ମାଓବାଦୀ ଲୁଟିଥିବା ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ ୭ ରାଜ୍ୟକୁ ଏସଆଇଡବ୍ଲୁର ଚିଠି
ଭୁବନେଶ୍ୱର: ମାଓବାଦୀମାନେ ଲୁଟ୍ କରିଥିବା ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ ଚିଠି ଲେଖିଲା ଏସଆଇଡବ୍ଲୁ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ୬୫୦ଟି ଅସ୍ତ୍ରଶସ୍ତ୍ର ଲୁଟ୍ କରିଥିଲେ ମାଓବାଦୀ । ସେଥିରୁ ୪୨୦ଟି ଅସ୍ତ୍ରର ସନ୍ଧାନ ମିଳିଥିବା ବେଳେ ଏବେ ବି ଅନେକ ଅସ୍ତ୍ର … Read More
