ବାଇକ ସ୍କୁଟି ମୁହାଁମୁହିଁ: ୩ ମୃତ ୨ ଗୁରୁତର

ପାଟଣା: ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଚାନ୍ଦପଶି-ପଣ୍ଡାପଡ଼ା ରାସ୍ତାରେ ସାରୁପାଟ ନିକଟରେ ଗୋଟିଏ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ … Read More

ସଂସଦରେ ଟସର ଉନ୍ନତିକରଣ ପ୍ରସଙ୍ଗ ଉଠାଇଥିଲେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା

ଯାଜପୁର : ସଂସଦରେ ଯାଜପୁର ଜିଲ୍ଲା ବୁଣାକାରଙ୍କ ପ୍ରସଙ୍ଗ ଉଠାଇଲେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା । ‘Zero Hour’ ରେ ଯାଜପୁର ଜିଲ୍ଲାର ବୁଣାକାରଙ୍କ ଗାଁ ଭାବେ ପରିଚିତ ଗୋପାଳପୁରର ବୁଣାକାର ଓ ସୁକିନ୍ଦାର ଟସର ଉନ୍ନତିକରଣ ପ୍ରସଙ୍ଗ ଉଠାଇଥିଲେ ସାଂସଦ … Read More

ସଫଳ ହେଲା କେନ୍ଦୁଝରରେ ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟର ପ୍ରଥମ ଗ୍ରାମସଭା

ଘଟଗାଁ : ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟର ପ୍ରଥମ ଗ୍ରାମସଭା ସଫଳ । କେନ୍ଦୁଝରରେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆଜି ପ୍ରଥମ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ପାଟଣା ବ୍ଲକ ଚେମଣା ପଞ୍ଚାୟତ ଭୃଙ୍ଗରାଜପଶିରେ ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ … Read More

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଚେତାବନୀ ଦେଲେ ଟ୍ରମ୍ପ

ନ୍ୟୁୟର୍କ: ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌ ଓ ୟୁକ୍ରେନ୍‌ର ଯୁଦ୍ଧ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶଙ୍କା କରିଛନ୍ତି । ଗତ ମାସରେ ଯୁଦ୍ଧରେ ୨୫,୦୦୦ ଲୋକ, … Read More

ଆତଙ୍କବାଦୀ ସନ୍ଦେହରେ ସନ୍ଦିଗ୍ଧଙ୍କ ଘରେ ଚଢ଼ଉ କଲା ଏନଆଇଏ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି ସନ୍ଦେହରେ, ସନ୍ଦିଗ୍ଧର ଘର ଯାଞ୍ଚ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଦଳ । ସନ୍ଦିଗ୍ଧ ଘରୁ ଏକ ଲାପଟପ୍ ଜବାର କରିବା ସହ ଅନ୍ୟାନ୍ୟ କାଗଜପତ୍ର ଠାବ କରିଛି ଅନାଇଏ । ଏନଆଇଏର ଏକ … Read More

ଇଣ୍ଡିଗୋର ୪ ଫ୍ଲାଇଟ୍ ଅପରେସନ୍ସ ଇନ୍ସପେକ୍ଟରଙ୍କୁ ବହିଷ୍କାର କଲା ଡିଜିସିଏ

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ ଚାରି ଜଣ ପ୍ରମୁଖ ଫ୍ଲାଇଟ୍ ଅପରେସନ୍ସ ଇନ୍ସପେକ୍ଟରଙ୍କୁ ବହିଷ୍କାର କରିଛି । ଇଣ୍ଡିଗୋ ବିମାନ ଉଡାଣ କ୍ଷେତ୍ରରେ ଦେଶବ୍ୟାପୀ ବଡ଼ ଧରଣର ବାଧା ଦେଖା ଯାଇଥିଲା । ଅନେକ ଯାତ୍ରୀ ଏଥିପାଇଁ ହଇରାଣ ହୋଇଥିଲେ … Read More

ଟ୍ରମ୍ପ-ମୋଦୀଙ୍କ ମଧ୍ୟରେ ବାଣିଜ୍ୟିକ ଆଲୋଚନା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ପରେ ଟ୍ରମ୍ପଙ୍କ ସହ ତୃତୀୟ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷରିତ କରିବା ପାଇଁ ଆଲୋଚନା ହୋଇଥିବା … Read More

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ: ସିଇସି

ଢାକା: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଦେଶର ଏହି ସାଧାରଣ ନିର୍ବାଚନ ସମ୍ପର୍କରେ ଗୁରୁବାର ବାଂଲାଦେଶ ମୁଖ୍ୟ ନିର୍ବାଚନ କମିସନର (ସିଇସି) ନସିରଉଦ୍ଦିନ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ନ୍ୟାସନାଲ … Read More

ଏସ୍‌ଆଇଆର ପ୍ରସଙ୍ଗ: ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ

କଲକାତା : ନିର୍ବାଚନ କମିସନ (ଇସି)ଙ୍କ ତରଫରୁ ବର୍ତ୍ତମାନ ପଶ୍ଚିମବଙ୍ଗ ସମେତ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏସଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ଅଭିଯାନ ଜାରି ରହିଛି। ଏହି ଅଭିଯାନକୁ ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ବାନାର୍ଜୀଙ୍କ ସରକାର ଦୃଢ … Read More

ପାକିସ୍ତାନର ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ ସାଗରରେ ପାକିସ୍ତାନର ଗୋଟିଏ ମାଛଧରା ବୋଟ ଜବତ କରିଥିବାବେଳେ ସେଥିରେ ଯାତ୍ରା କରୁଥିବା ୧୧ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ମାଛ ଧରୁଥିବାବେଳେ ବେଆଇନ ଭାବେ ଭାରତର ଜଳସୀମା … Read More