ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ଥାନା ଅଧିକାରୀ ଓ ସରପଞ୍ଚଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଗ୍ରାମବାସୀ

Spread the love

Spread the love ବାଲିଗୁଡା  : ଯନ୍ତ୍ରୀଙ୍କୁ ଛାଡିଦେଲା ପୋଲିସ, ତାତିଲେ ଲୋକ ।  କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଧିକାରୀ ଓ ବେଲଘର ସରପଞ୍ଚଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ତାଲା ପକାଇ ରଖିଲେ ଗ୍ରାମବାସୀ ।  ମୁଡିବନ୍ଧ ବ୍ଲକ ବେଲଘର, ଝିରିପାଣି, … Read More

ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ବାପ-ଝିଅଙ୍କ ଜୀବନ

Spread the love

Spread the love ସୋର : ମର୍ମନ୍ତୁଦ ଦୁର୍ଘଟଣା ।  ବାଇକକୁ ଧକ୍କାଦେଲା ଟ୍ରକ , ବାପ ଝିଅ ମୃତ  ।  ବାଲେଶ୍ବର ଜିଲ୍ଲା ସୋର ଏନଏଚ ୧୬ରେ ଉତ୍ତରେଶ୍ୱରରେ ଘଟିଛି ଭୟଙ୍କର ଦୁର୍ଘଟଣା ।  ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ … Read More

ବୁର୍ଲା ପାୱାର କେନାଲରେ ବୁଡି ଛାତ୍ର ନିଖୋଜ

Spread the love

Spread the love ସମ୍ବଲପୁର : ବୁର୍ଲା ପାୱାର କେନାଲରେ ବୁଡି ଜଣେ ଛାତ୍ର ନିଖୋଜ  l  ଭୋଜି କରିବାକୁ ଆସି ଗଭୀର ପାଣିରେ ବୁଡ଼ିଗଲେ ଛାତ୍ର  l  ଛାତ୍ର ଜଣକ ସହପାଠୀଙ୍କ ସହ ଭୋଜି କରିବା ପାଈଁ 18 ହଜ଼ାରକୁ ଆସିଥିଲେ  … Read More

ରାଷ୍ଟ୍ରପତି ଭବନରେ ଅତିଥି ସାଜିଲେ ମା’ ବିରଜା ମନ୍ଦିର ସେବାୟତ

Spread the love

Spread the love ଯାଜପୁର ଟାଉନ୍ : କଥା ଦେଇ କଥା ରଖିଲେ ମହାମହିମ ରାଷ୍ଟ୍ରପତି। ରାଷ୍ଟ୍ରପତି ଭବନକୁ ଡାକି ବକେୟା ପାଉଣା ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ଅତିଥି ସାଜିଲେ  ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ … Read More

ITDA ଯନ୍ତ୍ରୀଙ୍କ ବ୍ୟାଙ୍କ ଲକରରୁ ବାହାରିଲା ୨ କୋଟିର ନଗଦ କ୍ୟାସ

Spread the love

Spread the loveଭୁବନେଶ୍ବର: ଯେତେ ଖୋଲିଲେ, ସେତେ ବାହାରୁଛି । କନ୍ଧମାଳ ବାଲିଗୁଡ଼ା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ କୁବେର ସାମ୍ରାଜ୍ୟ । ବ୍ୟାଙ୍କ ଲକରରୁ ବାହାରିଲା ୨ କୋଟିର ନଗଦ କ୍ୟାସ । ଠାବ ହୋଇଛି ୫ ମହଲା … Read More

ଆହୁରି ୪ ଦିନ ଯାଏଁ ରାଜ୍ୟରେ ଲାଗି ରହିବ କାଳବୈଶାଖୀ ପ୍ରଭାବ

Spread the love

Spread the loveଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ କମିଲା ତାତି । ରାଜଧାନୀ ସମେତ ରାଜ୍ୟର ଏକାଧିକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ମଧ୍ୟାହ୍ନରେ ଭୟଙ୍କର ତାତି ଓ ଗୁଳୁଗୁଳି ପରେ ଅପରାହ୍ଣରେ ଭୀଷଣ ବର୍ଷା । ଆସନ୍ତା ୪ … Read More

