୩୨ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ, ଘରେ ବଙ୍କର କରି ଲୁଚି ରହିଥିଲା
ଯାଜପୁର : ୩୨ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ । ପୋଲିସକୁ ଚକମା ଦେଇ ଘରେ ବଙ୍କର କରି ଲୁଚି ରହିଥିଲା । ଯାଜପୁର ଜିଲ୍ଲା କୁଆଖିଆ ଥାନା ନୂଆହାଟ ଗାଁରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ୧୯୯୪ ମସିହାର ଏକ ହତ୍ୟାକାଣ୍ଡର … Read More
