ପାକିସ୍ତାନରୁ ଭାରତ ଆସିଲେ ୧୫୦ ନୂଆବୋହୂ, ଗଢିବେ ନୂଆ ସଂସାର

ନୂଆଦିଲ୍ଲୀ: ପାକିସ୍ତାନୀ ଝିଅ, ଭାରତ ବୋହୂ| ବନ୍ଦ ସୀମା ରୋକିପାରିଲାନି ବନ୍ଧନ| ଭାରତ ଆସିଲେ ୧୫୦ ନୂଆବୋହୂ| ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି । ଫଳରେ ଦୁଇ ଦେଶ ମଧ୍ୟରେ ଭିସା କଟକଣା ଏବଂ ସୀମା ବନ୍ଦ ରହିଛି। ତଥାପି … Read More

ପ୍ରବଳ ବର୍ଷାରେ ଧସିଲା ଅଳିଆ ପାହାଡ଼, ଚାଲିଗଲା ୩୦ ଜୀବନ

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ଗିନିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରବିବାର ଭୋର ସମୟରେ ରାଜଧାନୀ କୋନାକ୍ରିର ସବୁଠାରୁ ବଡ଼ କଚରା ପାହାଡ଼ ଧସି ପଡ଼ିଛି । ଏହି ଘଟଣାରେ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ … Read More

ଡ୍ରଗ୍ସକୁ ବାରଣ କରିବାରୁ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକଙ୍କ ପୁରା ପରିବାରକୁ ହତ୍ୟା, ୨ ନିଶାଡି ଗିରଫ

ଢାକା: ବାଂଲାଦେଶର ରଙ୍ଗପୁର ସହରରେ ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଦୁଇମହଲା ଘର ଭିତରୁ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ, ତାଙ୍କ ସ୍ତ୍ରୀ, ଝିଅ ଓ ପୁଅଙ୍କ ଗଳିତ ମୃତଦେହ ପୁଲିସ ଉଦ୍ଧାର … Read More

ପ୍ରେମିକ ପାଇଁ ବାପା-ମାଆଙ୍କୁ ବିଷ ଇଞ୍ଜେକ୍ସନ ଦେଇ ଆତ୍ମହତ୍ୟା କଲେ ଯୁବତୀ

ହାଇଦ୍ରାବାଦ: ଅଜବ ଘଟଣା ସାରା ଦେଶକୁ ଚକିତ କରିଛି। ପ୍ରେମିକର ପ୍ରେମ ପାଇବା ପାଇଁ ପ୍ରଥମେ ବିଷ ଇଞ୍ଜେକ୍ସନ ଦେଇ ନିଜ ବାପା-ମାଆଙ୍କୁ ହତ୍ୟା କରିଥିଲା। ଏହି ମାମଲାରେ ସେ ଜେଲ ଦଣ୍ଡ ମଧ୍ୟ ପାଇଥିଲା। ଜେଲରୁ ଫେରିବା ପରେ ସେହି … Read More

ତାମିଲନାଡୁ ସରକାରଙ୍କ ବଡ଼ ଘୋଷଣା : ବର୍ଷକୁ ମିଳିବ ୩ ମାଗଣା ଗ୍ୟାସ ସିଲିଣ୍ଡର, ଫ୍ରି ବସ୍ ସେବା

ତାମିଲନାଡୁ : ତାମିଲନାଡୁ ସରକାରଙ୍କ ଆଉ ଏକ ବଡ଼ ଘୋଷଣା । ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଟିଭିକେ ସୁପ୍ରିମୋ ବିଜୟ ଗରିବ ପରିବାରକୁ ବାର୍ଷିକ ତିନୋଟି ମାଗଣା ସିଲିଣ୍ଡର ଦେବା ନେଇ ଘୋଷଣା କରିଛନ୍ତି । ଅନ୍ନପୂର୍ଣ୍ଣୀ ସୁପର୍ ସିକ୍ସ ନାମରେ ଏହି … Read More

ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ !

ପୁରୀ : ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ  । ପୁରୀ କୁମ୍ଭାରପଡ଼ାରେ ହଇଚଇ । ଭଡ଼ାଘରର ରୋଷେଇ ଘରର ସ୍ଲାବ ତଳେ ଶବ ପୋତି ଦେଇଥିବା ସନ୍ଦେହ କରିଛନ୍ତି ଘର ମାଲିକ । ଘର ମାଲିକ ମନୋରମା ସାହୁଙ୍କ ସୂଚନା … Read More

ବିଦ୍ୟୁତ୍ ଆଘାତରେ ଦୁଇ ଯୁବ ଚାଷୀ ମୃତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ଥାନା ବେନୁଖଣ୍ଡା ଗ୍ରାମରେ ଅଘଟଣ ।  ବିଲରେ କାମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ଦୁଇ ଯୁବକଙ୍କ ମୃତ୍ୟୁ ।  ମୃତକ ଦୁଇଜଣ ହେଲେ ଅଜୟ କୁମାର ସାହୁ ଓ ସାଗର ଭୋଇ। ସୂଚନା ଅନୁସାରେ,  … Read More

ଲୋକଙ୍କ କାମ ନହେଲେ ସରକାରୀ ବାବୁ ଗଣିବେ ତଣ୍ଡ

ଭୁବନେଶ୍ୱର : ଲୋକଙ୍କ କାମ ନହେଲେ ଅଧିକାରୀ ଗଣିବେ ତଣ୍ଡ । ଏଣିକି କୌଣସି ସରକାରୀ ସେବା ମିଳିବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଗଣିବେ ତଣ୍ଡ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗର ମୁଖ୍ୟଙ୍କୁ ଏନେଇ ଚିଠି କରାଯାଇଛି । … Read More

ସୋଲାର କରେଣ୍ଟ ଲାଗି ହାତୀ ମୃତ

ଢେଙ୍କାନାଳ: ସୋଲାର କରେଣ୍ଟ ଲାଗି ଦନ୍ତାର ମୃତ୍ୟୁ ହୋଇଛି । ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ରେଞ୍ଜ ବେଗା ପଞ୍ଚାୟତ ଶ୍ରୀମନ୍ତପୁର ନିକଟରେ ଅଘଟଣ ଘଟିଛି । ଧାନ କ୍ଷେରେ ସୋଲାର କରେଣ୍ଟ ଲଗାଯାଇଥିଲା । ହାତୀଟି କ୍ଷେତରେ ବୁଲୁଥିବାବେଳେ ସୋଲାର କରେଣ୍ଟ ଲାଗିଥିଲା … Read More

ଭିଜିଲାନ୍ସ ଜାଲରେ ସିନିଅର୍ ରେଭିନିଉ ଆସିଷ୍ଟାଣ୍ଟ, ୩ କୋଟି ସରକାରୀ ଅର୍ଥ ହେରଫେର ଅଭିଯୋଗ

ଜଗତସିଂପୁର : ୩ କୋଟିରୁ ଅଧିକ ସରକାରୀ ଅର୍ଥ ହେରଫେର । ଗିରଫ ହୋଇଥିବା ତିର୍ତ୍ତୋଲ ବ୍ଲକର ପୂର୍ବତନ ସ୍ୱତନ୍ତ୍ର ରାଜସ୍ବ ସହାୟକ ଭଞ୍ଜ କିଶୋର ବେହେରାଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସର ବଡ଼ ଧରଣର ଚଢ଼ାଉ । ଏକକାଳୀନ … Read More