ଟ୍ରକ୍‌-କାର୍‌ ଧକ୍କା: BSF ଯବାନ ମୃତ, ୬ ଗୁରୁତର

ମାଲକାନଗିରି: ଆନ୍ଧ୍ର ସୀମାନ୍ତ ଚିନ୍ତୁରରେ ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଣେ BSF ଯବାନ ମୃତ, ୬ ଜଣ ଗୁରୁତର। ମୃତ ଯବାନ ୧୪୨ ବାଟାଲିୟନ୍‌ର ଗୌରବ ପାଣ୍ଡେ ସୂଚନା। ଛୁଟି ସାରି ମାଲକାନଗିରି ଫେରୁଥିବା ବେଳେ ବିଳମ୍ବିତ ରାତିରେ ଟ୍ରକକୁ … Read More

ସରିଲା ନାମାଙ୍କନ, ଏଥର ଜମିବ ପ୍ରଚାର

ନୂଆପଡା: ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଶେଷ ହେଲା ନାମାଙ୍କନ ପତ୍ର ଦାଖଲ। ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜିଠୁ ନୂଆପଡ଼ାରେ ଜମିବ ପ୍ରଚାର। ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ସୋମବାର ନାମାଙ୍କନ ପତ୍ର … Read More

ମୋନାଲିସା ଚିତ୍ର ଥିବା ବିଶ୍ଵର ପ୍ରସିଦ୍ଧ ମ୍ୟୁଜିଅମରେ ଚୋରି

ପ୍ୟାରିସ: ବିଶ୍ଵର ପ୍ରସିଦ୍ଧ ମ୍ୟୁଜିଅମ, ଯେଉଁଠି ମୋନାଲିସା ଚିତ୍ର ରହିଛି, ସେଠାରୁ ଚୋରି ହୋଇଛି। ରବିବାର ସକାଳେ ଘଟିଥିବା ଏହି ଘଟଣା ସମଗ୍ର ବିଶ୍ଵକୁ ସ୍ତବ୍ଧ କରିଦେଇଛି। ଫ୍ରାନ୍ସର ପ୍ୟାରିସରେ ଥିବା ‘ଲଭରେ’ ମ୍ୟୁଜିଅମରେ ଏଭଳି ଘଟଣା ଘଟିଛି। ଫଳରେ ଏହାକୁ … Read More

ବ୍ରହ୍ମୋସକୁ ବିଶ୍ୱର ସର୍ବୋତ୍ତମ କ୍ଷେପଣାସ୍ତ୍ର ଭାବେ କରାଯାଉଛି ବିବେଚନା, ରେଞ୍ଜରେ ରହିଛି ପୁରା ପାକିସ୍ତାନ

ନୂଆଦିଲ୍ଲୀ: ବ୍ରହ୍ମୋସ ରେଞ୍ଜରେ ରହିଛି ପୁରା ପାକିସ୍ତାନ । ଲକ୍ଷ୍ନୌରୁ ପାକିସ୍ତାନକୁ ଏଭଳି ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅପରେସନ ସିନ୍ଦୁର ବେଳେ ଯାହା ହୋଇଥିଲା ତାହା କେବଳ ଟ୍ରେଲର ଥିଲା । ଯଦି ପାକିସ୍ତାନ ପୁଣି କୌଣସି … Read More

ବ୍ରାଜିଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବସରେ୧୭ ଯାତ୍ରୀ ମୃତ

ବ୍ରାଜିଲ: ବ୍ରାଜିଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଉତ୍ତର-ପୂର୍ବ ବ୍ରାଜିଲର ପର୍ନାମ୍ବୁକୋ ରାଜ୍ୟରେ ଏକ ବସ୍ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ବ୍ରାଜିଲର ଫେଡେରାଲ୍ ହାଇୱେ ପୋଲିସର ସୂଚନା ଅନୁଯାୟୀ, ବସ୍ ଡ୍ରାଇଭର ହଠାତ୍ ନିୟନ୍ତ୍ରଣ ହରାଇ ବସିଥିଲେ । … Read More

