଝିରେ ଜଳିଗଲା ଆମ ବସ, ଅଳ୍ପେକ ବର୍ତ୍ତିଲେ ଯାତ୍ରୀ

ଖୋର୍ଦ୍ଧା:  ହୁ ହୁ ହୋଇ ଜଳିଗଲା ଆମ ବସ୍ ।  ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ରାସ୍ତାମଝିରେ ଜଳିଗଳା ଆମ ବସ ।  କଟକରୁ ଖୋର୍ଦ୍ଧା ଯାଉଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଗଡ଼ ଖୋର୍ଦ୍ଧା ନିକଟରେ ଗୁରୁବାର ଏହି … Read More

ଘାଟି ତଳକୁ ଖସିଲା ଜିପ, ୧୫ ଯାତ୍ରୀ ଗୁରୁତର

ମାଲକାନଗିରି: ଘାଟି ତଳକୁ ଖସି ପଡିଲା ଜିପ ।  ମାଲକାନଗିରି ଜିଲ୍ଲା ବାୟାପଡା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି ।  ଅଳ୍ପେକେ ବର୍ତ୍ତିଲେ ୨୫ରୁ ଅଧିକ ଯାତ୍ରୀ ।  କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତର ଆମଳିବେଡାରୁ କୁଡୁମୁଲୁଗୁମ୍ମା ସାପ୍ତାହିକ ହାଟକୁ … Read More

ଅଗଷ୍ଟ ୩୧ରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ; ଘୋଷଣା ହେବ ନୂଆ ତାରିଖ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେବାକୁ ଥିବା ସ୍ବତନ୍ତ୍ର ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ସ୍ଥଗିତ ରଖାଯାଇଛି। ଅନିବାର୍ଯ୍ୟ କାରଣରୁ ଓଟିଇଟି ପରୀକ୍ଷା ସ୍ଥଗିତ କରାଯାଇଥିବା ଦର୍ଶାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏହି ସୂଚନା … Read More

ବଢୁଛି ନବୀନଙ୍କ କ୍ରେଜ୍ ; ଜାତୀୟ ସ୍ତରର ନେତା କରୁଛନ୍ତି କଲ୍‌

ଭୁବନେଶ୍ବର: ୨୦୨୪ରେ ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନ୍ୟର ସାହାରା ନେଇ ନିର୍ବାଚନୀ ମଞ୍ଚରେ ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା। ଏହା ଦ୍ବାରା ରାଜ୍ୟର ଜନସାଧାରଣଙ୍କ ପାଖକୁ ଏକ ନକାରାତ୍ମକ ବାର୍ତ୍ତା ମଧ୍ୟ ଯାଇଥିଲା। ନବୀନଙ୍କ … Read More

ରାଜଧାନୀରେ ଦୁର୍ଘଟଣା: ଦୁଇ ବାଇକ ଆରାହୀ ମୃତ

ଭୁବନେଶ୍ବର : ରାଜଧାନୀରେ ଦୁର୍ଘଟଣା, ୨ ମୃତ। ଭୁବନେଶ୍ବର ରେଣ୍ଟାଲ କଲୋନୀ ଫାୟାର ଷ୍ଟେସନ ରୋଡରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁଇ ଜଣ ବାଇକ ଆରୋହୀ ଭାରସାମ୍ୟ ହରାଇ ପ୍ରଥମେ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା । ପରେ ଗଛ ଓ … Read More

ଆଜି ଶ୍ରୀଜୀୟୁଙ୍କ କୃଷ୍ଣ ବଳରାମ ବେଶ

ପୁରୀ : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ । ଜଗନ୍ନାଥଙ୍କୁ କୃଷ୍ଣ ଓ ବଳଭଦ୍ରଙ୍କୁ ବଳରାମ ବେସରେ ସଜ୍ଜିତ କରାଯିବ । ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି ପଦ୍ମାସନରେ ଉପବେସନ … Read More