ଟିଏମସି : ବିଦ୍ରୋହୀ ‌ଗୋଷ୍ଠୀରେ ଯୋଗ ଦେଲେ ୧୯ ଟିଏମ୍‌ସି ସାଂସଦ: ତାଲିକାରେ ୟୁସୁଫ ପଠାନ, ସାୟୋନି ଘୋଷ, ଶତ୍ରୁଘ୍ନ ସିହ୍ନା

କୋଲକାତା: ତୃଣମୂଳ କଂଗ୍ରେସ ଦଳରେ ରାଜନୈତିକ ସଙ୍କଟ ଏବେ ଅତି ଗମ୍ଭୀର ରୂପ ନେଇଛି ଏବଂ ଏହା ଏବେ ସଂସଦରେ ପହଞ୍ଚିଛି। ୟୁସୁଫ ପଠାନ, ସାୟୋନି ଘୋଷ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ପରି ବରିଷ୍ଠ ନେତା ମଧ୍ୟ ବିଦ୍ରୋହୀ ଗୋଷ୍ଠୀକୁ ସମର୍ଥନ … Read More

ଓମାନ ଉପକୂଳରେ ୨୪ ଭାରତୀୟ ନାବିକ ଥିବା ଜାହାଜ ଉପରେ ଆମେରିକା ଆକ୍ରମଣ କରିଥିଲା

ନୂଆଦିଲ୍ଲୀ: ୨୪ ଜଣ ଭାରତୀୟ ନାବିକଙ୍କୁ ନେଇ ଯାଉଥିବା ଏକ ମର୍ଚ୍ଚାଣ୍ଟ ଟ୍ୟାଙ୍କର୍ ଓମାନ ଉପକୂଳରେ ଏକ କ୍ଷେପଣାସ୍ତ୍ର ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିଲା। କ୍ରୁ ସଦସ୍ୟମାନେ ଜାହାଜରେ ନିଆଁ ଲାଗିଥିବା ଓ ଜାହାଜ ବୁଡ଼ି ଯାଉଥିବା ବିଷୟରେ ଜଣାଇ ଜରୁରୀ ସାହାଯ୍ୟ … Read More

ଉତ୍ତର ଭାରତ ପାଇଁ ପାଣିପାଗ ବିଭାଗର ଚେତାବନୀ

ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇ ଯାଇଥିବା ବେଳେ ଉତ୍ତର ଭାରତରେ ଏବେ ବି ପ୍ରବଳ ଗରମ ପାଗ ଜାରି ରହିଛି। ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଗୁରୁବାରଠାରୁ ଏକ ଶକ୍ତିଶାଳୀ ପାଶ୍ଚାତ୍ୟ ବିଶୃଙ୍ଖଳା ଯୋଗୁ … Read More

ଓଡିଶା ଆୟକର କର୍ମଚାରୀ ମହାସଂଘର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ

ଭୁବନେଶ୍ବର: ଆୟକର କର୍ମଚାରୀ ମହାସଂଘର ଓଡ଼ିଶା ଶାଖା ପକ୍ଷରୁ ଏହାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଚଳିତ ବର୍ଷ ମଇ ୨୦ ତାରିଖ ଠାରୁ ସମଗ୍ର ଦେଶରେ ଆୟକର କର୍ମଚାରୀ ମହାସଂଘ ପ୍ଲାଟିନମ୍ ଜୟନ୍ତୀ ପାଳନ … Read More

ସୁନ୍ଦରଗଡ଼ ସୀମାନ୍ତ ଗାଁରେ ବୁଲୁଛନ୍ତି ସନ୍ଦିଗ୍ଧ ମାଓବାଦୀ!

