ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଦେହାନ୍ତ

କଟକ  :  ଚାଲିଗଲେ ଆଉ ଜଣେ ସୁନାମଧନ୍ୟ ଓଡ଼ିଆ କଣ୍ଠଶିଳ୍ପୀ । କିଛି ଦିନ ତଳେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହଠାତ୍ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । … Read More

ଗୋକର୍ଣ୍ଣେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼: ସାଢେ ୧୦ରେ ଉଠିବ ମହାଦୀପ

ଧର୍ମଶାଳା : ଆଜି ମହାଶିବରାତ୍ରି ଜାଗର ଯାତ୍ରା। ଏହି ଉପଲକ୍ଷେ ଓଡିଶାର ପୁରପଲ୍ଲୀର ଶୈବ ପୀଠ ଚଳଚଞ୍ଚଳ ହୋଇ ପଡିଛି। ଦେବ ଦେବ ମହାଦେବଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଯାଜପୁର ଜିଲ୍ଲା ଧର୍ମଶାଳାର ପ୍ରସିଦ୍ଧ ଶୈବ ପୀଠ ବାବା ଗୋକର୍ଣ୍ଣେଶ୍ୱର ମହାଦେବଙ୍କ … Read More

ମାର୍ଚ୍ଚ ୬ରୁ ସର୍ବଭାରତୀୟ ଟିଲୋ କପ ଆରମ୍ଭ

ଭଦ୍ରକ : ଆସନ୍ତା ମାର୍ଚ୍ଚ ୬ରୁ ସର୍ବଭାରତୀୟ ଟିଲୋ କପ୍ ର ୩୦ତମ ସସ୍କରଣ ଖେଳାଯିବ। ଏନେଇ ରବିବାର ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ୧୦ ଦିନ ବ୍ୟାପି ହେବାକୁ ଥିବା ଏହି ମ୍ୟାଚରେ ୩୦ରୁ ଉର୍ଦ୍ଧ୍ୱ ଆଇପିଏଲ ଏବଂ ରଞ୍ଜି … Read More

ଖଲ୍ଲିକୋଟ ଛାତ୍ର ମୃତ୍ୟୂ ଘଟଣା: ୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଖଲ୍ଲିକୋଟର ଛାତ୍ର ମିହିର ପ୍ରଧାନ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ଏବଂ ସିଏମଆରଏଫ୍ ରୁ ୪ ଲକ୍ଷର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜାମ ଖଲ୍ଲିକୋଟରେ … Read More

ହଷ୍ଟେଲ୍‌ରେ ଟଳିପଡ଼ିଲେ ଦଶମ ଛାତ୍ର

ଖଲ୍ଲିକୋଟ: ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ ସବୁଠି ଉତ୍ସବମୁଖର ପରିବେଶ ଥିବାବେଳେ ଗଞ୍ଜାମ ଖଲ୍ଲିକୋଟରେ ବଡ ଅଘଟଣ ସାମ୍ନାକୁ ଆସିଛି। ସ୍କୁଲ୍‌ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ର ଟଳି ପଡିଛନ୍ତି। ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସର ହଷ୍ଟେଲ୍‌ରେ … Read More

୨୦୩୬ ଅଲିମ୍ପିକ୍ସ ପାଇଁ ୨୦୨୬ରୁ ପ୍ରୟାସ ଆରମ୍ଭ କରିବା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ, ଆମକୁ ୨୦୨୬ରୁ ହିଁ ଏପରି ପ୍ରୟାସ କରିବାକୁ ହେବ ଯେପରି ସମ୍ବଲପୁର ଏବଂ ଓଡ଼ିଶାର ପ୍ରତିଭାବାନ ପିଲାମାନେ ବିଶ୍ୱସ୍ତରରେ ମେଡାଲ ଜିତିବେ । ଆଜି ସମ୍ବଲପୁରର ଐତିହାସିକ … Read More

ବିନ୍ଦୁସାଗର ହେବ ହେରିଟେଜ ହ୍ରଦ: ଆଇନ ମନ୍ତ୍ରୀ

ଭୁବନେଶ୍ୱର : ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରିବ ଏକାମ୍ର ହେରିଟେଜ ପ୍ରକଳ୍ପ । ନୂଆ କରି ଏକ ଇଣ୍ଟରପ୍ରିଟେସନ ସେଣ୍ଟର କରିବାକୁ ପ୍ରସ୍ତାବ ରହିଛି । ଯାହା ପାର୍କିଂ ସେଣ୍ଟରର ଶେଷ ଆଡୁକୁ ହେବ । ସେଠାରେ ମହାପ୍ରଭୁ ଲିଙ୍ଗରାଜଙ୍କ … Read More

ମହାଶିବରାତ୍ରୀରେ ଲିଙ୍ଗରାଜ ମନ୍ଦିରରେ ଉତ୍ତେଜନା, ସେବାୟତ-ପୋଲିସ ମୁହାଁମୁହିଁ

ଭୁବନେଶ୍ବର: ମହାଶିବରାତ୍ରୀରେ ଲିଙ୍ଗରାଜରେ ଉତ୍ତେଜନା । ମନ୍ଦିର ପରିସରରେ ସେବାୟତ-ପୋଲିସ ମୁହାଁମୁହିଁ ।  ସେବାୟତଙ୍କ ପରିବାର ଦର୍ଶନ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା । ଫଳରେ ନୀତି ବ୍ୟାହତ ହୋଇଥିଲା ।  ତେବେ ଆଇନ ମନ୍ତ୍ରୀ କହିଛନ୍ତି, ସୁରୁଖୁରୁରେ ଚାଲଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ … Read More

ସ୍ବେଛାକୃତ ଅବସର ନେଇ ଗାଁକୁ ଫେରିଲେ ଅପରେସନ ସିନ୍ଦୁର ଫାଇଟର ଆଲୋକ

ଯାଯପୁର: ଚାକିରିରୁ ସ୍ବେଛାକୃତ ଅବସର ନେଇ ଗାଁକୁ ଫେରିଛନ୍ତି ଅପରେସନ ସିନ୍ଦୁର ଫାଇଟର ଆଲୋକ କୁମାର ରାଉତ । ମହାଆଡମ୍ବରରେ ତାଙ୍କୁ ସ୍ବାଗତ କରୁଛନ୍ତି ଗାଁ ଲୋକେ। ପିଲା ଠୁ ବୁଢ଼ା ସମସ୍ତେ ବୀର ଯବାନଙ୍କ ସ୍ବାଗତରେ ଲାଗି ପଡ଼ିଛନ୍ତି । … Read More

କ୍ରିକେଟ ଖେଳରୁ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍, ୨ ଗୁରୁତର

ନୟାଗଡ଼: କ୍ରିକେଟ ଖେଳରୁ ମହାଭାରତ । ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ । ଦୁଇ ଗୁରୁତର ।  ନୟାଗଡ଼ ପୁରୁଣା ସହର ଦକ୍ଷିଣକାଳୀ ପଡ଼ିଆରେ ଗଣ୍ଡଗୋଳ ହୋଇଛି ।  ଗତକାଲି କଇଁଥଗାଡିଆ ଓ ପୁରୁଣା ସହର ମଧ୍ୟରେ ଫାଇନାଲ ମ୍ୟାଚ ଚାଲିଥିଲା । … Read More