ଆନ୍ଧ୍ର ସରକାରଙ୍କ ଘୋଷଣା: ତୃତୀୟ ସନ୍ତାନ ପାଇଁ ୩୦ ହଜାର, ଚତୁର୍ଥ ସନ୍ତାନ ପାଇଁ ମିଳିବ ୪୦ ହଜାର !

Spread the love

Spread the loveଆନ୍ଧ୍ରପ୍ରଦେଶ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସରକାର ରାଜ୍ୟବାସୀଙ୍କ ପାଇଁ ଏକ ନୂଆ ସ୍କିମ ଆଣିଛନ୍ତି । ଏହି ଯୋଜନାରେ ସରକାର ଏବେ ତୃତୀୟ ସନ୍ତାନ ପାଇଁ ୩୦ ହଜାର ଟଙ୍କା ଏବଂ ଚତୁର୍ଥ ସନ୍ତାନ ପାଇଁ … Read More

ବହିଷ୍କୃତ ହେଲେ IAS ଅଫିସର

Spread the love

Spread the loveନୂଆଦିଲ୍ଲୀ: IAS ଅଫିସର ଚାକିରିରୁ ବହିଷ୍କୃତ!। ଦୁର୍ନୀତି ଅଭିଯୋଗରେ ଆଇଏଏସ ପଦ୍ମା ଜୈସୱାଲ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ୨୦ ବର୍ଷ ତଳର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର । ଦୁର୍ନୀତି ଓ ସରକାରୀ ପାଣ୍ଠିର ଅପବ୍ୟବହାର … Read More

ଯୁଦ୍ଧବିରତିକୁ ୪୫ ଦିନକୁ ବୃଦ୍ଧି କଲା ଆମେରିକା

Spread the love

Spread the loveନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଆମେରିକା ମଧ୍ୟସ୍ଥତାରେ ୱାଶିଂଟନରେ ଦୁଇ ଦିନିଆ ଉଚ୍ଚସ୍ତରୀୟ ଆଲୋଚନା ପରେ ଇସ୍ରାଏଲ ଏବଂ ଲେବାନନ ସେମାନଙ୍କର ଅସ୍ତ୍ରବିରତିକୁ ଆଉ ୪୫ ଦିନ ପାଇଁ … Read More

କେଜରିୱାଲଙ୍କ ସମେତ ୭ଜଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା

Spread the love

Spread the love ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ ଅଭିଯୁକ୍ତ ଆପ୍ ଆବାହକ ଅରବିନ୍ଦ କେଜରିୱାଲ ଓ ଅନ୍ୟ ୬ ଆପ୍ ନେତାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ନ୍ୟାୟପାଳିକା ବିରୋଧରେ ଅଭିଯୁକ୍ତମାନେ … Read More

କାନ୍ଥ ପଡି ଶ୍ରମିକ ମୃତ

Spread the love

Spread the loveପୁରୀ : ନିର୍ମାଣଧୀନ କାନ୍ଥ ପଡି ଶ୍ରମିକ ମୃତ । ପୁରୀ ଚକ୍ରତୀର୍ଥ ରୋଡରେ ଘଟିଛି ଏପରି ଅଭାବନୀୟ ଘଟଣା । ନିର୍ମାଣାଧୀନ ଲଜ୍ ର କାନ୍ଥ ପଡି ଶ୍ରମିକ ମୃତ । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ … Read More

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ

Spread the love

Spread the love ଭୁବନେଶ୍ୱର : ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ବର୍ଷର କାରାଦଣ୍ଡାଦେଶ  ।  ଶୁଣାଇଲେ ଯାଜପୁରର ପୋକ୍ସୋ ସ୍ବତନ୍ତ୍ର କୋର୍ଟ ।  ଧରମ ଝିଅକୁ ୫ ମାସ ଗର୍ଭବତୀ କରି ୨୦ବର୍ଷ ପାଇଁ ଜେଲ ଗଲେ ଦିବ୍ୟାଙ୍ଗ ଧରମ ବାପା ।   ୨୦୨୫ … Read More

ତରଭୁଜ ନେଲା ଶିଶୁର ଜୀବନ, ୪ ଗୁରୁତର

Spread the love

Spread the loveକେନ୍ଦ୍ରାପଡା : ତରଭୁଜ ଖାଇ ଗଲା ଜୀବନ  ।  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର କୁପୁଣି ଗାଁରେ ଅଘଟଣ । ତରଭୁଜ ଖାଇ ଗୋଟିଏ ପରିବାରର ଜଣେ ଶିଶୁ ମୃତ ।  ଆଉ ଜଣେ ଶିଶୁ ସମେତ ୪ ଅସୁସ୍ଥ ଅଛନ୍ତି … Read More

ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

Spread the love

Spread the loveଭୁବନେଶ୍ବର: ସଅଳ ଆସିଲା ମୌସୁମୀ । ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଆଣ୍ଡାମାନ ଛୁଇଁଛି । ଦକ୍ଷିଣପୂର୍ବ ଆରବ ସାଗର, ଦକ୍ଷିଣପଶ୍ଚିମ ଓ ଦକ୍ଷିଣପୂର୍ବ ବଙ୍ଗୋପସାଗର କିଛି ଅଂଶ, ଆଣ୍ଡାମାନ ସାଗରର ଅଧିକାଂଶ … Read More

ଛଅ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ

Spread the love

Spread the loveବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପୁଣି ଲଜ୍ଜା । ଛଅ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ବୁଧବାର ବାତ୍ୟା ଆଶ୍ରୟସ୍ଥଳୀରେ ସାଙ୍ଗଙ୍କ ସହ ଖେଳୁଥିବା ବେଳେ କୁରୁକୁରି ଦେବାକୁ କହି ଡାକିଥିଲା ଅଭିଯୁକ୍ତ। ଶୌଚାଳୟକୁ ଡ଼ାକି ୨୫ … Read More

ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଲାଗିବ ନୂଆ କବାଟ

Spread the love

Spread the loveପୁରୀ: ଶ୍ରୀମନ୍ଦିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ଲାଗିବ ନୂଆ କବାଟ । ହସ୍ତୀ ଦ୍ୱାର ତଥା ଉତ୍ତରଦ୍ୱାର ଗୁମୁଟରେ ଲାଗିବ ନୂଆ ପିତ୍ତଳରେ ଆଚ୍ଛାଦିତ ବର୍ମାଟିକ କାଠରେ ପ୍ରସ୍ତୁତ କବାଟ । ଏହା ଦେଖିବା … Read More