ଭଗବାନ ରାମଙ୍କ ନଗରୀ ରଚିଲା ଇତିହାସ, ୫୬ଟି ଘାଟରେ ୨୬ଲକ୍ଷରୁ ଅଧିକ ଦୀପ ଲଗାଇ ରେକର୍ଡ

ଅଯୋଧ୍ୟାନଗରୀ: ଭଗବାନ ରାମଙ୍କ ନଗରୀ ରଚିଲା ଇତିହାସ । ୨ଟି ଇତିହାସ ଲକ୍ଷ୍ୟରେ ଅଯୋଧ୍ୟାନଗରୀ । ଆଜି ସନ୍ଧ୍ୟାରେ ଅଯୋଧ୍ୟାର ୫୬ଟି ଘାଟରେ ୨୬ଲକ୍ଷରୁ ଅଧିକ ଦୀପ ଲଗାଇ ରେକର୍ଡ ଲକ୍ଷରେ ଅଯୋଧ୍ୟା । ଡ୍ରୋନ ସାହାଯ୍ୟରେ ଦୀପ ଗଣୁଛନ୍ତି ଗିନିଜବୁକ ଟିମ୍ … Read More

ଦୀପାବଳି ପାଇଁ ସମସ୍ୟାରେ ଫସିଛନ୍ତି ଇଟାଲୀରୁ ଦିଲ୍ଲୀ ଫେରୁଥିବା ଯାତ୍ରୀ, ଏୟାର ଇଣ୍ଡିଆ ବିମାନ ବାତିଲ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ବିମାନ ଯାତ୍ରୀଙ୍କୁ ବଡ଼ ଝଟକା । ଫଳରେ ସମସ୍ୟାରେ ଫସିଛନ୍ତି ଅନେକ ଯାତ୍ରୀ । ଇଟାଲୀ ମିଲାନରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ଶୁକ୍ରବାର ବାତିଲ କରାଯାଇଛି । ଦୀପାବଳି ଯୋଗୁଁ ଅନେକ ଯାତ୍ରୀ ହଇରାଣ ହୋଇଛନ୍ତି … Read More

ଛଟ୍ ପୂଜା ପାଇଁ ଘରକୁ ଫେରୁଥିବା ବେଳେ ଟ୍ରେନରୁ ଖସିପଡିଲେ ୩ ଯାତ୍ରୀ, ୨ ମୃତ

ମହାରାଷ୍ଟ୍ର : ମହାରାଷ୍ଟ୍ରର ନାସିକ ରୋଡ୍ ରେଳ ଷ୍ଟେସନ ନିକଟରେ ବଡ଼ ଦୁର୍ଘଟଣା ଘଟିଛି । ଛଟ ପୂଜା ପାଇଁ ଘରକୁ ଫେରୁଥିବା ତିନି ଜଣ ଯାତ୍ରୀ ଟ୍ରେନ୍ରୁ ଛିଟିକି ପଡିବାର ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଜଣେ ଗୁରୁତର ଆହତ … Read More

ଆମେରିକା ଇତିହାସର ସବୁଠାରୁ ବଡ଼ ପ୍ରତିବାଦ, ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ ଲୋକ

ଆମେରିକା : ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ଆମେରିକାର ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ଯାହା ଆମେରିକାର ଇତିହାସର ସବୁଠାରୁ ବଡ଼ ପ୍ରତିବାଦ । ବିଶେଷକରି ଟ୍ରମ୍ପଙ୍କ ଟ୍ରାନ୍ସଜେଣ୍ଡର ବିରୋଧୀ ବୟାନ ଏବଂ ଅନ୍ୟାନ୍ୟ ବିବାଦୀୟ ନିଷ୍ପତ୍ତି ବିରୋଧରେ ୭୦ ଲକ୍ଷରୁ … Read More

ଦୀପ ଜାଳିବାରେ ଅଯଥା ଟଙ୍କା ଖର୍ଚ୍ଚ କରନାହିଁ: ଅଖିଳେଶ

ନୂଆଦିଲ୍ଲୀ: ଦୀପାବଳିରେ ଦୀପ ଏବଂ ମହମବତୀ ଜଳାଇବା ସମ୍ପର୍କରେ ଅଖିଳେଶ ଯାଦବଙ୍କ ବୟାନକୁ ନେଇ ଆଲୋଚନା ଜୋର ଧରିଛି | ବିଜେପି ନେତାମାନେ ଏସପି ଅଧ୍ୟକ୍ଷଙ୍କୁ କଡା ଟାର୍ଗେଟ କରିଛନ୍ତି। ଆଜି ବରିଷ୍ଠ ବିଜେପି ନେତା ମୁଖତାର ଆବାସ ନକଭି କହିଛନ୍ତି … Read More