ଇରାନ-ଇସ୍ରାଏଲ ଉତ୍ତେଜନା ଭିତରେ ଜି-୭ ବୈଠକ ଛାଡ଼ିଲେ ଟ୍ରମ୍ପ୍

ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହଠାତ୍ ଜି-୭ ସମ୍ମିଳନୀକୁ ଅଧା ବାଟରେ ଛାଡିବାକୁ ଘୋଷଣା କରିଛନ୍ତି। ସେ ଏହି ଶିଖର ସମ୍ମିଳନୀର ଗୋଟିଏ ଦିନ ପୂର୍ବରୁ କାନାଡା ଛାଡି ୱାଶିଂଟନ୍ ଫେରିଆସିଛନ୍ତି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ତୀବ୍ର … Read More

କଟକ ଷ୍ଟେସନ୍‌ ବଜାରର ବିଭିନ୍ନ ହୋଟେଲ୍‌ରେ ଚଢ଼ାଉ, ୨ଟି ହୋଟେଲ୍‌ ସିଲ୍‌

କଟକ: ଯାଜପୁରରେ ଝାଡାବାନ୍ତି ସ୍ଥିତି ସାଂଘାତିକ ହେବାରେ ଲାଗିଛି। କେବେଳ ଯାଜପୁର ନୁହେଁ ରାଜ୍ୟର ୭ ଜିଲ୍ଲାକୁ ବ୍ୟାପିଲାଣି ଝାଡ଼ବାନ୍ତି। ଏହାକୁ ଦୃଷ୍ଟିରେ ରଖି କଟକରେ ଆକ୍ସନ ମୋଡରେ ସ୍ୱାସ୍ଥ୍ୟ ବିଭାଗ। ଦୂଷିତ ପାଣି ଓ ବାସି ଖାଦ୍ୟ ଯୋଗୁଁ ଏଭଳି … Read More

ବଙ୍ଗୋପସାଗରରେ ଡବଲ ଲଘୁଚାପ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା

ବଙ୍ଗୋପସାଗରରେ ଡବଲ ଲଘୁଚାପ, ପ୍ରବଳ ବର୍ଷିବ ।  ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।  ଏହା ସହ ଡଙ୍ଗା ଓ ଜାଲକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି । ବାଲେଶ୍ବର … Read More

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ଦିନ ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍ III’ ପ୍ରଦାନ କରାଯାଇଛି। ସାଇପ୍ରସର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିଛନ୍ତି। ପୁରସ୍କାର ଗ୍ରହଣ … Read More

ହଇଜା ବ୍ୟାପିବା ପରେ ରାଜଧାନୀର ହୋଟେଲ-ଫାଷ୍ଟଫୁଡ୍ ଦୋକାନରେ ଚଢ଼ଉ

ଭୁବନେଶ୍ୱର: ରାଜଧାନୀକୁ ହଇଜା ଭୟ। ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପୁଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଆକ୍ସନ ମୋଡରେ ବିଏମସି। ଦୂଷିତ ପାଣି ଓ ବାସି ଖାଦ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ବିଭାଗ … Read More

୫ ବିଭାଗରେ ୯୬୪ ଜଣଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ଵର: ୫ ବିଭାଗରେ ୯୬୪ ଜଣଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ୫ଟି ବିଭାଗର ୯୬୪ଟି ପଦବୀ ପୂରଣ ପାଇଁ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ … Read More

ଏସସିବିରେ ଜଣେ ହଇଜା ରୋଗୀଙ୍କ ମୃତ୍ୟୁ

କଟକ: କଟକ ଏସସିବି ମେଡିକାଲରେ ଜଣେ ହଇଜା ରୋଗୀଙ୍କର ସୋମବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଯାଜପୁର ଜିଲାର ସୁକିନ୍ଦା ଅନ୍ତର୍ଗତ ହାତୀବାରିର ବସନ୍ତ ବାରିକ। କିଛି ଦିନ ତଳେ ବସନ୍ତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଅବସ୍ଥା ଗୁରୁତର … Read More

ଅଦିନିଆ ରଥଯାତ୍ରା କଲେ ଆଇନଗତ ପଦକ୍ଷେପ : ଆଇନ ମନ୍ତ୍ରୀ

ଭୁବନେଶ୍ୱର : ଅଦିନିଆ ରଥଯାତ୍ରା କଲେ ହେବ ଆଇନଗତ ପଦକ୍ଷେପ | ଏମିତି କହିଛନ୍ତି ଆଇନ ମନ୍ତ୍ରୀ  ପୃଥ୍ଵୀରାଜ ହରିଚନ୍ଦନ  | ଶ୍ରୀ ମନ୍ଦିର ପ୍ରଶାସନ ସଂଗେ ଆଲୋଚନା ହୋଇଛି  | ଗଜପତି ମହାରାଜା ପତ୍ର ଲେଖି ସାରିଛନ୍ତି  | ନୂଆପଡାରେ ଅଦିନିଆ … Read More

ବିମାନ ଦୁର୍ଘଟଣା: ମିଳିଲା ଆଉ ଏକ ବ୍ଲାକ୍ ବକ୍ସ

ଅହମଦାବାଦ: ବିମାନ ଦୁର୍ଘଟଣାର ପ୍ରକୃତ କାରଣ କଣ ? କେଉଁ ପରିସ୍ଥିତିରେ ମାଟିରୁ ଉଠୁ ଉଠୁ ଘଟିଗଲା ଏମିତି ଦୁର୍ଘଟଣା ? ତାର କାରଣ ଖୋଜା ଚାଲିଥିବା ବେଳେ ଏତି ମଧ୍ଯରେ ମିଳିଲା ଦୁର୍ଘଟଣାଗ୍ରସ୍ତ ବିମାନର ଦ୍ବିତୀୟ ବ୍ଲାକବକ୍ସ । ଅହମ୍ମଦାବାଦ … Read More

ରାଜ୍ୟରେ କଲେରା ସ୍ଥିତିକୁ ଏଣ୍ଡେମିକ କହିଲେ କେନ୍ଦ୍ରୀୟ ଟିମ୍‌

ଯାଜପୁର: ଗତ କିଛି ଦିନ ହେଲା ଯାଜପୁର ଜିଲ୍ଲାରେ ହଇଜା ବ୍ୟାପିଚାଲିଛି। ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପୁଛି। ଦୂଷିତ ପାଣି ଓ ବାସି ଖାଦ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। … Read More