ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରାର୍ଥୀ ଦେବ ’ଓଡ଼ିଶା ଜନତା କଂଗ୍ରେସ’

ଭୁବନେଶ୍ୱର : ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରାର୍ଥୀ ଦେବ ମହମ୍ମଦ ମୋକିମଙ୍କ ନୂଆ ଦଳ ଓଡ଼ିଶା ଜନତା କଂଗ୍ରେସ। ଏ ନେଇ ଆଜି ଦଳର କାର୍ଯ୍ୟାଳୟ ଉଦଘାଟନ କରି ସୂଚନା ଦେଇଛନ୍ତି ମୋକିମ। ଏହାସହ ଆସନ୍ତା ୧୫ ତାରିଖରେ … Read More

୫ ମାସ ହେଲା ମିଳୁନି ଦରମା, ୨ ଦିନ ଧରି ଧାରଣାରେ ବସିଛନ୍ତି ୧୧୨ ଏମରଜେନ୍ସି କଲ୍ ସେଣ୍ଟରର କର୍ମଚାରୀ

ଭୁବନେଶ୍ୱର : ଦରମା ନମିଳିବାରୁ ତୀବ୍ର ଅସନ୍ତୋଷ ।  ଦୁଇଦିନ ହେବ ଧାରଣାରେ ବସିଛନ୍ତି ୧୧୨ ଏମରଜେନ୍ସି କଲ୍ ସେଣ୍ଟରର କର୍ମଚାରୀ ।  ୧୦୦ରୁ ଅଧିକ କର୍ମଚାରୀ ଧାରଣାରେ ବସିଛନ୍ତି ।  ରାଜ୍ୟ ଜରୁରୀକାଳୀନ ସେବା ସଞ୍ଚଳନ କେନ୍ଦ୍ର ଅଫିସ ସମ୍ମୁଖରେ ଗତକାଲିଠାରୁ … Read More

ଆଗାମୀ ୫ଦିନ କଲବଲ କରିବବ ତାତି, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବ କମିଲା ।  ଆରମ୍ଭ ହେଲା ଗ୍ରୀଷ୍ମ ପ୍ରକୋପ ।  କଲବଲ କରିବା ଆରମ୍ଭ କଲା ତାତି। ଆଗାମୀ ୫ଦିନ ଯାଏ ଜାଳିବ ଖରା ।  ୧୭ ତାରିଖ ଯାଏ କଲବଲ କରିବ ତାତି ଏବଂ ଗୁଳୁଗୁଳି  ।  … Read More

ସ୍ବାମୀ ଉପରେ ରାଗ ରଖି ଦୁଇ ଶିଶୁଙ୍କୁ ଟାଙ୍ଗିଆରେ ହାଣିଲା ମା’

ଝାରସୁଗୁଡା : ସ୍ବାମୀ ଉପରେ ରାଗ, ଛୁଆଙ୍କ ଉପରେ ପ୍ରତିଶୋଧ ।  ଦୁଇ ଛୁଆଙ୍କୁ ଟାଙ୍ଗିଆରେ ହାଣିଲା ଜନ୍ମକଲା ମାଆ ।  ଝାରସୁଗୁଡା ବିମାନବନ୍ଦର ଥାନା ଓରାମପଡାରେ ଏହି ଅଭାବନୀୟ କାଣ୍ଡ ଘଟିଛି ।  ସ୍ବାମୀଙ୍କ ସହ ଝଗଡା ପରେ ରାଗ ସୁଝାଇବା … Read More

ଧର୍ମଶାଳାରେ ଝାଡ଼ାବାନ୍ତି ଆତଙ୍କ: ଜଣେ ମୃତ, ୭ରୁ ଅଧିକ ଆକ୍ରାନ୍ତ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳାରେ ଝାଡ଼ାବାନ୍ତି ଆତଙ୍କ। ଆଉ ଜଣେ ଯୁବକଙ୍କ ମୃତ୍ୟୁ, ୭ରୁ ଅଧିକ ଆକ୍ରାନ୍ତ। ମୃତକ ହେଲେ ରାଇଛନ୍ଦା ପଂଚାୟତ ବାରକଣା ଗାଁର ବିପିନ ସାହୁ। ଦୁଇଦିନ ହେବ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କବାଟବନ୍ଧ ମେଡିକାଲରେ ଭର୍ତ୍ତି ହୋଇଥିଲେ। … Read More

