ବାଲି ବୋଝେଇ ଟ୍ରକ ତଳେ ଚାପି ହୋଇ ୫ ମୃତ, ୫ ଗୁରୁତର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲା ବିସଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଲି ଭର୍ତ୍ତି ଟ୍ରକ ୫ ଜଣଙ୍କୁ ଚାପି ଦେବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ୫ ଜଣ ଗୁରୁତର ରହିଛନ୍ତି । ପୋଲିସ ଘଟଣା … Read More
