2026 01 02t170453z 1643187773 rc2kfdaqlqz8 rtrmadp 3 usa venezuela vessel still file 1767793755

୩ ଭାରତୀୟଙ୍କୁ କାବୁ କଲା ଆମେରିକା

Spread the love

ଆମେରିକା: ରୁଷୀୟ ତେଲ ଟ୍ୟାଙ୍କରକୁ ଆମେରିକା କବଜା କରିବା ଘଟଣାରେ ଆମେରିକା କବଜାରେ ୩ ଭାରତୀୟ ।
ଆମେରିକା ଦ୍ୱାରା ରୁଷୀୟ ତେଲ ଟ୍ୟାଙ୍କର ଜାହାଜ ଜବତ ଘଟଣାରେ ଜାହାଜରୁ ମିଳିଲେ ୩ ଭାରତୀୟ । ଗତକାଲି ମାରିନେରା ନାମକ ଏକ ରୁଷୀୟ ତେଲ ଟ୍ୟାଙ୍କର ଜାହାଜକୁ ଅନ୍ତର୍ଜାତୀୟ ଜଳପଥରୁ କବଜା କରିଥିଲା ଆମେରିକା । ଭେନେଜୁଏଲା ସମ୍ପର୍କରେ ସନ୍ଦେହ କରି ଆମେରିକା ଉତ୍ତର ଆଟଲାଣ୍ଟିକ ମହାସାଗରରୁ ଏହି ଜାହାଜକୁ କବଜା କରିଥିଲା । ଜାହାଜରେ ରୁଷୀୟ ପତାକା ଉଡୁଥିଲା । ତେବେ ଜାହାଜରେ ୩ଜଣ ଭାରତୀୟ ଥିବା ରୁଷୀୟ ଗଣମାଧ୍ୟମ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *