ଇରାନରେ ପହଞ୍ଚିଲା ଆମେରିକାର ସବୁଠାରୁ ବଡ଼ ଯୁଦ୍ଧଜାହାଜ
ଆମେରିକା : ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଆମେରିକାର ସବୁଠାରୁ ବଡ଼ ବିଧ୍ୱଂସକ ଜାହାଜ ୟୁଏସଏସ ଆବ୍ରାହମ ଲିଙ୍କନ ଇରାନ ନିକଟରେ ପହଞ୍ଚିଛି । ଯାହା ବଡ଼ ଦୁର୍ଘଟଣାର ସଙ୍କେତ ଦେଉଛି । ଆମେରିକା ପ୍ରତିରକ୍ଷା … Read More
