ପାରାଦୀପ ବନ୍ଦରରେ ଜାହାଜରେ ଲାଗିଲା ନିଆଁ

ପାରାଦୀପ: ଜାହାଜରେ ଲାଗିଲା ନିଆଁ ।  ପାରାଦୀପ ବନ୍ଦରରେ ଅଘଟଣ ।  ଲୋଡିଂ ବେଳେ ଜାହାଜରେ ଲାଗିଲା ନିଆଁ ।  ଇକୋ କୋଲୋନେଲ ଜାହାଜରେ ନିଆଁ ।  ନିଆଁ ଲାଗି ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା ।  ଗତକାଲି ବିଳମ୍ବିତ ରାତିରେ ଘଟିଥିଲା … Read More

୩୩ ୱାରେଣ୍ଟଙ୍କୁ ପଳାତକ ଘୋଷଣା କଲା କଟକ ଜିଲ୍ଲା ପୋଲିସ

କଟକ: କଟକ ଜିଲ୍ଲାରେ ବର୍ଷ ବର୍ଷ ହେଲା ଫେରାର୍ ଥିବା ୩୩ ଜଣ ୱାରେଣ୍ଟ୍ ଆସାମୀଙ୍କୁ କଟକ ଜିଲ୍ଲା ପୋଲିସ ପଳାତକ ଘୋଷଣା କରିଛି । ସମ୍ପୃକ୍ତ ୩୩ ଜଣଙ୍କ ୱାରେଣ୍ଟ୍ ଆସାମୀଙ୍କ ସ୍ଥାୟୀ ଠିକଣାରେ ଥାନା ଅଧିକାରୀମାନେ ପହଞ୍ଚିଛନ୍ତି । … Read More

ଆତ୍ମସମର୍ପଣ କଲେ ୧୫ ମାଓବାଦୀ

ମୁମ୍ବାଇ: ଦିନକୁ ଦିନ ଭୁଶୁଡ଼ୁଛି ମାଓଗଡ଼। ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ। ଆଇଏମ୍‌ଏମ୍‌ସି ପ୍ରବକ୍ତା ଅନନ୍ତ ଓରଫ ବିକାଶ ନାଗପୁର ସମେତ ୧୫ ହାର୍ଡକୋର୍ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ସମସ୍ତଙ୍କ ମୁଣ୍ଡରେ ମୋଟ … Read More

ଶ୍ରୀରାମଙ୍କ ୭୭ ଫୁଟ ଉଚ୍ଚ କାଂସ୍ୟ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଗୋଆର କନାକୋନାସ୍ଥିତ ପର୍ତ୍ତଗାଲୀ ଗାଁରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତ୍ତଗାଲୀ ଜୀବୋତ୍ତମ ମଠରେ ଭଗବାନ ଶ୍ରୀରାମଙ୍କ ୭୭ ଫୁଟ ଉଚ୍ଚ ବିଶ୍ବର ସବୁଠାରୁ ବଡ କାଂସ୍ୟ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି। ଏହି ପ୍ରତିମୂର୍ତ୍ତି ପ୍ରସିଦ୍ଧ … Read More

ହଂକଂ ଅଗ୍ନିକାଣ୍ଡରେ ୧୨୮କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା

ହଂକଂ: ଚୀନର ହଂକଂ​‌େ​‌ର ଘଟିଥିବା ଅଗ୍ନିକାଣ୍ଡର ମୃତ୍ୟୁସଂଖ୍ୟା ଶୁକ୍ରବାର ୧୨୮କୁ ବୃଦ୍ଧି ପାଇଛି। ବୁଧବାର ଅପରାହ୍ଣରେ ହଂକଂର ତାଇ ପୋ ଜିଲାରେ ୭ଟି ବଡବଡ ଆପାର୍ଟମେଣ୍ଟରେ ଏକକାଳୀନ ଅଗ୍ନିକାଣ୍ଡ ଘଟିଥିଲା। ନିଆଁରେ ଆପାର୍ଟମେଣ୍ଟଗୁଡିକ ସମ୍ପୂର୍ଣ୍ଣ ଜଳିଯାଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। … Read More

