ସାର ପାଇଁ ଲମ୍ୱା ଲାଇନ୍, ପ୍ରବଳ ଗହଳି ଯୋଗୁଁ ରାସ୍ତା ଜାମ୍
ଲକ୍ଷ୍ମୀପୁର: ବସ୍ତାଏ ସାର ପାଇଁ ଲମ୍ୱା ଲାଇନ୍। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ସାର ସମସ୍ୟା । ଲକ୍ଷ୍ମୀପୁର ନାରାୟଣପାଟଣା ସେବା ସମବାୟ ସମିତି ଆଗରେ ପ୍ରବଳ ଭିଡ଼। ବସ୍ତାଏ ୟୁରିଆ ସାର ପାଇଁ ଲମ୍ୱା ଲାଇନ୍ ଲଗାଇଛନ୍ତି ଶହ ଶହ ଚାଷୀ … Read More