୩,୭୯୩.୩୩ କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ, ୧୪ ଜିଲ୍ଲାରେ ସ୍ଥାପନ ହେବ ୨୪ଟି ଶିଳ୍ପ ପ୍ରକଳ୍ପ

Spread the love

Spread the loveଭୁବନେଶ୍ବର: ଓଡ଼ିଶାରେ ୩ ହଜାର ୭୯୩ କୋଟି ୩୩ ଲକ୍ଷର ପୁଞ୍ଜିନିବେଶ ପ୍ରସ୍ତାବକୁ ସରକାରୀ ମଞ୍ଜୁରୀ । ୧୪ଟି ଜିଲ୍ଲାରେ ସ୍ଥାପନ ହେବ ୨୪ଟି ଶିଳ୍ପ ପ୍ରକଳ୍ପ । ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି । ରାଜ୍ୟରେ … Read More

ଏଲଓପି ନିଯୁକ୍ତିକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେବ ଟିଏମସି

Spread the love

Spread the love କଲକାତା: ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା (ଏଲଓପି) ନିଯୁକ୍ତିକୁ ଚାଲେଞ୍ଜ କରି ତୃଣମୂଳ କଂଗ୍ରେସ (ଟିଏମସି) ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଯୋଜନା କରିଛି। ଟିଏମସିର ବହିଷ୍କୃତ ନେତା ଋତବ୍ରତ ବାନାର୍ଜୀଙ୍କୁ ଏଲଓପି ଭାବେ ନିଯୁକ୍ତି ଦେବା … Read More

ମଣିପୁରରେ ପୁଣି ହିଂସା; ୩ ମୃତ

Spread the love

Spread the love ଇମ୍ଫାଲ: ମଣିପୁରର କାଙ୍ଗପୋକପି ଜିଲାରେ ଶୁକ୍ରବାର ଭୋର ସମୟରେ ପୁଣି ଥରେ ରକ୍ତପାତ ଦେଖିବାକୁ ମିଳିଛି। ନ୍ୟୁ କେଥେଲମାନବି ଅଞ୍ଚଳ ଅଧୀନରେ ଥିବା ଲୋଇବୋଲ୍ ଗ୍ରାମ ଉପରେ କିଛି ଅଜ୍ଞାତ ସଶସ୍ତ୍ର ଆକ୍ରମଣକାରୀଙ୍କୁ ଗୁଳିମାଡ଼ରେ ୩ ଜଣ … Read More

ଇଣ୍ଡି ମେଣ୍ଟରେ ଫାଟ: ଜୁନ୍‌ ୮ରେ କଂଗ୍ରେସ ଡାକିଥିବା ବୈଠକରେ ଯୋଗ ଦେବନି ସିପିଆଇଏମ୍‌ ଓ ଜେଏମ୍‌ଏମ୍‌

Spread the love

Spread the loveନୂଆଦିଲ୍ଲୀ: ଜୁନ୍ ୮ ତାରିଖରେ କଂଗ୍ରେସ ଦ୍ୱାରା ଡକାଯାଇଥିବା ଇଣ୍ଡି ମେଣ୍ଟ ବୈଠକକୁ ଡିଏମକେ ପ୍ରତ୍ୟାଖ୍ୟାନ କରିବାର କିଛି ଦିନ ପରେ, ବିରୋଧୀ ମେଣ୍ଟରେ ନୂତନ ଫାଟ ଦେଖାଦେଇଛି। ସିପିଆଇ(ଏମ୍) ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍) କଂଗ୍ରେସ ନେତୃତ୍ୱଙ୍କ … Read More