୨ ଘଣ୍ଟା ଓପିଡି ବନ୍ଦ କରି ଆନ୍ଦୋଳନ ଜାରି ରଖିଛି ଡାକ୍ତର ସଂଘ, ରୋଗୀ ସେବା ପ୍ରଭାବିତ

ଭୁବନେଶ୍ବର: ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ଆଇନ, ୧୯୮୮ (ଏସମା) ଅନୁଯାୟୀ ଡାକ୍ତରଙ୍କ ଧର୍ମଘଟକୁ ନିଷେଧ କରାଯିବା ପରେ ମଧ୍ୟ ଜିଦରେ ଅଟଳ ଡାକ୍ତର ସଂଘ। ସରକାରୀ ଡାକ୍ତରମାନେ ବୁଧବାର ଦୁଇ ଘଣ୍ଟା ପାଇଁ ଓପିଡି ସେବାକୁ ସ୍ଥଗିତ ରଖି ସେମାନଙ୍କର … Read More

କୁମ୍ଭୀର ଗଣନା ପାଇଁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭିତରକନିକା ମନା

ପଟ୍ଟାମୁଣ୍ଡାଇ: ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଭିତରକନିକା ମନା। କୁମ୍ଭୀର ଗଣନା ପାଇଁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଭିତରକନିକା ବନ୍ଦ ରହିବ। ଭିତରକନିକା ସଂଲଗ୍ନ ନଦୀ ନାଳରେ ହେବ ଗଣନା। ଏନେଇ ସୂଚନା ଦେଇଛନ୍ତି ରାଜନଗର … Read More

ପ୍ରଦୂଷଣ କଟକଣା ନ ମାନିଲେ ୫ ହଜାର ଜରିମାନା

ଭୁବନେଶ୍ବର: ଚାରିଆଡ଼େ ବଢିଚାଲିଛି ବାୟୁ ପ୍ରଦୁଷଣ । ଯାହାର ମୁକାବିଲା କରିବା ପାଇଁ ସବୁ ରାଜ୍ୟର ସରକାର ସଜାଗ ହୋଇଯାଇଛନ୍ତି । ଏବେ ଓଡ଼ିଶାର  ରାଜଧାନୀ ଭୁବନେଶ୍ୱର ଏବଂ କଟକ ପାଇଁ ବାୟୁ ପ୍ରଦୂଷଣ ପାଇଁ କଟକଣା ଜାରି କରାଯାଇଛି । … Read More

ଡେଟିଂ ଆପ୍‌ ମାଧ୍ୟମରେ କୋଟି କୋଟି ଟଙ୍କା ଠକେଇ

ନୂଆଦିଲ୍ଲୀ: ଯଦି ଆପଣ ମୋବାଇଲ୍ ଡେଟିଂ ଆପ୍ ମାଧ୍ୟମରେ ନୂତନ ସମ୍ପର୍କ ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଏକ ସତର୍କବାଣୀ। ଡିଜିଟାଲ୍ ବନ୍ଧୁତା, ବିଶ୍ୱାସ ଏବଂ ଭାବନାର ଆଳ ଦେଖାଇ, ଏକ ସଂଗଠିତ ସାଇବର ଠକେଇ ରାକେଟ ସାରା … Read More

ସୋନିଆ ଗାନ୍ଧୀ ଅସୁସ୍ଥ; ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଆଜି ସକାଳେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ତୁରନ୍ତ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନେତାମାନେ ହସ୍ପିଟାଲରେ ପହଞ୍ଚିବା ଆରମ୍ଭ କରିଛନ୍ତି। ତଦାରଖ ପାଇଁ ଡାକ୍ତରଙ୍କ … Read More

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ କଲମାଡିଙ୍କ ପରଲୋକ

ପୁଣେ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ କଲମାଡିଙ୍କର ଦେହାନ୍ତ ଘଟିଛି। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ମହାରାଷ୍ଟ୍ରର … Read More

ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା

ନୂଆଦିଲ୍ଲୀ: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଯାହାକି ଦେଶରେ ଗତ ୨୪ ଘଣ୍ଟାରେ ଦ୍ଵିତୀୟ ଘଟଣା। ମୃତକ ଶରତମଣି ଚକ୍ରବର୍ତ୍ତୀ(୪୦) ବୋଲି ଜଣାପଡିଛି। ସୋମବାର ରାତି ପ୍ରାୟ ୧୦ଟା ସମୟରେ ନରସିଙ୍ଗଡି ଜିଲ୍ଲାରେ ଶରତମଣିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ … Read More

ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ଯୋଗୁଁ ଭାରତ ଏବେ ହାଇ ଆଲର୍ଟରେ ଅଛି। ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷାକୁ ଆହୁରି ବୃଦ୍ଧି କରାଯାଇଛି। ସୀମା ସୁରକ୍ଷା ବଳ (ବିଏସଏଫ୍‌) ଚିକେନ୍ ନେକ୍ ଅଞ୍ଚଳର ପ୍ରାୟ ୭୫ଧ ଅଞ୍ଚଳରେ ଏକ ନୂତନ ଡିଜାଇନ୍ … Read More

ନାବାଳକଙ୍କୁ ପିଟି ପିଟି ହତ୍ୟା, ଅଭିଯୁକ୍ତ ଅଟକ

ନୂଆଦିଲ୍ଲୀ : ଦିଲ୍ଲୀର ଯମୁନା ପାର ଅଞ୍ଚଳରେ ହତ୍ୟା ଲଗାତାର ଭାବରେ ଜାରି ରହିଛି । ଲକ୍ଷ୍ମୀ ନଗରରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କୁ ହତ୍ୟା ଏବଂ ୱେଲକମ ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରିବା ପରେ ତ୍ରିଲୋକପୁରୀ … Read More

ପାକିସ୍ତାନ ପାଇଁ ଜାସୁସି ଅଭିଯୋଗରେ ୨ ଯୁବକ ଗିରଫ

ହରିୟାଣା : ପାକିସ୍ତାନ ପାଇଁ ଜାସୁସି କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଅଲଗା ଅଲଗା ମାମଲାରେ ହରିୟାଣାର ପୋଲିସ ଗିରଫ କରିଛି । ପୋଲିସ ଉଭୟ ମାମଲାର ତଦନ୍ତ କରିବା ସହ ମୋବାଇଲରୁ ସନ୍ଦେହଜନକ କାର୍ଯ୍ୟକଳାପ ଚିହ୍ନଟ ହୋଇଛି । ସୂଚନାନୁଯାୟୀ, ପାକିସ୍ତାନ … Read More