ଆରମ୍ଭ ହେଲା ‘ଅଟଳ କ୍ୟାଣ୍ଟିନ୍’ ଯୋଜନା, ମାତ୍ର ୫ ଟଙ୍କାରେ ମିଳିବ ପେଟ ଫୁଲ୍ ଖାଦ୍ୟ

ନୂଆଦିଲ୍ଲୀ: ମାତ୍ର ୫ ଟଙ୍କାରେ ପେଟ ଫୁଲ୍ ଖାଇବା ପାଇବା କୁ ଚାହୁଁଛନ୍ତି କି? ତା ପୁଣି ବିଭିନ୍ନ ରକମର ସୁସ୍ବାଦୁ ଖାଦ୍ୟ । ତେବେ ଜାଣି ରଖନ୍ତୁ କେଉଁଠି କେଉଁଠି ଏହି ସୁବିଧା ଉପଲବ୍ଧ… ଦିଲ୍ଲୀ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ … Read More

ଆଜିଠୁ ବର୍ଦ୍ଧିତ ରେଳଭଡା ଲାଗୁ କଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ବର୍ଦ୍ଧିତ ରେଳଭଡା ଲାଗୁକଲା ଭାରତୀୟ ରେଳବାଇ। ୨୧୫ କିମି ମଧ୍ୟରେ ଯାତ୍ରା କରୁଥିଲେ ଭଡା ବଢିବ ନାହିଁ। ସାଧାରଣ ବର୍ଗରେ ୧ ଓ ଏସି/ନନ୍‌ ଏସିରେ ୨ ପଇସା ବୃଦ୍ଧି କଲା ରେଲୱେ। ୨୧ ତାରିଖରେ ଭଡା ବୃଦ୍ଧି ନେଇ … Read More

୨୦ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କୁନି କୁନି ପ୍ରତିଭାବାନ ପିଲାଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର । ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୨୦ ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରିଛନ୍ତି … Read More

କାନାଡାରେ ଭାରତୀୟ ଛାତ୍ରଙ୍କୁ ହତ୍ୟା

କାନାଡା: କାନାଡା ଟୋରଣ୍ଟୋ ସ୍କାରବୋରୋ ବିଶ୍ୱବିଦ୍ୟାଳୟରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପୀଡ଼ିତ ଜଣଙ୍କ ହେଉଛନ୍ତି ୨୦ବର୍ଷୀୟ ଡକ୍ଟରେଟ୍ ଛାତ୍ର “ଶିବାଙ୍କ ଅବସ୍ଥି” । ପୁଲିସ ଘଟଣାରେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ କରୁଛି … Read More

ଜେଲରେ ଇମ୍ରାନ ଖାନଙ୍କ ପତ୍ନୀ ବୁଶରା ବିବିଙ୍କୁ ନିର୍ଯାତନା !

କରାଚି: ପାକିସ୍ତାନର ଆଦିଆଲା ଜେଲରେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପତ୍ନୀ ବୁଶରା ବିବିଙ୍କୁ ଏକ ଛୋଟ ଝରକା ବିହୀନ କୋଠରୀରେ ରଖାଯାଇଛି । ଯାହା ଅତ୍ୟନ୍ତ ମଇଳା, ଅତ୍ୟଧିକ ଗରମ ଏବଂ କୀଟପତଙ୍ଗ ଏବଂ ମୂଷାଙ୍କ ପ୍ରର୍ଦୁଭାବରେ ପରିପୂର୍ଣ୍ଣ ବୋଲି … Read More

ରାଜସ୍ଥାନରେ ମସଜିଦ ନିକଟରେ ହିଂସା, ଇଣ୍ଟରନେଟ୍ ବନ୍ଦ

ରାଜସ୍ଥାନ: ରାଜସ୍ଥାନର ଜୟପୁର ନିକଟରେ ଏକ ମସଜିଦ ନିକଟରେ ହିଂସା ଦେଖିବାକୁ ମିଳିଛି । ଜବରଦଖଲ ଉଚ୍ଛେଦ ସମୟରେ ପୁଲିସ ଉପରକୁ ପଥର ମାଡ଼ ହୋଇଛି । ଶାନ୍ତି ଫେରାଇବାକୁ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ ବନ୍ଦ । ସୂଚନା ଅନୁଯାୟୀ ଜଯପୁର … Read More

ନୂଆବର୍ଷ ପୂର୍ବରୁ ୮୫ତମ ସ୍ଥାନକୁ ଖସିଲା ଭାରତୀୟ ପାସପୋର୍ଟ

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ଭାରତୀୟ ପାସପୋର୍ଟ ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏବେ ଭାରତୀୟ ପାସପୋର୍ଟ ବିଶ୍ୱ ରାଙ୍କିଙ୍ଗରେ ୮୫ତମ ସ୍ଥାନକୁ ଖସିଯାଇଛି। ପୂର୍ବରୁ ଏହାର ସ୍ଥାନ ୮୦ ଥିଲା। ଭାରତ ସହିତ ଆମେରିକା ମଧ୍ୟ ଏକ  ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। … Read More

ଟାର୍ଗେଟ କିଲିଂ ବନ୍ଦ କରିବାକୁ ISISକୁ ଚେତାବନୀ ଦେଲେ ଟ୍ରମ୍ପ

ଆମେରିକା : ଆଇଏସଆଇଏସ ଆତଙ୍କବାଦୀ ଆଡା ଉପରେ ଆମେରିକାର ପ୍ରଚଣ୍ଡ ଆକ୍ରମଣ । ଉତ୍ତର ନାଇଜେରିଆରେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଛି ଆମେରିକା । ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହାକୁ ଅତି ଘାତକ ଆକ୍ରମଣ ବୋଲି ଟ୍ରମ୍ପ କହିଛନ୍ତି । … Read More

ଜାନୁୟାରୀ ୨୧ରେ ହେବ ଓଏସଏସଟିଇଟି-୨୦୨୫

ଭୁବନେଶ୍ବର: ଆସନ୍ତା ଜାନୁୟାରୀ ୨୧ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ମଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସଏସଟିଇଟି)। ଦୁଇଟି ସିଟିଂ​‌ରେ ଏହି ପରୀକ୍ଷା ହେବ। ଗୋଟିଏ ସିଟିଂରେ ପେପର-୧ ଏବଂ ୨ୟ ସିଟିଂରେ ପେପର-୨ ପରୀକ୍ଷା ହେବ। ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ … Read More

ଦ୍ବାଦଶ ଥର ଦୋଷୀ ସାବ୍ୟସ୍ତ ହେଲେ ବିନୋଦ କୁମାର

ଭୁବନେଶ୍ବର: ଓଡ଼ିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ(ଓଆରଏଚଡିସି)ର ପୂର୍ବତନ ପରିଚାଳନା ନିର୍ଦେଶକ ତଥା ଆଇଏଏସ ଅଧିକାରୀ ବିନୋଦ କୁମାର ପୁଣି ଥରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁର୍ନୀତି ମାମଲାରେ ସେ ଦ୍ବାଦଶ ଥର ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭିଜିଲାନ୍ସ କୋର୍ଟ ତାଙ୍କୁ … Read More