ବାଲେଶ୍ଵରରେ କର୍ଫ୍ୟୁ ଖବରକୁ ମିଛ କହିଲେ ଏସ୍‌ପି

ବାଲେଶ୍ୱର: ବାଲେଶ୍ଵରରେ କର୍ଫ୍ୟୁ ନେଇ ପ୍ରଚାରିତ ଖବର ମିଛ। ଏ ନେଇ ଏକ୍ସ ଜରିଆରେ ସୂଚନା ଦେଇଛନ୍ତି ବାଲେଶ୍ଵର ଏସ୍‌ପି। କିଛି ଗଣମାଧ୍ୟମରେ ରାତ୍ରକାଳୀନ କର୍ଫ୍ୟୁ ଖବର ପ୍ରକାଶିତ ହୋଇଛି। କେବଳ ରାତିରେ ଦୋକାନ ଖୋଲା ନ ରଖିବାକୁ ନିର୍ଦେଶ ରହିଛି। … Read More

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ରଣଜୀ ଅଧିନାୟକ ଶୁଭ୍ରାଂଶୁ ସେନାପତି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଓଡ଼ିଆ କ୍ରିକେଟ ଖେଳାଳି ତଥା ରଣଜୀ ଅଧିନାୟକ ଶୁଭ୍ରାଂଶୁ ସେନାପତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କର ଉଚ୍ଚ ପ୍ରଶଂସା କରିବା ସହ … Read More

କଟକରୁ କର୍ଫ୍ୟୁ ହଟିଲା

କଟକ: କଟକରୁ ହଟିଲା କର୍ଫ୍ୟୁ।  କଟକ ସହରରୁ କର୍ଫ୍ୟୁ କଟକଣା ପ୍ରତ୍ୟାହାର ହୋଇଛି। ଏ ନେଇ ସୂଚନା ନେଇ ପୁଲିସ୍‌ କମିଶନର ସୂଚନା ଦେଇଛନ୍ତି। ପୁଲିସ୍ କମିଶନର ଏସ୍‌ ଦେବଦତ୍ତ ସିଂ କହିଛନ୍ତି ପରିସ୍ଥିତି ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ସ୍ଥାନ … Read More

ନୂଆପଡା ଉପନିର୍ବାଚନରେ ଜିତିବ ବିଜେଡି: ପ୍ରମିଳା

ନୂଆପଡା: ନୂଆପଡା ଉପନିର୍ବାଚନରେ ଜିତିବ ବିଜେଡି । ଏନେଇ ଦମ୍ଭୋକ୍ତି ଦେଖାଇଛନ୍ତି ବିଜେଡି ବିଧାୟିକା ତଥା ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ଉପନିର୍ବାଚନକୁ ନେଇ ପ୍ରମିଳା କହିଛନ୍ତି ଯେ ନୂଆପଡା ନିର୍ବାଚନମଣ୍ଡଳୀ ବିଜେଡିର ଥିଲା ଓ ରହିବ । … Read More

ନୂଆପଡ଼ାରେ ବାଜିମାତ କରିବ କଂଗ୍ରେସ: ଜୟଦେବ

ନୂଆପଡା: ନୂଆପଡା ଉପନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ ରହିଛି । ଏଠାରେ ବିଜେଡି ବାଜିମାତ କରିବ ବୋଲି ଦୃଢୋକ୍ତି ବାଢୁଥିବା ବେଳେ କଂଗ୍ରେସ ବି ଜିତିବ ବୋଲି କହିଛି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଉପନିର୍ବାଚନକୁ ନେଇ … Read More

ଆଇଇଡି ବିସ୍ପୋରଣରେ ହାତୀ ଗୁରୁତର

ରାଉରକେଲା : ଆଇଇଡି ବିସ୍ପୋରଣରେ ହାତୀ ଗୁରୁତର ।  ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ପୋରଣରେ ଏକ ମାଈ ହାତୀ ଗୁରୁତର ହୋଇଛି। ତା’ର ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି। ହାତୀଟି ଚଲାବୁଲା କରିପାରୁନାହିଁ । ସରଣ୍ଡା ଜଙ୍ଗଲରେ … Read More

ଜମିବାଡି ବିବାଦ: ବଡ଼ଭାଇ ଓ ଭାଉଜକୁ ନିର୍ମମ ହତ୍ୟା

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଡବଲ ମର୍ଡର ।  ଜମିବାଡି ବିବାଦରୁ ବଡ଼ଭାଇ ଓ ଭାଉଜକୁ ନିର୍ମମ ହତ୍ୟା।  ସାନଭାଇର ଫାର୍ସା ଚୋଟରେ ବଡ଼ଭାଇ ଓ ଭାଉଜର ମୃତ୍ୟୁ ହୋଇଛି। ବିଶ୍ରା ବ୍ଲକ ମୋନକୋ ପଂଚାୟତ ଚିରୁବେଡା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ । ମୃତକ … Read More

ମୋବାଇଲ ନଦେବାରୁ ଜୀବନ ହାରିଲେ ନାବାଳିକା

ମାଲକାନଗିରି : ମୋବାଇଲ ପାଇଁ ଝୁଲିପଡ଼ିଲେ ନାବାଳିକା । ବାପା ମୋବାଇଲ ନଦେବାରୁ ବେକରେ ଗାମୁଛା ଲଗାଇ ଜୀବନ ହାରିଲେ ନାବାଳିକା । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଗୋବିନ୍ଦପାଲି ଅଧୀନ ଢେପସାହିରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗାଁର … Read More

ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ବ୍ରତ ; ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

ଭୁବନେଶ୍ୱର: ଚଳିତ ବର୍ଷର କାର୍ତ୍ତିକ ବ୍ରତ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ବ୍ରତ ପାଳନ ପାଇଁ ହବିଷ୍ୟାଳିମାନେ ପୁରୀରେ ଆସି ପହଞ୍ଚିଛନ୍ତି। ତେବେ ୧ ମାସ ଧରି ଚାଲିବାକୁ ଥିବା ଏହି ବ୍ରତ ନଭେମ୍ବର ୫ରେ ସମାପ୍ତ ହେବ। ପୁରୀ ର ୫ … Read More

ଆମ ବସରେ ଯାତ୍ରୀଙ୍କୁ ଆକ୍ରମଣ; ୪ ଗୁରୁତର

ପୁରୀ: ହରଶପଡ଼ାରୁ ପୁରୀ ଜିଲ୍ଲାର ସୁକଳ ଯାଉଥିବା ଏକ ଆମ ବସରେ ମଙ୍ଗଳବାର ଦିନ ଯାତ୍ରୀମାନଙ୍କୁ ଜଣେ ଯୁବକ ଅତର୍କିତ ଆକ୍ରମଣ କରିବା ଫଳରେ ଚାରି ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଯୁବକ ଜଣକର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। … Read More