ପ୍ରବଳ ବର୍ଷାରେ ଉବୁଟୁବୁ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକ ହନ୍ତସନ୍ତ

ଭୁବନେଶ୍ବର: ଉବୁଟୁବୁ ସୂର୍ଯ୍ୟ ମନ୍ଦିର। ପୁରୀ ଜିଲ୍ଲାର କୋଣାର୍କ, ଗୋପ ଓ ନିମାପଡ଼ା ଅଞ୍ଚଳରେ ପ୍ରବଳ ଘଡଘଡି ସହ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ପର୍ଯ୍ୟଟକ ହନ୍ତସନ୍ତ । ପବନର ମାତ୍ରା ଅଧିକ ନାହଁ । ହେଲେ ପ୍ରାୟ ୧ … Read More

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ; ଅକ୍ଟୋବର ୨୦ ସୁଦ୍ଧା ନାମାଙ୍କନ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ରେ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ଅକ୍ଟୋବର ୨୦ ଧାର୍ଯ୍ୟ ହୋଇଛି। ସେହିପରି … Read More

ଭୁବନେଶ୍ୱରରେ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ଆକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ସୋମବାର ଦିନ କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ଶିକ୍ଷକ ଜଣକ ରାୟଗଡା ଜିଲ୍ଲାର ଦ୍ୱିତି ଚନ୍ଦ୍ର ସାହୁ ବୋଲି ଜଣାପଡିଛି। ଯାହାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ … Read More

ପୁରୀ ଯିବା ରାସ୍ତାରେ ପଇଡ ପିଇ ବ୍ୟବସାୟୀଙ୍କ ସୁଖଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ପୁରୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ସନ୍ଦର୍ଭରେ, ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ … Read More

ଆରମ୍ଭ ହେବ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା, ଧାମରା-ଗହୀରମଥାରେ ୭ ମାସ ମାଛଧରା ମନା

ଭଦ୍ରକ: ଆଉ କିଛି ଦିନ ପରେ ଭଦ୍ରକର ବଙ୍ଗୋପସାଗର ଗହୀରମଥା ଅଞ୍ଚଳରେ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ଭିଡ ଜମିବ । ଏନ୍ତୁଡ଼ିଶାଳଭାବେ ସମଗ୍ର ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ ରିଡଲେଙ୍କର ପ୍ରଜନନ ପ୍ରକ୍ରିୟା ଆରମ୍ଭ ହେବ … Read More

AIIMS କର୍ମଚାରୀଙ୍କୁ ଗୁଳି କରି ହତ୍ୟା

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ବର AIIMSର ଜଣେ ଆଉଟ ସୋର୍ସିଂ କର୍ମଚାରୀଙ୍କୁ ଗୁଳିମାଡ଼ ହୋଇଛି। ଡିଉଟିକୁ ଆସିବା ବେଳେ ଗୋଡ଼ାଇ ଗୋଡ଼ାଇ ଗୁଳି କଲେ ଦୁର୍ବୃତ୍ତ। ତିନି ରାଉଣ୍ଡ ଗୁଳି କରି ଫେରାର ହୋଇ ଯାଇଥିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ … Read More

ସ୍କୁଲ-କଲେଜ ପରିସରରେ କାର୍ଯ୍ୟକ୍ରମ ପାଇଁ ଆରଏସଏସକୁ ଅନୁମତି ଦିଅନାହିଁ: ଖଡ଼ଗେ

ନୂଆଦିଲ୍ଲୀ: କର୍ଣ୍ଣାଟକର ମନ୍ତ୍ରୀ ପ୍ରିୟାଙ୍କ ଖଡ଼ଗେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ ସରକାରୀ ସ୍କୁଲ ଏବଂ କଲେଜ ପରିସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର କାର୍ଯ୍ୟକ୍ରମଗୁଡ଼ିକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ। ସେ ଏହା ମଧ୍ୟ … Read More

ଅସ୍ଥାୟୀ ବିଚାରପତି ନିଯୁକ୍ତି: ସୁପ୍ରିମକୋର୍ଟ ଦେଇଥିଲେ ମଞ୍ଜୁରୀ, ହାଇକୋର୍ଟ ସୁପାରିଶ କରିନାହାଁନ୍ତି ନାମ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜାନୁଆରୀ ମାସରେ, ଲକ୍ଷ ଲକ୍ଷ ଫୌଜଦାରୀ ମାମଲା ସମାଧାନ ପାଇଁ ଅସ୍ଥାୟୀ ବିଚାରପତିଙ୍କ ନିଯୁକ୍ତି ପାଇଁ ପଥ ପରିଷ୍କାର କରିଥିଲେ, କିନ୍ତୁ ହାଇକୋର୍ଟଗୁଡ଼ିକ ଏପର୍ଯ୍ୟନ୍ତ କୌଣସି ନାମ ସୁପାରିଶ କରିନାହାଁନ୍ତି। ପ୍ରାୟ ନଅ ମାସ ବିତିଗଲାଣି, କିନ୍ତୁ ହାଇକୋର୍ଟଗୁଡ଼ିକ … Read More

ଆଜମ ଖାନଙ୍କୁ ୱାଇ ବର୍ଗର ସୁରକ୍ଷା

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ଏବଂ ବରିଷ୍ଠ ନେତା ଆଜମ ଖାନ ସୀତାପୁର ଜେଲରୁ ମୁକ୍ତ ହେବା ପରଠାରୁ ଖବରର ଶିରୋନାମାରେ ଅଛନ୍ତି। ରାମପୁରରେ ରହୁଥିବା ଆଜମ ଖାନଙ୍କ ନିକଟକୁ ପରିଦର୍ଶକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ପରିଦର୍ଶକଙ୍କ … Read More

ଏବିଭିପିର ମମତାଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ଦୃଢ଼ ପ୍ରତିବାଦ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ଏବିଭିପିର ଭୁବନେଶ୍ୱର ଶାଖା ତରଫରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ପଶ୍ଚିମବଙ୍ଗରେ … Read More