ଝିଅ ଜନ୍ମ ହେବାରୁ ବୋହୂକୁ ପୋଡି ମାରି ଦେବାକୁ ଉଦ୍ୟମ

ପଟ୍ଟାମୁଣ୍ଡାଇ: ଅଭାବନୀୟ, ଅମାନବୀୟ । ଝିଅ ହେବାରୁ ବୋହୂକୁ ମାରିଦେବାକୁ ଉଦ୍ୟମ ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଡାମରପୁର ଗାଁରେ ଅଭାବନୀୟ ଘଟଣା ।  ଝିଅ ହେବାରୁ ବୋହୂକୁ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ ଶ୍ବଶୁର ଘର ଲୋକ। ଗତ କାଲି … Read More

ମାଟି ଅତଡ଼ା ଧସି ପୋତି ହୋଇଗଲେ ୨ଶ୍ରମିକ, ଉଦ୍ଧାର ପରେ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ମାଟି ତଳୁ ଉଦ୍ଧାର ହେଲେ ୨ଶ୍ରମିକ ।  ସମ୍ବଲପୁର ଧନୁପାଲି ଥାନା ଭତରା ଶଙ୍କର ମଠ ରାସ୍ତାରେ ଅଘଟଣ ।  ସ୍ଵରେଜ ବୋର୍ଡ ଦ୍ୱାରା କାମ ଚାଲିଥିବା ବେଳେ ମାଟି ଅତଡ଼ା ଧସି ପୋତି ହୋଇଗଲେ ୨ ଜଣ ଶ୍ରମିକ ।  … Read More

ରାଜ୍ୟ ସଭା ନିର୍ବାଚନରେ ପ୍ରାର୍ଥୀ ଦେବ କଂଗ୍ରେସ: ଭକ୍ତ ଦାସ

ଭୁବନେଶ୍ବର: ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ । ସେଥିମଧ୍ୟରୁ ଓଡ଼ିଶାର ୪ଟି ଆସନ ଖାଲି ହେବାକୁ ଯାଉଛି । ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି … Read More

ପରାକ୍ରମ ଦିବସରେ ଯୋଗଦେଇ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍

ଭୁବନେଶ୍ୱର: ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଶୁକ୍ରବାର ସକାଳେ ଭୁବନେଶ୍ୱରରେ ପହଞ୍ଚିଥିଲେ। ଓଡ଼ିଶା ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଉଷ୍ମ ସ୍ୱାଗତ ଜଣାଇଥିଲେ। ତାଙ୍କ ଆଗମନ ପରେ, ଉପରାଷ୍ଟ୍ରପତି … Read More

ଏନକାଉଣ୍ଟରରେ ଟଳିଲେ ୧୫ ମାଓବାଦୀ

ରାଉରକେଲା: ଭାଙ୍ଗୁଛି ମାଓଗଡ଼। ମାଓ ସଂଗଠନକୁ ଆଉ ଏକ ବଡ଼ ଝଟକା। ଏନକାଉଣ୍ଟରରେ ଟଳିଲେ ୧୫ ମାଓବାଦୀ। ଏମାନଙ୍କ ମଧ୍ୟରେ ୧ କୋଟି ପୁରସ୍କାର ଘୋଷଣା ହୋଇଥିବା ଜଣେ କୁଖ୍ୟାତ ମାଓନେତା ଅନଲଦା ବି ନିହତ ହୋଇଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା … Read More

ମୋଟର ଯାନ ସଂଶୋଧନ ଆଇନକୁ ଘରୋଇ ବସ ମାଲିକ ସଂଘର ବିରୋଧ

ଭୁବନେଶ୍ବର: ମୋଟର ଯାନ ସଂଶୋଧନ ଆଇନକୁ ଘରୋଇ ବସ ମାଲିକ ସଂଘର ବିରୋଧ। ଏନେଇ ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେଦ୍ର ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ସଂଶୋଧିତ ଆଇନକୁ ଜିଜିଆ କର ସହ ସମାନ ବୋଲି ତୁଳନା … Read More

ଆନ୍ଧ୍ରପ୍ରଦେଶରେ ୧୬ ବର୍ଷରୁ କମ୍ ବୟସର ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡିଆ !

ବେଙ୍ଗାଲୁରୁ: ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ଅଷ୍ଟ୍ରେଲିଆ ଭଳି ପ୍ରତିବନ୍ଧକ ଲଗାଇବ ଆନ୍ଧ୍ରପ୍ରଦେଶ। ଏ ନେଇ ଅଷ୍ଟ୍ରେଲିଆର ନିଷେଧାଦେଶ ଉପରେ ଅଧ୍ୟୟନ କରାଯାଉଛି ବୋଲି ମଙ୍ଗଳବାର ଆନ୍ଧ୍ର ପ୍ରଯୁକ୍ତିବିଦ୍ୟା ଓ ମାନବ ସମ୍ବଳ ମନ୍ତ୍ରୀ … Read More

ଟ୍ରମ୍ପଙ୍କ ଶାନ୍ତି ବୋର୍ଡକୁ ଫ୍ରିଜ୍ ରୁଷୀୟ ସମ୍ପତ୍ତିରୁ ୧ ବିଲିୟନ ଡଲାର ଦେବେ ପୁଟିନ

ମସ୍କୋ: ଇସ୍ରାଏଲ-ପାଲେଷ୍ଟାଇନ ସମସ୍ୟା ସମେତ ବିଶ୍ୱ ବିବାଦର ସମାଧାନ ପାଇଁ ଏକ ନୂତନ ଅନ୍ତର୍ଜାତୀୟ ସଂସ୍ଥା ଶାନ୍ତି ବୋର୍ଡରେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆମନ୍ତ୍ରଣର ଜବାବ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସେ ଆମେରିକାରେ ଫ୍ରିଜ୍ … Read More

ଭାରତ ସହ ପ୍ରତିରକ୍ଷା ଚୁକ୍ତିକୁ ୟୁରୋପୀୟ ସଂଘର ଅନୁମୋଦନ, ଆତଙ୍କବାଦ ବିରୋଧୀ ଲଢ଼େଇରେ ବି ମିଳିବ ସାହାଯ୍ୟ

ନୂଆଦିଲ୍ଲୀ: ୟୁରୋପୀୟ ସଂଘ (ଇୟୁ) ଭାରତ ସହ ନୂତନ ପ୍ରତିରକ୍ଷା ଚୁକ୍ତି (ସୁରକ୍ଷା ଓ ପ୍ରତିରକ୍ଷା ଚୁକ୍ତି)କୁ ଅନୁମୋଦନ କରିଛି। ଆସନ୍ତା ସପ୍ତାହରେ ନୂଆଦିଲ୍ଲୀରେ ହେବାକୁ ଥିବା ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ଏହା ସ୍ୱାକ୍ଷରିତ ହେବ। ୟୁରୋପୀୟ ସଂଘର ବୈଦେଶିକ … Read More

୨୦୦ ଫୁଟ ଖାଇକୁ ଖସିଲା ସେନା ଗାଡ଼ି, ୧୦ ଯବାନ ସହିଦ

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ଡୋଡା ଜିଲ୍ଲାରେ ବଡ଼ ଅଘଟଣ । ସେନା ବାହାନ ଖାଇରେ ଖସିପଡିବା ଯୋଗୁଁ ଅତିକମରେ ୧୦ ଜଣ ସୈନିକ ସହିଦ ହୋଇଛନ୍ତି । ଘଟଣାରେ ୭ ଜଣ ସୈନିକ ଆହତ ହୋଇଛନ୍ତି । ତେବେ ଏହି … Read More