କଲେଜିୟମ୍ ବ୍ୟବସ୍ଥା ଉଚ୍ଛେଦର ପୁନଃବିଚାର କରାଯିବ: ସିଜେଆଇ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ନୂଆ ବିଚାରପତି ନିଯୁକ୍ତି ଓ ବଦଳି ଲାଗି ପ୍ରଚଳିତ କଲେଜିୟମ୍ ବ୍ୟବସ୍ଥାର ଉଚ୍ଛେଦ ଉପରେ ପୁନଃବିଚାର କରାଯିବ ବୋଲି ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ କହିଛନ୍ତି। କଲେଜିୟମ୍ ବ୍ୟବସ୍ଥା ଉଚ୍ଛେଦ କରି ତା’ ସ୍ଥାନରେ ନ୍ୟାସନାଲ … Read More

୬୨ ବର୍ଷ ବୟସରେ ବିବାହ କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ଅଷ୍ଟ୍ରେଲିଆ : ବାହା ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ। ପଦବୀରେ ଥାଇ ବିବାହ କରିବାରେ ପ୍ରଥମ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ । ଆନ୍ଥୋନୀ ଆଲବାନିଜ ୬୨ ବର୍ଷ ବୟସରେ ବିବାହ କରିଛନ୍ତି । ତାଙ୍କ ଦୀର୍ଘ ଦିନର ବାନ୍ଧବୀ ୪୫ ବର୍ଷିୟା ଜୋଡି … Read More

ଶ୍ରୀଲଙ୍କା ପରେ ଭାରତକୁ ମାଡ଼ି ଆସୁଛି ଡିଟୱା, ପ୍ରଭାବିତ ହେବ ୩ ରାଜ୍ୟ !

ନୂଆଦିଲ୍ଲୀ: ଶ୍ରୀଲଙ୍କାକୁ ଶ୍ରୀହୀନ କରି ଭାରତ ମୁହାଁ ହୋଇଛି ବାତ୍ୟା । ତାମିଲନାଡ଼ୁ, ପୁଡ଼ୁଚେରୀ ଉପକୂଳ ଆଡ଼କୁ ମାଡ଼ି ଆସୁଛି ଡିଟୱା । ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଆଗକୁ ବଢ଼ୁଛି ।  ଆଜି ଦକ୍ଷିଣପଶ୍ଚିମ … Read More

ଏୟାରବସ୍ A320 ଫ୍ୟାମିଲି ବିମାନରେ ଯାନ୍ତ୍ରିକ ତ୍ରୁଟି, ବିମାନ ସେବା ପ୍ରଭାବିତ

ନୂଆଦିଲ୍ଲୀ : ଦେଶର ବିମାନଯାତ୍ରୀଙ୍କ ପାଇଁ ବଡ଼ ଖବର । ଗମ୍ଭୀର ବୈଷୟିକ ତ୍ରୁଟି ଯୋଗୁଁ ସାରା ବିଶ୍ବରେ ଏୟାରବସ୍ A320 ଫ୍ୟାମିଲି ବିମାନଗୁଡିକୁ ବ୍ୟାପକ ସପ୍ଟୱେର୍ ଏବଂ ହାର୍ଡୱେର ଅପଗ୍ରେଡ୍ ପାଇଁ ବନ୍ଦ କରାଯାଉଛି । ଯାହା ଏୟାରବସ୍ A320 ଉଡ଼ାଣର … Read More

‘ଇମ୍ରାନ ଜୀବିତ ଅଛନ୍ତି ବୋଲି ପ୍ରମାଣ ଦିଅନ୍ତୁ ପାକିସ୍ତାନ ସରକାର’

ପାକିସ୍ତାନ : ବାପା ଜୀବିତ ଅଛନ୍ତି ବୋଲି ପ୍ରମାଣ ଦିଅନ୍ତୁ ପାକିସ୍ତାନ ସରକାର । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୁଅ କାଶିମ ଖାନ୍ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏପରି ଅପିଲ କରିଛନ୍ତି । ଦୀର୍ଘ ୮୪୫ ଦିନ ହେଲା … Read More