ଅବତରଣ ବେଳେ ଲେଜର ଆଲୋକରେ ଶିକାର ହେଲା ବିମାନ; ବର୍ତ୍ତିଲେ ୧୫୯ ଯାତ୍ରୀ
କଲକାତା:କଲକାତା ବିମାନବନ୍ଦରରେ ବଡ ଅଘଟଣ।ମାଲେସିଆ ଏୟାରଲାଇନ୍ସର MH-184 ବିମାନଟି କଲକାତା ବିମାନବନ୍ଦରରେ ଅବତରଣ କରିବା ସମୟରେ ଲେଜର ଆଲୋକରେ ଶିକାର ହୋଇଛି।ବିମାନଟି କ୍ୱାଲାଲମ୍ପୁରରୁ ୧୫୯ ଜଣ ଯାତ୍ରୀଙ୍କୁ ନେଇ କଲକାତା ଆସୁଥିବା ବେଳେ ଘଟିଛି ଏଭଳି ଘଟଣା। ଲେଜର ଆଲୋକ ସିଧାସଳଖ କକପିଟ୍ ଦିଗକୁ ପଡ଼ିବାରୁ ପାଇଲଟ୍ଙ୍କ ଦୃଷ୍ଟି କିଛି ସମୟ ପାଇଁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, … Read More
