ନିତିନ ନବୀନ ହେଲେ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ:ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ ହୋଇଛନ୍ତି।ନିତିନ ନବୀନ ନାଁ ରେ  ବିଜେପିର ସଂସଦୀୟ ବୋର୍ଡ ମୋହର ମାରିଥିବା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।ନିତିନ ନବୀନ ପାଟନାର ବାଙ୍କିପୁର ବିଧାନସଭା ଆସନରୁ ବିଧାୟକ ଅଛନ୍ତି ଏବଂ … Read More

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ କର୍ମୀଙ୍କୁ ନେଇ ରାମଲୀଳା ମୈଦାନରେ ବିଶାଳ ରାଲି ଆୟୋଜନ କରିଛି କଂଗ୍ରେସ । କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ … Read More

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ; ୩ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ କ୍ରାଇମବ୍ରାଞ୍ଚର ଏକ ଦଳ ଲୋନିର ଏକ କାରଖାନାରେ ଚଢାଉ କରି ନକଲି ଔଷଧ ଜବତ କରିଛି। ନକଲି ଔଷଧ ତିଆରି ପାଇଁ ବ୍ୟବହୃତ କଞ୍ଚାମାଲ ମଧ୍ୟ ଜବତ କରାଯାଇଛି। … Read More

ସିଡନୀରେ ଆଖିବୁଜା ଗୁଳିଚାଳନା, ୧୨ ମୃତ

ଅଷ୍ଟ୍ରେଲିଆ : ଆଜି ଅଷ୍ଟ୍ରେଲିଆର ସିଡନୀର ପ୍ରସିଦ୍ଧ  ବଣ୍ଡି ବିଚରେ ଆଖିବୁଜା ଫାୟାରିଂ । ଏହି ଫାୟାରିଂରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଯାହା ଫଳରେ ଘଟଣାସ୍ଥଳରେ ଆତଙ୍କ … Read More

ପଙ୍କଜ ଚୌଧୁରୀ ହେଲେ ୟୁପି ବିଜେପି ରାଜ୍ୟ ସଭାପତି

ଉତ୍ତର ପ୍ରଦେଶ : ଭାରତୀୟ ଜନତା ପାର୍ଟିର ଉତ୍ତର ପ୍ରଦେଶକୁ ନୂତନ ରାଜ୍ୟ ସଭାପତି ମିଳିଛି । ବିଜେପି ମନ୍ତ୍ରୀ ପୀୟୁଷ ଗୋୟଲ ଦଳର ନୂତନ ରାଜ୍ୟ ସଭାପତି ଘୋଷଣା କରିଛନ୍ତି । ଗୋରଖପୁରର ବରିଷ୍ଠ ବିଜେପି ନେତା ପଙ୍କଜ ଚୌଧୁରୀଙ୍କୁ ରାଜ୍ୟ … Read More

ଲୁଧିଆନା ୱେଷ୍ଟଏଣ୍ଡ ମଲରେ ଅଗ୍ନିକାଣ୍ଡ

ଲୁଧିଆନା : ଲୁଧିଆନାର ୱେଷ୍ଟଏଣ୍ଡ  ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି  । ପ୍ରଥମ ମହଲାରେ ଥିବା ଡ୍ରେସ୍ ଶୋ’ରୁମରେ ଅଗ୍ନିକାଣ୍ଡ ଘଟିବାରୁ ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏପରି ଘଟଣା ବିଳମ୍ବିତ ରାତିରେ ଘଟିଛି । ଅଗ୍ନିକାଣ୍ଡ … Read More

ପରୀକ୍ଷା ଚାଲିଥିବାବେଳେ ବ୍ରାଉନ୍ ୟୁନିଭର୍ସିଟିରେ ଗୁଳିକାଣ୍ଡ, ୨ ମୃତ, ୮ ଗୁରୁତର

ଆମେରିକା : ଆମେରିକା ୟୁନିଭର୍ସିଟିର ବାରୁସ୍ ଆଣ୍ଡ ହୋଲି ବିଲ୍ଡିଂରେ ଫାଇନାଲ ପରୀକ୍ଷା ଚାଲିଥିବାବେଳେ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି । କଳା ପୋଷାକ ପିନ୍ଧିଥିବା ଜଣେ ସନ୍ଦିଗ୍ଧ ଆସି ଆଖିବୁଜା ଗୁଳିମାଡ଼ କରିଥିଲା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । … Read More

ଦିଲ୍ଲୀ-NCRରେ ଉତ୍କଟ ବାୟୁ ପ୍ରଦୂଷଣ, ଗ୍ରାପ୍-୪ କଟକଣା ଲାଗୁ

ନୂଆଦିଲ୍ଲୀ : ଦିଲ୍ଲୀ NCRରେ ବାୟୁ ପ୍ରଦୂଷଣ ପାଇଁ ଖରାପ ସ୍ଥିତି । ପ୍ରବଳ ଥଣ୍ଡା ଏବଂ କୁହୁଡ଼ି ଯୋଗୁଁ ଦିଲ୍ଲୀର ସ୍ଥିତି ଆହୁରି ବିଗିଡିବାରେ ଲାଗିଛି । ଯାହା ଦ୍ବାରା ଦିନକୁ ଦିନ ଦିଲ୍ଲୀ ପ୍ରଦୂଷଣ ବଢିବାରେ ଲାଗିଛି । ଆଜି … Read More

ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗ ଦେଲେ ୧୮ ରାଜ୍ୟର ପ୍ରତିନିଧି

ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା ହୋଟଲ ସି ସାଇଡ ବ୍ରିଜ ପରିସରରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ରବିବାର ଉଦଯାପିତ ହୋଇ ଯାଇଛି । ସଂଗଠନର ସଭାପତି ଦୀପକ … Read More

ନବମ ଶ୍ରେଣୀ ଛାତ୍ର ପାଖରେ ବନ୍ଧୁକ: ମାମଲା ରୁଜୁ କରି ହେପାଜତକୁ ନେଲା ପୁଲିସ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ଜନୈକ ନବମ ଶ୍ରେଣୀ ଛାତ୍ରଠାରୁ ଏକ ବନ୍ଧୁକ ଜବତ ହୋଇଛି। ଖବରନେବାରେ ଜଣାଯାଇଛି ଯେ, ବିଜ୍ଞାନ ଶିକ୍ଷକ ଶ୍ରେଣୀରେ ଶିକ୍ଷାଦାନ ଶେଷ କରି ବାହାରୁଥିବା ସମୟରେ ସମ୍ପୃକ୍ତ … Read More