ସୁନ୍ଦରଗଡ଼ : ଓଡ଼ିଶାରୁ ସିପିଆଇ ମାଓବାଦୀ ସଂଗଠନ ପ୍ରାୟତଃ ଲୋପପାଇଯାଇଛି, ଏହି କଥା ଗଲ ଏପ୍ରିଲ୍‌ ମାସରେ ସରକାର ଘୋଷଣା କରିଥିଲେ। ଏହା ସତ୍ବେ ଓଡ଼ିଶାର ଛତିଶଗଡ଼, ଝାଡ଼ଖଣ୍ଡ ସୀମାନ୍ତରେ ମାଓବାଦୀଙ୍କ ଏକାଧିକ ଡମ୍ପ୍‌ ଠାବ କରାଯାଉଥିବା ବେଳେ ସନ୍ଦିଗ୍ଧ ଗତିବିଧି … Read More

କୋଟିଆରେ ଆନ୍ଧ୍ର କ୍ୟାବିନେଟ୍‌ ମନ୍ତ୍ରୀଙ୍କ ବିବାଦୟ ବୟାନ, ‘ଓଡ଼ିଶା ବାସିନ୍ଦାଙ୍କୁ ବାନ୍ଧ’

ପଟ୍ଟାଙ୍ଗି: ଓଡ଼ିଶା ସୀମା ଭିତରେ ପଶି ଆନ୍ଧ୍ରପ୍ରଦେଶର ଆଦିବାସୀ ମନ୍ତ୍ରୀ ଜି ସନ୍ଧ୍ୟାରାଣୀ ଏକ ନୂତନ ସଡ଼କର ଉଦ୍‌ଘାଟନ କଲେ, ନିର୍ଭୟରେ ସାଧାରଣ ସଭା କଲେ। କେବଳ ସଭାନୁହେଁ, ଓଡ଼ିଶା ପୁଲିସ ଓ ସାମ୍ବାଦିକଙ୍କ ବିରୋଧରେ ବିନାଦ୍ବନ୍ଦ୍ବରେ ବିବାଦୀୟ ମନ୍ତବ୍ୟ ଦେଲେ। … Read More

‘ରଜ’ ପାଇଁ ସୋମବାର ଖୋଲା ରହିବ ନନ୍ଦନକାନନ

ଭୁବନେଶ୍ୱର : ସୋମବାର (୧୫.୦୬.୨୦୨୬) ଦିନ ଖୋଲା ରହିବ ‘ନନ୍ଦନକାନନ’। ଏଥର ରଜ ପର୍ବ ଉପଲକ୍ଷେ ସୋମବାରରେ ଖୋଲା ରହିବ ‘ନନ୍ଦନକାନନ’ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ। ବାରଙ୍ଗ ସ୍ଥିତ ‘ନନ୍ଦନକାନନ’ ବୁଲିବାକୁ ମୁଖ୍ୟ ପର୍ବ ପର୍ବାଣୀ ରଜ,ଦଶହରା … Read More

ହସ୍ପିଟାଲରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର : ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ ଅସୁସ୍ଥତା କାରଣରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନେକ ନେତା, ମନ୍ତ୍ରୀ ହସ୍ପିଟାଲ ଯାଇ ତାଙ୍କୁ … Read More

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୋଲିସର ବ୍ୟାପକ ପ୍ରସ୍ତୁତି: ୭୨ ପ୍ଲାଟୁନ୍ ଫୋର୍ସ ସହ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା

କଟକ: ଆସନ୍ତା ଜୁନ୍ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଡିଜିପି ଯୋଗେଶ … Read More

ବିଜେପିକୁ ଘେରିଲା ବିଜେଡି, ୨ ବର୍ଷରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲେ ରଣେନ୍ଦ୍ର

ଭୁବନେଶ୍ବର ୧୦।୬:୨୪ ମାସରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲା ବିଜେଡି।ସରକାରଙ୍କୁ ଘେରିଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।ପ୍ରେସ୍ମିଟ୍କରିବିଜେପି ସରକାରଙ୍କ ଦୁଇ ବର୍ଷର ୧୨ ୟୁ-ଟର୍ଣ୍ଣ ଗଣାଇଲେ । ୧. ଭତ୍ତା ପ୍ରସଙ୍ଗ ଭତ୍ତା ପାଉନାହାନ୍ତି ହିତାଧିକାରୀ … Read More