ମାଘ ପୂର୍ଣ୍ଣିମାରେ ପ୍ରୟାଗରାଜରେ ବୁଡ଼ ପକାଇଲେ ୯୦ ଲକ୍ଷ ଶ୍ରଦ୍ଧାଳୁ
ପ୍ରୟାଗରାଜ : ଆଜି ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମାଘ ପୂର୍ଣ୍ଣିମାର ସ୍ନାନ ଉତ୍ସବରେ ପ୍ରାୟ ୯୦ ଲକ୍ଷ ଶ୍ରଦ୍ଧାଳୁ ସଙ୍ଗମ ଏବଂ ଗଙ୍ଗାରେ ପବିତ୍ର ବୁଡ଼ ପକାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରବଳ ଥଣ୍ଡା ହେବା ସତ୍ତ୍ବେ ଶନିବାର ମଧ୍ୟରାତ୍ରରୁ … Read More
