ଯୁବକଙ୍କୁ ଦଳିଦେଲା ହାତୀ

ବାଶଂପାଳ: ହାତୀ ଆକ୍ରମଣରେ ଯୁବକ ମୃତ ।  ଧାନ ଫସଲ ସୁରକ୍ଷା ପାଇଁ ହାତୀ ହାବୁଡ଼ାରେ ଗଲା ଯୁବକଙ୍କ ପ୍ରାଣ ।  କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସଲେଇକେନା ପଞ୍ଚାୟତ ରୁଗୁଡିହି ଗ୍ରାମର ଘଟଣା ।  ମୃତକ ହେଲେ ଗ୍ରାମର ଚକ୍ରଧର ମହାରଣା … Read More

ଜଙ୍ଗଲରୁ ଠାବ ହେଲେ ହଷ୍ଟେଲରୁ ନିଖୋଜ ୨୦ ଅନ୍ତେବାସୀ

ଭୁବନେଶ୍ବର: କୋରାପୁଟ ଜିଲ୍ଲାର ଲଙ୍କାପୁଟ ପ୍ରାଥମିକ ବିଦ୍ୟାଳୟର ୨୦ ଜଣ ହଷ୍ଟେଲ ଅନ୍ତେବାସୀ ସୋମବାର ସକାଳେ ନିଖୋଜ ହେବା ପରେ ଆତଙ୍କ ଖେଳିଯାଇଥିଲା। ସ୍କୁଲ ପରିସର ଏବଂ ହଷ୍ଟେଲରେ ସମ୍ପୂର୍ଣ୍ଣ ଖୋଜାଖୋଜି କରିବା ପରେ କୌଣସି ଫଳାଫଳ ମିଳିନଥିଲା। ଯାହା ଫଳରେ … Read More

ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ପୂର୍ବ ସରକାରକୁ ଟାର୍ଗେଟ କଲେ ମନ୍ତ୍ରୀ ରବି ନାରାୟଣ ନାୟକ

ଭୁବନେଶ୍ବର: ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ବିଧାନସଭାରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ସେ କହିଛନ୍ତି ଯେ, ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା। ଏବେ ନଳ ଆଉ … Read More

ହଷ୍ଟେଲ ଖାଦ୍ୟ ଖାଇ ପିଏମଶ୍ରୀ ବିଦ୍ୟାଳୟର ୪୧ ଅନ୍ତେବାସୀ ଅସୁସ୍ଥ

କୋରାପୁଟ: ପିଏମଶ୍ରୀ ବିଦ୍ୟାଳୟର ୪୧ ଅନ୍ତେବାସୀ ପେଟ ବ୍ୟଥାରେ ଆକ୍ରାନ୍ତ। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଶିରିବେଡା ପିଏମଶ୍ରୀ ବିଦ୍ୟାଳୟ ହଷ୍ଟେଲର ୪୧ ଜଣ ଅନ୍ତେବାସୀ ପେଟ ବ୍ୟଥାରେ ଆକ୍ରାନ୍ତ ହୋଇଥିଲେ। ଏହି ଘଟଣାରେ ୩୫ ଜଣ ବୈପାରିଗୁଡା ମେଡ଼ିକାଲରେ ଭର୍ତ୍ତି … Read More

ମିଲର୍ସ ଆସୋସିଏସନର ସହଯୋଗ ପ୍ରତିଶ୍ରୁତି ମିଳିଲା, ରାତି ପାହିଲେ ଧାନ ସଂଗ୍ରହ

ଭୁବନେଶ୍ବର:ଆଜି ରାଜ୍ୟରେ ଧାନ କିଣା ନେଇ ପ୍ରକ୍ରିୟା ଆରମ୍ଭ ହେବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ରାଜ୍ୟ ଓ ଜିଲ୍ଲା ରାଇସ ମିଲର୍ସ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି … Read More

୩୬ ତମ କୋଣାର୍କ ଉତ୍ସବ ସହ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ଆରମ୍ଭ

କୋଣାର୍କ: ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ତଥା ସଙ୍ଗୀତ ନାଟକ ଏକାଡେମୀ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଉଦ୍ଘାଟିତ ହୋଇଯାଇଛି ପାଞ୍ଚ ଦିନିଆ ୩୬ ତମ କୋଣାର୍କ ଉତ୍ସବ ୨୦୨୫ ଏବଂ ୧୫ ତମ … Read More

ପାକିସ୍ତାନ ଏଫସି ମୁଖ୍ୟାଳୟରେ ବିସ୍ଫୋରଣ, ୬ ସୈନିକ ନିହତ

ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ଅନ୍ତର୍ଗତ ନୋକୁଣ୍ଡି ଅଞ୍ଚଳରେ ଥିବା ଫ୍ରଣ୍ଟିଅର କର୍ପସ(ଏଫସି) ମୁଖ୍ୟାଳୟରେ ସୋମବାର ଆତ୍ମଘାତୀ ବିସ୍ଫୋରଣ ଯୋଗୁ ୬ ସୈନିକ ନିହତ ହୋଇଥିବା ସୂଚନା ମିଳିଛି। ବେଲୁଚିସ୍ତାନ ଲିବରେସନ ଫ୍ରଣ୍ଟର ସାଦଓ ଅପରେସନାଲ ବାଟାଲିଅନ ଦ୍ବାରା କରାଯାଇଥିବା ଏହି ଆକ୍ରମଣ … Read More

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ଇଡି ନୋଟିସ

ନୂଆଦିଲ୍ଲୀ: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରଦାନ କରିଛି ଇଡି । ପିନାରାଇଙ୍କ ସହ  ପୂର୍ବତନ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ୍ ଏବଂ କେଆଇଆଇଏଫବି ସିଇଓ କେଏମ୍ ଆବ୍ରାହାମଙ୍କୁ ମଧ୍ୟ ନୋଟିସ ମିଳିଛି । କେରଳ ଭିତ୍ତିଭୂମି ନିବେଶ … Read More

କାଶ୍ମୀରର ୮ ସ୍ଥାନରେ ଏନଆଇଏ ଚଢାଉ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ ଘଟଣାରେ, ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଆଜି କାଶ୍ମୀରର ପୁଲୱାମା, ଶୋପିଆନ ଏବଂ କୁଲଗାମ ଜିଲ୍ଲାର ଆଠଟି ସ୍ଥାନରେ ଚଢାଉ କରିଛି । ତଦନ୍ତ ଅଧିକାରୀମାନେ କହିଛନ୍ତି ଯେ ଏନଆଇଏ ରେ ସାମିଲ … Read More

ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୬ ଜୀବନ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ ରୋଡୱେଜ୍ ବସ୍ ପଛରୁ ଏକ ଟେମ୍ପୋ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି … Read More