ବିହାର ପରେ ପଶ୍ଚିମବଙ୍ଗରୁ ଶେଷ ହେବ ଜଙ୍ଗଲରାଜ: ମୋଦୀ

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ବିଜେପି (BJP) ମୁଖ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ ବିହାରର ଲୋକମାନେ କେବଳ ବିକାଶ ଏବଂ ସୁଶାସନକୁ ସମର୍ଥନ କରିନାହାଁନ୍ତି, … Read More

ଦିଲ୍ଲୀ ବିସ୍ଫୋରଣ ନେଇ ଶାହଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ତାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।  ଏନ୍‌ଏସ୍‌ଏ (ଜାତୀୟ ସୁରକ୍ଷା ଉପଦେଷ୍ଟା) ଅଜିତ‌ ଡୋଭାଲ, ଆଇବି ମୁଖ୍ୟ ତପନ କୁମାର ଡେକା,  ଏବଂ କେନ୍ଦ୍ର ଗୃ୍ହ ସଚିବ … Read More

ଏନଡିଏର ବିପୁଳ ବିଜୟ ପରେ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବିହାର ନିର୍ବାଚନରେ ଏନଡିଏର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ବିହାରବାସୀ ବିକାଶ ପାଇଁ ଭୋଟ ଦେଇଛନ୍ତି । ବିହାର ଫଳାଫଳ … Read More

ଦେଶରେ ସକ୍ରିୟ ୬ କୋଟି ମୃତକଙ୍କ ଆଧାର କାର୍ଡ

ନୂଆଦିଲ୍ଲୀ: ଜାନୁଆରି ୨୦୦୯ରେ ଦେଶରେ ଆଧାର କାର୍ଡ ଲାଗୁ କରାଯାଇଥିଲା। ପ୍ରତ୍ୟେକ ନାଗରିକଙ୍କୁ ଆଧାର ନମ୍ବର ପ୍ରଦାନ କରିବାର ୧୫ ବର୍ଷ ବିତିଗଲାଣି। ଏହି ସମୟ ମଧ୍ୟରେ ୧୪୨ କୋଟିରୁ ଅଧିକ ଆଧାର କାର୍ଡ ଜାରି କରାଯାଇଥିଲା, କିନ୍ତୁ ୮ କୋଟିରୁ … Read More

ଅଲ୍‌-ଫଲାହ ହଷ୍ଟେଲରେ ରଚାଯାଇଥିଲା ଆତଙ୍କୀ ଷଡ୍‌ଯନ୍ତ୍ର !

ନୂଆଦିଲ୍ଲୀ: ହରିୟାଣାର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏକ ସାଧାରଣ ସନ୍ତସନ୍ତିଆ ହଷ୍ଟେଲ କୋଠରିରେ ଡାକ୍ତରମାନେ ଆତଙ୍କବାଦୀ ଆକ୍ରମଣର ଷଡ୍‌ଯନ୍ତ୍ର କରିଥିବା ଜଣାପଡ଼ିଛି। ପୁରୁଷ ହଷ୍ଟେଲର ୧୭ ନମ୍ବର ବିଲ୍ଡିଂର ରୁମ୍ ନମ୍ବର ୧୩  ହ୍ୱାଇଟ୍ କଲାର ଆତଙ୍କବାଦୀ ମଡ୍ୟୁଲର ଗୁପ୍ତ … Read More

ବିହାରରେ ଧରାଶାୟୀ ଜେଏସପି, ମିଳିଲାନି ଗୋଟିଏ ବି ଆସନ

ବିହାର: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ସହିତ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି(ଜେଏସପି) ପ୍ରାର୍ଥୀ ଧରାଶାୟୀ ହୋଇଛନ୍ତି। ପ୍ରାରମ୍ଭିକ ଫଳାଫଳ ଅନୁସାରେ ଜେଏସପିକୁ ଗୋଟିଏ ମଧ୍ୟ ସିଟ୍ ମିଳିନି ଯଦିଓ ଏକଜିଟ୍ ପୋଲ୍ ଅନୁସାରେ ଦଳକୁ ୦ରୁ ୫ … Read More

ଭୁଶୁଡ଼ିଗଲା ମହାମେଣ୍ଟ, ବିପୁଳ ଆସନରେ ବିଜୟଲାଭ କଲା ଏନଡିଏ

ବିହାର: ବିହାର ନିର୍ବାଚନରେ ଏନଡିଏକୁ ଐତିହାସିକ ବିଜୟ ମିଳିଛି। ବିପୁଳ ଆସନରେ ଏନଡିଏ ବିଜୟଲାଭ କରି ବିରୋଧୀ ମହାମେଣ୍ଟକୁ କଡ଼ା ଜବାବ ଦେଇଛି। ମହାମେଣ୍ଟ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ସରକାର ଗଢ଼ିବାର ସ୍ଵପ୍ନ ଦେଖୁଥିବା ବିରୋଧୀଙ୍କ ମହାମେଣ୍ଟ ୫୦ଟି ଆସନ … Read More

୧୫୦ ବଞ୍ଚିବ ମଣିଷ, ଚାଇନାରେ ଚାଲିଛି ପରୀକ୍ଷା

ନୂଆଦିଲ୍ଲୀ: ଚୀନର ବୈଜ୍ଞାନିକମାନେ ଏମିତି ଏକ ଔଷଧ ପ୍ରସ୍ତୁତ କରୁଛନ୍ତି ଯାହା ମଣିଷମାନଙ୍କ ବୟସ ୧୫୦ ବର୍ଷ ପର୍ଯ୍ୟନ୍ତ ବଢାଇପାରିବ। ଶେନଝେନର ବାୟୋଟେକ୍ କମ୍ପାନୀ ଲନଭୀ ବାୟୋସାଇଁସେଞ୍ଜ ଏହି ଔଷଧ ଉପରେ କାମ କରୁଛି। କମ୍ପାନୀର ନାଁ ଲନଭି ବାୟୋସାଇଁସେଞ୍ଜ । … Read More

ବନ୍ଦ ଘରୁ ୫ ମୃତଦେହ ଜବତ

ଉତ୍ତରପ୍ରଦେଶ : ୟୁପିର ଶ୍ରୀବାସ୍ତିରେ ଇକୋନା ଥାନା ଅଞ୍ଚଳରେ ହୃଦୟବିଦାରକ ଘଟଣା । ଗୋଟିଏ ପରିବାରର ୫ ଜଣକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏକ ବନ୍ଦ ଘରୁ ସ୍ବାମୀ, ସ୍ତ୍ରୀଙ୍କ ସହିତ ୩ ପିଲାଙ୍କ ମୃତଦେହ ମିଳିଛି । ଘଟଣା … Read More

ବିହାର ଜନାଦେଶ: ୧୯ ଆସନ ଜିତି ରେକର୍ଡ କଲେ ଚିରାଗ ପାସୱାନ

ବିହାର : ବିହାର ବିଧାନସଭା ନିର୍ବାଚନରେ ଟ୍ରେଣ୍ଡ ଅନୁଯାୟୀ NDA ଆଗୁଆ ରହିଛି । ବିହାରରେ ଏନଡିଏ ପୁଣି ଥରେ ସରକାର ଗଢିବ ବୋଲି ସ୍ପଷ୍ଟ ରହିଛି । ମହାଗଠବନ୍ଧନର ସମସ୍ତ ଦଳ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି । ଗତ … Read More