ନବୀନଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଅପରାଜିତା

ଭୁବନେଶ୍ୱର : ନବୀନଙ୍କୁ ଭେଟିଲେ ଅପରାଜିତା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ତାଙ୍କୁ ସମ୍ମାନ ଜଣାଇବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଅପରାଜିତା କହିଛନ୍ତି, ନବୀନଙ୍କୁ ଭେଟି … Read More

ଓଡ଼ିଶାରୁ ଫେରିଯିବ ମୌସୁମୀ, ୧୫ ତାରିଖରୁ ପଡ଼ିବ ଶୀତ !

ଭୁବନେଶ୍ୱର : ଓଡ଼ିଶାରୁ ଫେରିଯିବ ମୌସୁମୀ ।  ଓଡ଼ିଶାରୁ ଦୁଇ ତିନି ଦିନ ଭିତରେ ମୌସୁମୀ ଲେଉଟିବା ଆରମ୍ଭ ହେବ । ମୌସୁମୀ ଲେଉଟାଣି ପାଇଁ ପାଗ ଅନୁକୁଳ ରହିଛି । ୪ ମାସ ୧୩ ଦିନର ରହଣି ପରେ ଏବେ ଓଡ଼ିଶାକୁ … Read More

ନଦୀରେ ଭାସିଗଲେ ଛାତ୍ର

ବାଲିଗୁଡା : ନଦୀରେ ଭାସିଗଲେ ସ୍କୁଲ ଛାତ୍ର । କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ବାଦୁବାଡ଼ି ନିକଟରେ କାଳିପେନୁ ନଦୀରେ ଜଣେ ଛାତ୍ର ଭାସିଯାଇଛନ୍ତି ।  ଭୋଜି କରିବାକୁ ଆସି ନଦୀରୁ ପାଣି ଆଣିବାକୁ ଯାଇଥିବା ସମୟରେ ଅଘଟଣ ଘଟିଛି ।  … Read More

ପ୍ରାର୍ଥୀ ଚୟନ ପାଇଁ ନୂଆପଡ଼ା ଗଲା ବିଜେଡିର ଟିମ୍

ଭୁବନେଶ୍ୱର : ପ୍ରାର୍ଥୀ ଚୟନ ପାଇଁ ନୂଆପଡ଼ା ଗଲା ବିଜେଡିର ଏକ ବଡ ଟିମ୍ । ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଗ୍ରାଉଣ୍ଡରେ ସ୍ଥିତି ପରଖିବେ ବିଜେଡିର ବରିଷ୍ଠ ନେତା । ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ … Read More

ବିଜେପି କୋର କମିଟି ବୈଠକ, ପ୍ରସ୍ତୁତ ହେଲା ନୂଆପଡ଼ା ଉପନିର୍ବାଚନ ପାଇଁ ରଣନୀତି

ଭୁବନେଶ୍ୱର : ବିଜେପି କୋର କମିଟି ବୈଠକରେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରଣନୀତି । ଦଳ ଯାହାକୁ ବି ପର୍ଥି କରିବ ସେ କେମିତି ଜିତିବେ ତାହା ହେବ ପ୍ରଥମିକତା । ପୂର୍ବତନ ସଭାପତି, ମହମନ୍ତ୍ରି, ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ … Read More

ମୋବାଇଲ ଟାୱାର ଉଡ଼ାଇଲେ ମାଓବାଦୀ, ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ

ରାଉରକେଲା : ମୋବାଇଲ ଟାୱାର ଉଡ଼ାଇଲେ ମାଓବାଦୀ ।  ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜରେଇକେଲା ଥାନା କୋଲଭଙ୍ଗା ଅଞ୍ଚଳରେ ଆଜି ମାଓବାଦୀମାନେ ଏକ ମୋବାଇଲ ଟାୱାର ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି ।  ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ଜୋରଦାର … Read More

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନଙ୍କ ଟିମ୍

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜ୍ୟ ମହିଳା କମିଶନ । ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନଙ୍କ ଟିମ୍ । ପଶ୍ଚିମବଙ୍ଗ ମହିଳା କମିଶନ ଅଧ୍ୟକ୍ଷାଙ୍କ ସହ ଯୋଗାଯୋଗ କରୁଛୁ । … Read More

ଟେଲର ଦୋକାନୀଙ୍କୁ ହତ୍ୟା

ବରଗଡ଼: ମା’ କାନ୍ଦି କାନ୍ଦି ନୟାନ୍ତ ହେଲାଣି ସ୍ତ୍ରୀ’ର ହଂସା ଉଡିଯାଉଛି । ମା’ କହୁଛି ମୋତେ ମା’ ବୋଲି ଆଉ କିଏ ଡାକିବ ? ସ୍ତ୍ରୀ ପଚାରୁଛି ମୋ ଛୁଆଙ୍କ ମୁହଁରେ କିଏ ଆହାର ଦେବ । ହଁ ଦର୍ଶକବନ୍ଧୁ, ଏ … Read More

ପୋଖରୀରୁ ୧୦ ଫୁଟିଆ ବଉଳା କୁମ୍ଭୀର ଉଦ୍ଧାର

ମହାକାଳପଡ଼ା : ଗାଁ ପୋଖରୀରେ କୁମ୍ଭୀର, ଲୋକେ ଭୟଭୀତ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଦତ୍ତପୁର ଗାଁରେ ଏକ ପୋଖରୀରୁ ୧୦ ଫୁଟିଆ ବଉଳା କୁମ୍ଭୀର ଉଦ୍ଧାର କଲା ବନ ବିଭାଗ। ଗାଁ ପୋଖରୀରେ କୁମ୍ଭୀର ଭାସୁଥିବା ଦେଖି ଲୋକେ ବନ … Read More

ପଶ୍ଚିମବଙ୍ଗ ପାଲଟିଗଲାଣି ଦୁଷ୍କର୍ମକାରୀଙ୍କ ସୁରକ୍ଷିତ ଠିକଣା: ମମତାଙ୍କୁ ଟାର୍ଗେଟ କଲା ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ରାଜନୈତିକ ବିତର୍କ ସୃଷ୍ଟି କରିଛି। ଭାରତୀୟ ଜନତା ପାର୍ଟି (ବିଜେପି) ମହିଳା ସୁରକ୍ଷାକୁ ନେଇ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛି। ବିଜେପି … Read More