୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀମୁକ୍ତ ହେବ ଓଡ଼ିଶା: ଏଡିଜି

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଓଡ଼ିଶା ମାଓବାଦୀମୁକ୍ତ ହେବ। କନ୍ଧମାଳ ଜିଲା ଫୁଲବାଣୀରେ ଶୁକ୍ରବାର ମାଓବାଦୀ ବିରୋଧୀ ଅପରେସନର ସମୀକ୍ଷା ସମୟରେ ଏହା କହିଛନ୍ତି ଏଡିଜି ସଞ୍ଜୀବ ପଣ୍ଡା। ସମୀକ୍ଷା ପରେ ଏଡିଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ତଥ୍ୟ ପ୍ରଦାନ … Read More

୨୭ରେ ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ ଆୟୁକ୍ତ

ଭୁବନେଶ୍ବର : ଶନିବାର ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ ଆୟୁକ୍ତ(ଇସିଆଇ) ଜ୍ଞାନେଶ କୁମାର। ସେ ୩ ଦିନ ପାଇଁ ଓଡ଼ିଶା ଗସ୍ତରେ ଆସିବେ। ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହା ପରେ ପୁରୀରୁ … Read More

୮ ଦିନ ପରେ ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଭବାନୀପାଟଣା: କର୍ଲାପାଟ ଥାନା ଅନ୍ତର୍ଗତ ସାଏସୂର୍ଣ୍ଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ହେଇଛି। ମୃତକ ହେଉଛନ୍ତି ବିଭୀଷଣ ଗୌଡ (୪୩)। ସେ ସାଏସୂର୍ଣ୍ଣି ହାଇସ୍କୁଲରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ। ଗତ ପ୍ରାୟ … Read More

ଶିଖରଚଣ୍ଡୀ ପାହାଡ଼ ନିକଟରେ ହାତୀ, ସତର୍କ କରାଇଲା ବନ ବିଭାଗ

ବାରଙ୍ଗ: ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼କୁ ପିକନିକ୍ କରିବାକୁ ଯାଉଛନ୍ତି କି ? ଯଦି ଯାଉଛନ୍ତି ଟିକେ ସାବଧାନତା ଅବଲମ୍ବନ କରନ୍ତୁ ।  କାରଣ ପାହାଡ଼ ନିକଟ ଜଙ୍ଗଲରେ ବୁଲୁଛନ୍ତି ହାତୀ ।  ଦୁଇ ବଡ଼ ଦନ୍ତାହାତୀ ଘୂରି ବୁଲୁଛନ୍ତି ପାହାଡ଼ ନିକଟରେ ।  ଆଜି ସକାଳୁ ଦୁଇଟି ଦନ୍ତା ଭରତପୁର ଜଙ୍ଗଲରୁ ଆସି ଶିଖରଚଣ୍ଡୀ ପାହାଡ଼ ନିକଟରେ ଲୁଚି ରହିଛନ୍ତି । ବନ ବିଭାଗ କର୍ମଚାରୀ ଦନ୍ତା ଦୁଇଟି ଉପରେ ନଜର ରଖିଛନ୍ତି । ଦନ୍ତା ଦୁଇଟି କିପରି ସୁରକ୍ଷିତ ଭାବେ ପୁଣି ଭରତପୁର ଜଙ୍ଗଲକୁ ଫେରିବେ ସେ ନେଇ ବନ ବିଭାଗ ଟିମ ଉଦ୍ୟମ କରୁଛି ।  ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ମାଇକ ଯୋଗେ ସତର୍କ କରିଛି ବନ ବିଭାଗ ।

ରାଉରକେଲାରେ ବସ୍ ଜାଳିଦେଲେ ଦୁର୍ବୃତ୍ତ

ରାଉରକେଲା: ରାଉରକେଲାରେ ବସ୍ ଜାଳିଦେଲେ ଦୁର୍ବୃତ୍ତ ।  ସହରର ସ୍ବପ୍ନେଶ୍ବର ମନ୍ଦିର ନିକଟ ପାର୍କିଂରେ ଥିବା ଏକ ଘରୋଇ ବସ୍ ଜାଳିଦେଲେ ଦୁର୍ବୃତ୍ତ ।  ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି ।  ଏନେଇ ବସ୍ ମାଲିକ ଅନୟ ମଲ୍ଲିକ … Read More

ସୀତାକୁଣ୍ଡରେ ବୁଡ଼ିଗଲେ ଦୁଇ ଯୁବକ

ମୟୁରଭଞ୍ଜ : ପିକନିକ ହେଲା କାଳ । ଶିମିଳିପାଳ ପାଦଦେଶ ସୀତାକୁଣ୍ଡ ଜଳପ୍ରାପତରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଯୁବକ ।  ଘଟଣା ସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବାହିନୀ ।  ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରି ମେଡିକାଲକୁ … Read More

ସ୍କୁଲ ପିଲାଙ୍କୁ ମିଳିବ ମାଗଣା ବସ ସେବା

ଭୁବନେଶ୍ବର:  ସ୍କୁଲ ପିଲାଙ୍କୁ ମାଗଣାରେ ବସ ସେବା । ଛାତ୍ର ଛାତ୍ରୀ ଏବେ ମାଗଣାରେ ସ୍କୁଲ ଯାଇପାରିବେ । ଏ ନେଇ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଦ୍ୱାରା ଆଗତ ପ୍ରସ୍ତାବକୁ ଅନୁମୋଦନ କଲେ ସରକାର । ସ୍କୁଲ ପିଲା … Read More

ପୂର୍ବତ୍ତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ଦେହାନ୍ତ

ଭୁବନେଶ୍ବର: କୋରେଇର ପୂର୍ବତ୍ତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କର ଭୁବନେଶ୍ୱରରେ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା । ସୂଚନା ଅନୁଯାଇ ଶ୍ରୀମତୀ ମହାନ୍ତି ଗତ କିଛିଦିନ ହେବ ଭୁବନେଶ୍ୱରର ଏମ୍ସ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ସକାଳେ ତାଙ୍କର ମୃତ୍ଯୁ ହୋଇଥିବା … Read More

ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଶଙ୍ଖ ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ, ବିଜେପି ସରକାରକୁ ଟାର୍ଗେଟ କଲେ ନବୀନ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ପାଳୁଛି ୨୯ତମ ପ୍ରତିଷ୍ଠା ଦିବସ ।  ଶଙ୍ଖ ଭବନରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏହି ଅବସରରେ ସମସ୍ତଙ୍କୁ ନବୀନ ଶୁଭେଚ୍ଛା ଜଣାଇ ନିଜ ଅଭିଭାଷଣ ରଖିଥିଲେ । ଯେଉଁଥିରେ ଦଳ କରିଥିବା … Read More

ଆଜିଠୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସକାଳେ ଏକ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଓପିଡି

ଭୁବନେଶ୍ବର: ଆଜି ଠାରୁ ସକାଳେ ଏକ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଓପିଡି| ସକାଳ ୧୦ରୁ ୧୧ଟା ଯାଏଁ ସରକାରୀ ଡାକ୍ତରଖାନାରେ ବହିର୍ବିଭାଗ, ଓପିଡି ବନ୍ଦ ରହିବ । ଏହାସହ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ପକ୍ଷରୁ ହେଉଥିବା କାର୍ଯ୍ୟକୁ ମଧ୍ୟ ବନ୍ଦ … Read More