ଇସ୍କନରେ ଅଦିନିଆ ରଥଯାତ୍ରା ବିରୋଧରେ ଶ୍ରୀମନ୍ଦିର ପ୍ରଶାସନର ଆଇନଗତ ଚେତାବନୀ

ଭୁବନେଶ୍ୱର : ଅଦିନିଆ ରଥଯାତ୍ରାକୁ ନେଇ ଆଇନଗତ ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। କିନ୍ତୁ ଇସ୍କନ ବିରୋଧରେ ଆଇନଗତ ପଦକ୍ଷେପ ନେଇପାରିବ କି ଶ୍ରୀମନ୍ଦିର ପ୍ରଶାସନ? ଶ୍ରୀମନ୍ଦିର ପ୍ରଶାସନ ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବ ବାରମ୍ବାର ଇସ୍କନକୁ ସତର୍କ କରାଇଛନ୍ତି ଯେ … Read More

୩୬ ଦିନ ହେଲା ଧାରଣାରେ ବସିଛନ୍ତି ଗ୍ରାମବାସୀ, ନୈନି କୋଲ ମାଇନ୍ସରୁ କୋଇଲା ପରିବହନ ବନ୍ଦ

ଅନୁଗୁଳ : ୩୬ ଦିନ ଗଣଧାରଣାରେ ଗ୍ରାମବାସୀ। ନୈନି କୋଲ ମାଇନ୍ସରୁ କୋଇଲା ପରିବହନ କରାଇଦେଉନାହାନ୍ତି ଗ୍ରାମବାସୀ । ଅନୁଗୁଳ ଛେଣ୍ଡିପଦା ବ୍ଳକ୍ କୋଶଳା ଗାଁଲୋକ ଚଲାଇଛନ୍ତି ପରିବେଶ ସୁରକ୍ଷା ଗଣଧାରଣା । ୬୩ ନମ୍ବର ରାଜ୍ୟ ରାଜପଥରେ କୋଇଲା ପରିବହନକୁ ବିରୋଧ … Read More

ରାଜଧାନୀରେ ବାଣ ଫୁଟି ୩ ଗୁରୁତର

ଭୁବନେଶ୍ୱର : ରାଜଧାନୀରେ ଅଘଟଣ । ବାଣ ଫୁଟି ତିନି ଗୁରୁତର। ସମସ୍ତ ଗୁରୁତର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ବାହାଘର ରୋଷଣୀରେ ପଡ଼ିଥିବା ଅଫୁଟା ବାଣରୁ ନିଆଁ ଲାଗିଥିବା ସୂଚନା। ସୂଚନାନୁଯାୟୀ, ଚଳିତ ବର୍ଷ ଭୋଗି ଉତ୍ସବ ଚାଲିଥିଲାବେଳେ ଅଘଟଣ ଘଟିଥିଲା … Read More

ରାମଲୀଳାବେଳେ ବିଦ୍ୟୁତ ତାର ଲାଗି ଚାଲିଗଲା ନାବାଳକର ଜୀବନ

ବ୍ରହ୍ମଗିରି : ରାମଲୀଳା ଚାଲିଥିବାବେଳେ ଅଘଟଣ। ବିଦ୍ୟୁତ ତାର ଲାଗି ଚାଲିଗଲା ନାବାଳକର ଜୀବନ। ହନୁମାନ ଅଭିନୟ କରୁଥିବା କଳାକାରଙ୍କୁ ଦେଖି ଦୌଡ଼ିବା ବେଳେ ଅଘଟଣ ଘଟିଛି। ମୁକୁଳା ଟ୍ରାନ୍ସଫର୍ମର ଉପରେ ନାବାଳକଙ୍କ ଜୀବନ ଯାଇଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ … Read More

ଦେହରେ ନିଆଁ ଲଗାଇ ଜୀବନ ହାରିଲେ ପିଜି ଛାତ୍ରୀ

ଗଜପତି : ନିଜକୁ ଜାଳିଦେଲେ ପିଜି ଛାତ୍ରୀ । ଦେହରେ ନିଆଁ ଲଗାଇ ଜୀବନ ହାରିଥିବା ଅଭିଯୋଗ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଖଞ୍ଜାସାହି ନୂଆବସ୍ତିରେ ଚାଞ୍ଚଲ୍ୟ । ଛାତ୍ରୀ ଜଣକ ମାନସିକ ଚାପରୁ ନିଜ ଦେହରେ ନିଆଁ ଲଗାଇ ଜୀବନ … Read More