ଅବସର ନେଉ ନେଉ ସରକାରୀ ଗାଡ଼ି ଛାଡ଼ିଲେ ଜଷ୍ଟିସ ଗଭାଇ

ନୂଆଦିଲ୍ଲୀ: ବି.ଆର. ଗଭାଇ ଭାରତର ମୁଖ୍ୟ ବିଚାରପତି ଭାବରେ ଅବସର ଗ୍ରହଣ କରିଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ସୋମବାର ଦିନ ଭାରତର ମୁଖ୍ୟ ବିଚାରପତି/ସିଜେଆଇ ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ ତାଙ୍କ କାର୍ଯ୍ୟଭାର ଗ୍ରହଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ … Read More

ଆଗ୍ନେୟଗିରି ଉଦ୍‌ଗିକରଣ, ଅହମଦାବାଦରେ ଅବତରଣ କଲା ଆବୁଧାବୀ ଯାଉଥିବା ବିମାନ

ନୂଆଦିଲ୍ଲୀ: କନ୍ନୁରରୁ ଆବୁଧାବୀ ଯାଉଥିବା ଇଣ୍ଡିଗୋ ବିମାନ ଆଗ୍ନେୟଗିରି ଲାଭା ଓ ପାଉଁଶ ଉଦ୍‌ଗିକରଣ ଯୋଗୁଁ ଅହମଦାବାଦରେ ଅବତରଣ କରିଛି। ସୋମବାର ଇଣ୍ଡିଗୋ ବିମାନ ୬ଇ ୧୪୩୩ ଉଡାଣ ଆରମ୍ଭ କରିଥିବା ସମୟରେ ଇଥିଓପିଆରୁ ପାଉଁଶ ଓ ଧୂଆଁ ଉଦ୍‌ଗିକରଣ ନେଇ … Read More

ବନ୍ଦ ପଡିଥିବା ଖଣି ଚାଲୁ କରିବା ଲାଗି ଭାରତକୁ ପ୍ରସ୍ତାବ ଦେଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଭାରତରେ ଅନେକ ସମୟ ଧରି ବନ୍ଦ ପଡିଥିବା ଖଣିକୁ ପୁଣି ଖୋଲିବା ଏବଂ ଚାଲୁ ରଖିବା ପାଇଁ ପ୍ରସ୍ତାବ ଦେଇଛି। ଏହା ଫଳରେ ନିବେଶ ମିଳିବା ସହିତ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିବ। ତେବେ ଭାରତୀୟ ଉଦ୍ୟେଗ ଲିଡରଙ୍କ … Read More

ଘାଟିରୁ ଖସିଲା ବସ୍‌: ୫ମୃତ

ଉତ୍ତରାଖଣ୍ଡ: ଆଜି ସକାଳୁ ଉତ୍ତରାଖଣ୍ଡରେ ଏକ ବଡ ଦୁର୍ଘଟଣା ଘଟିଛି । ତେହରି ଜିଲାରେ ଏକ ବସ୍‌ ୭୦ଫୁଟ ତଳ ଗଭୀର ଘାଟିକୁ ଖସିପଡିଛି । ବସରେ ପ୍ରାୟ ୩୦-୩୫ଜଣ ଯାତ୍ରୀ ରହିଥିଲେ । ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ … Read More

ଇଣ୍ଡିଆ ଗେଟ୍‌ ଆଗରେ ବିକ୍ଷୋଭ: କାର୍ଯ୍ୟାନୁଷ୍ଠାନ ନେଲା ପୁଲିସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଏନସିଆରରେ ପ୍ରଦୂଷଣ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି। ଏହାର ଜବାବରେ କିଛି ଲୋକ ଇଣ୍ଡିଆ ଗେଟରେ ପ୍ରତିବାଦ କରିଛନ୍ତି । ପ୍ରଦର୍ଶନକାରୀମାନେ ନିକଟରେ ନିହତ ମାଓବାଦୀ ହିଡମାଙ୍କ ସମର୍ଥନରେ … Read More

ହସିନାଙ୍କ ପ୍ରତ୍ୟର୍ପଣ ଦାବିରେ ବାଂଲାଦେଶରେ ବିକ୍ଷୋଭ

ଢାକା: ଗଣହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ତେବେ ହସିନା ବର୍ତ୍ତମାନ ଭାରତରେ ଅବସ୍ଥାନ କରୁଥିବାରୁ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରିବା ସମ୍ଭବ ହୋଇପାରୁୁନାହିଁ। ଏହି ପରିପ୍ରେକ୍ଷୀରେ ହସିନାଙ୍କ ପ୍ରତ୍ୟର୍ପଣ ଦାବିକୁ କେନ୍ଦ୍ରକରି … Read More

ବଦଳିପାରେ ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମାର ରୂପରେଖ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଆନ୍ତର୍ଜାତିକ ସୀମାର ରୂପରେଖ ଭବିଷ୍ୟତରେ ବଦଳିବା ସହ ସିନ୍ଧ ପ୍ରଦେଶ ଭାରତକୁ ଫେରିପାରେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ରବିବାର ନୂଆଦିଲ୍ଲୀରେ ଆୟୋଜିତ ସିନ୍ଧ ସଂପ୍ରଦାୟର ସମ୍ମେଳନରେ ଯୋଗଦେଇ ରାଜନାଥ … Read More

ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରମୁଖ ରାସ୍ତାରେ କମିଶନରେଟ୍ ପୋଲିସର ପାର୍କିଂ କଟକଣା

ଭୁବନେଶ୍ୱର:  ଟ୍ରାଫିକ୍ ଭିଡ଼କୁ ଦୂର କରିବା ପାଇଁ, କମିଶନରେଟ୍ ପୋଲିସ ରାଜଧାନୀ ସହରର ପ୍ରମୁଖ ରାସ୍ତାଗୁଡ଼ିକରେ ପାର୍କିଂ କଟକଣା ଲାଗୁ କରିଛି ।  ଏହା ତୁରନ୍ତ କାର୍ଯ୍ୟକାରୀ ହେବ । ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହଙ୍କ ଦ୍ୱାରା ଜାରି କରାଯାଇଥିବା … Read More

ବସ୍ ଦୁର୍ଘଟଣା: ୬ ମୃତ, ୨୮ ଗୁରୁତର

ତାମିଲନାଡୁ : ତାମିଲନାଡୁର ତେନକାସୀ ଜିଲ୍ଲାରେ ବସ୍ ଦୁର୍ଘଟଣା । ଦୁଇଟି ବସ୍ ପରସ୍ପର ସହିତ ଧକ୍କା ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । … Read More

ସୁପ୍ରିମ କୋର୍ଟର ଚିଫ୍ ଜଷ୍ଟିସ ଭାବେ ଶପଥ ନେଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ : ଆଜି ଶପଥ ନେଲେ ନୂଆ CJI । ଦେଶର ୫୩ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସୂର୍ଯ୍ୟ କାନ୍ତ । ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ ମହାମହିମ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ … Read More