ଫିଲିପାଇନ୍ସରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ଫୁଙ୍ଗ-ୱଙ୍ଗ୍’

ନୂଆଦିଲ୍ଲୀ: ଲ୍ୟାଣ୍ଡଫଲ୍ ପରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ଫୁଙ୍ଗ-ୱଙ୍ଗ୍’ । ଫିଲିପାଇନ୍ସର ଆରୋରା ପ୍ରଦେଶରେ ଲ୍ୟାଣ୍ଡଫଲ କରିଛି ଟାଇଫୁନ । ଗତକାଲି ରାତି ୯ଟା ୧୦ରେ ଲୁଜୋନର ଆରୋରା ନିକଟରେ ଲ୍ୟାଣ୍ଡଫଲ କରିଛି । ଲ୍ୟାଣ୍ଡଫଲ ବେଳେ ପ୍ରବଳ ବର୍ଷା ସହ … Read More

ମାଲିରେ ୫ ଭାରତୀୟଙ୍କୁ ଅପହରଣ, ଉଦ୍ଧାର ପାଇଁ ଚେଷ୍ଟା ଜାରି

ନୂଆଦିଲ୍ଲୀ: ମାଲିରେ ୫ ଭାରତୀୟଙ୍କୁ ଅପହରଣ ।  ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଭାରତୀୟଙ୍କୁ ଅପହରଣ କରିଛନ୍ତି ଅଲକାଏଦା ଓ ଇସଲାମିକ୍ ଷ୍ଟେଟ୍ ଆତଙ୍କୀ ।  ଗତ ନଭେମ୍ବର ୬ରୁ ଭାରତୀୟଙ୍କୁ ଅପହରଣ କରାଯାଇଥିବା ସ୍ପଷ୍ଟ କରିଛି ଭାରତୀୟ ବୈଦେଶିକ ବ୍ୟାପାର … Read More

ଦିଲ୍ଲୀ ବିସ୍ଫୋରଣ ଘଟଣା ନେଇ ଗୁଇନ୍ଦା ମୁଖ୍ୟଙ୍କ ସହ କଥା ହେଲେ ଶାହ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଘଟଣାର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ଘଟଣା ବିଷୟରେ ଆଇବି(ଗୁଇନ୍ଦା ବ୍ୟୁରୋ) ମୁଖ୍ୟ ତପନ ଡେକାଙ୍କ ସହିତ ଆଲୋଚନା କରିଛନ୍ତି। ଅନ୍ୟପଟେ ଘଟଣାରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ରହିଛି କି ନାହିଁ ତାହା … Read More

ଦିଲ୍ଲୀ ପାଇଁ ପ୍ରାର୍ଥୀ ଘୋଷଣା କଲେ ତିନି ଦଳ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ (MCD) ର ୧୨ଟି ୱାର୍ଡରେ ଉପନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୩୦ ତାରିଖ ସକାଳ ୭:୩୦ ରୁ ସନ୍ଧ୍ୟା ୫:୩୦ ପର୍ଯ୍ୟନ୍ତ ମତଦାନ ହେବ ।  ଡିସେମ୍ବର ୩ ତାରିଖରେ ଫଳାଫଳ ଘୋଷଣା କରାଯିବ … Read More

‘ୟୁପିର ସମସ୍ତ ସ୍କୁଲରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ କରାଯିବ’

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା । ରାଜ୍ୟର ସ୍କୁଲଗୁଡ଼ିକରେ “ବନ୍ଦେ ମାତରମ୍” ବାଧ୍ୟତାମୂଳକ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୋରଖପୁରରେ ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ରାଜ୍ୟର … Read More

ରାସ୍ତାକଡ଼ରେ ଠିଆ ହୋଇଥିବା ଲୋକଙ୍କୁ ଦଳି ଦେଲା ସ୍କର୍ପିଓ, ୪ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ରିୱା ଜିଲ୍ଲାର ଗଢ ଥାନା ସ୍ଥିତ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣା ଯୋଗୁଁ ଏକ ସ୍କର୍ପିଓ କାର୍ ରାସ୍ତାକଡ଼ରେ ଛିଡା ହୋଇଥିବା ଅନେକ ଲୋକଙ୍କୁ ଧକ୍କା ଦେବା ପରେ ବିଜୁଳି ଖୁଣ୍ଟରେ ଧକ୍କା ହୋଇଥିଲା । … Read More

ହରିଆନାର ଫରିଦାବାଦରୁ ୩୦୦ କେଜି RDX ଜବତ, ୨ ଡାକ୍ତର ଗିରଫ  

ନୂଆଦିଲ୍ଲୀ: ହରିଆନାର ଫରିଦାବାଦରୁ ୩୦୦ କେଜି RDX ଜବତ। ଜାମ୍ମୁକାଶ୍ମୀର ପୋଲିସ ଓ ହରିଆନା ପୋଲିସ ମିଳିତ ଭାବେ ଏଠାରେ ଚଢ଼ଉ କରି ୩୦୦ କେଜି RDX ସାଙ୍ଗକୁ ୨ଟି ଏକେ-୪୭ ବନ୍ଧୁକ ଓ ବିପୁଳ ଗୁଳିଗୋଳା ଜବତ କରିଛନ୍ତି। ମାମଲାରେ ଜଣେ … Read More

ଘର ଛାତ ଭୁଶୁଡ଼ି, ୫ ମୃତ

ପାଟନା : ବିହାର ରାଜଧାନୀ ପାଟନାରେ ବଡ଼ ଅଘଟଣ । ପାଟନାରେ ଏକ ବିଲିଡିଂର ଛାତ ଭୁଶୁଡିବା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି । ରାତିରେ ଶୋଇଥିବା ବେଳେ ଛାତ ଗଳିପଡିଥିଲା । ସମସ୍ତ ମୃତକ ଗୋଟିଏ ପରିବାରର ରହିଥିଲେ । … Read More

ଆରଏସ୍‌ଏସ୍‌ର ଆଇନଗତ ବୈଧତା ରହିଛି: ମୋହନ ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ (ଆରଏସ୍‌ଏସ୍‌) ଏକ ପଞ୍ଜିକୃତ ସଂଗଠନ ନୁହେଁ। କାରଣ ଏହା ସରକାରଙ୍କ କୌଣସି ଆଇନ ଅନୁଯାୟୀ ପଞ୍ଜୀକରଣ ହୋଇ ନାହିଁ। ପଞ୍ଜୀକରଣ ହୋଇ ନଥିବା ସତ୍ତ୍ବେ ଏହାର ଆଇନଗତ ବୈଧତା ରହିଛି ବୋଲି ଆରଏସ୍‌ଏସ୍ ମୁଖ୍ୟ ମୋହନ … Read More

ସରିଲା ଦ୍ବିତୀୟ ପର୍ଯ୍ୟାୟ ପ୍ରଚାର: ମଙ୍ଗଳବାର ଭୋଟ

ପାଟନା: ବିହାରର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ରବିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟର ୨୦ଟି ଜିଲାର ୧୨୨ଟି ଆସନ ପାଇଁ ମଙ୍ଗଳବାର ଭୋଟ ଗ୍ରହଣ ହେବ। ନଭେମ୍ବର ୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ … Read More