ଲଗାଣ ବର୍ଷାରେ ବେହାଲ୍ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି

କୋରାପୁଟ : ଉତ୍ତର ପରେ ବୁଡ଼ିଲା ଦକ୍ଷିଣ । ଲଗାଣ ବର୍ଷାରେ ବେହାଲ୍ କୋରାପୁଟ କୋଟପାଡ଼ ଅଞ୍ଚଳ । ଗୁମୁଡା, ସଡ଼ରଙ୍ଗା, ବଣିଆ, ସୁତିପଦର ପଞ୍ଚାୟତର ୧୫ରୁ ଅଧିକ ଗାଁଜଳମଗ୍ନ । ଇନ୍ଦ୍ରାବତୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳ … Read More

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ

ଜଳେଶ୍ୱର : ପୁଣି ଯୌତୁକ ପାଇଁ ନବବଧୂ ହତ୍ୟା ଅଭିଯୋଗ । ବିବାହକୁ ତିନିମାସ ପୂରିନି ଯୌତୁକ ପାଇଁ ଶାଶୂଘର ଲୋକେ ନବବଧୂଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ନବବଧୂ ଜଣକ ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଆରୁହା ବୃତ୍ତି … Read More

ପୁଣି ବିପଦ ସଙ୍କେତ ଟପିଲା ବୈତରଣୀ ଜଳସ୍ତର

ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଟପିଛି। ସୋମବାର ଅପରାହ୍ନ ୪ଟା ସୁଦ୍ଧା ଆଖୁଆପଦାଠାରେ ନଦୀର ଜଳସ୍ତର ୧୮.୩୬ ମିଟର ରେକର୍ଡ ହୋଇଛି। ଏଠାରେ ବିପଦ ସଙ୍କେତ ୧୮.୩୩ ମିଟର ରହିଛି। ଫଳରେ ବିପଦ ସଙ୍କେତଠାରୁ ୩ … Read More

ସିଲକୁଟା ରିଜର୍ଭ ଫରେଷ୍ଟରେ ମାଓ ଡମ୍ପ ଠାବ, ବିପୁଳ ବିସ୍ଫୋରକ ଜବତ

ରାଉରକେଲା:ଆତ୍ମସମର୍ପଣ କରିଥିବା ନକ୍ସଲମାନେ ମାଓ ଡମ୍ପ ବିଷୟରେ ଦେଲେ ସୂଚନା। ସୁନ୍ଦରଗଡ଼ର ସିଲକୁଟା ରିଜର୍ଭ ଫରେଷ୍ଟରେ ଏକ ଗୁପ୍ତ ମାଓ ଡମ୍ପ ଥିବା ସମ୍ପର୍କରେ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ବିସ୍ତୃତ ପଚରାଉଚରା ସମୟରେ ସୂଚନା ଦେଇଛନ୍ତି । ଡିଭିଏଫ ଏବଂ ବିଡିଡିଏସର … Read More

ବାଲେଶ୍ୱରରେ ୧୯ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ବାଲେଶ୍ୱର: ବାଲେଶ୍ୱରରେ ୧୯ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା। ଜୁଲାଇ-ଅଗଷ୍ଟରେ ସର୍ବାଧିକ ୧୧୬୮.୬ ମିଲିମିଟର ବୃଷ୍ଟିପାତ। ବାଲେଶ୍ୱର ଜିଲ୍ଲାରେ ଚଳିତ ବର୍ଷ ମୌସୁମୀ ଋତୁରେ ଅଭୂତପୂର୍ବ ବୃଷ୍ଟିପାତ ରେକର୍ଡ କରାଯାଇଛି । ୨୦୦୮ରୁ ୨୦୨୬ ମଧ୍ୟରେ ଗତ ୧୯ ବର୍ଷର ଇତିହାସରେ ଜୁଲାଇ … Read More

ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ଡିଜିଟାଲ ପ୍ରେସକ୍ରିପସନ୍ : ମନ୍ତ୍ରୀ ମୁକେଶ ମହାଲିଙ୍ଗ

ଭୁବନେଶ୍ୱର: ଓଡ଼ିଶା ସରକାର ଖୁବ୍ ଶୀଘ୍ର ‘ଏକ ରାଷ୍ଟ୍ର, ଏକ ସ୍ୱାସ୍ଥ୍ୟ’ ପ୍ରୟାସ ଆରମ୍ଭ କରିବେ। ଆଣ୍ଟିବାୟୋଟିକ୍ସର ଅବାଧ ବ୍ୟବହାରକୁ ରୋକିବା ଏବଂ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧକୁ ମୁକାବିଲା କରିବା ପାଇଁ ସାରା ରାଜ୍ୟରେ ଏକ ଡିଜିଟାଲ୍ ପ୍ରେସକ୍ରିପସନ୍ ଫ୍ରେମୱାର୍କ ପ୍ରଚଳନ କରିବେ। … Read More

ବିଷାକ୍ତ ଇଞ୍ଜେକସନ ନେଇ ଜୀବନ ହାରିଲେ ଲ୍ୟାବ୍ ଟେକ୍ନିସିଆନ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ରହସ୍ୟମୟ ଘଟଣା ସାମ୍ନାକୁ ଆସିଛି । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ନିଜେ ଏକ ବିଷାକ୍ତ ଇଞ୍ଜେକସନ ନେଇ ଯୁବକ ଜଣକ ଆତ୍ମହତ୍ୟା କରିଥିବା ନେଇ ପୋଲିସ … Read More

ଜାତୀୟ ମହାକାଶ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା, ଯୁବପିଢ଼ିଙ୍କ ପ୍ରତିଭାକୁ କଲେ ପ୍ରଶଂସା

ନୂଆଦିଲ୍ଲୀ: ଜାତୀୟ ମହାକାଶ ଦିବସ ଅବସରରେ ଦେଶବାସୀ ଏବଂ ବୈଜ୍ଞାନିକମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ନୂତନ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ସେ ଜେନ ଜେଡଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ୨୦୪୭ ସୁଦ୍ଧା … Read More

ରାକ୍ଷୀ ପୂର୍ଣ୍ଣିମାରେ ଲାଗୁଛି ବର୍ଷର ଶେଷ ଆଂଶିକ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ: ଭାଇ ଓ ଭଉଣୀ ମଧ୍ୟରେ ଥିବା ଅତୁଟ ସ୍ନେହ, ପ୍ରେମ ଏବଂ ବିଶ୍ୱାସର ପବିତ୍ର ପ୍ରତୀକ ହେଉଛି ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା । ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ଏହି ମହାନ ପର୍ବକୁ ସମଗ୍ର ଦେଶରେ ବେଶ୍ … Read More

ବାଂଲାଦେଶରେ ହିନ୍ଦୁ ପରିବାରର ୪ ସଦସ୍ୟଙ୍କୁ ହତ୍ୟା

ବାଂଲାଦେଶ: ବାଂଲାଦେଶରେ ଏକ ହିନ୍ଦୁ ପରିବାରର ଚାରି ଜଣଙ୍କ ମୃତଦେହ ସେମାନଙ୍କ ଘରୁ ଉଦ୍ଧାର ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ସେମାନଙ୍କୁ … Read More