ଚୀନ ସହ ଟ୍ରମ୍ପଙ୍କ Tik Tok ଡିଲ୍, ଜିନପିଙ୍ଗଙ୍କ ମିଳିଲା ଅନୁମୋଦନ

ଆମେରିକା : ଚୀନ ସହ  ଟ୍ରମ୍ପଙ୍କ Tik Tok ଡିଲ୍ । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ  ଚୀନ ରାଷ୍ଟ୍ରପତି  ଜିନପିଙ୍ଗ ସହ ଟେଲିଫୋନରେ ଆଲୋଚନା କରିଛନ୍ତି ।  ଆଲୋଚନାରେ ଟିକଟକ ଡିଲକୁ ଜିନପିଙ୍ଗ ଅନୁମୋଦନ ଦେଇଛନ୍ତି । ସୂଚନାନୁଯାୟୀ, ଚୀନ ସହ … Read More

ନିୟନ୍ତ୍ରଣ ହରାଇ କୂଅରେ ପଡିଲା ବୋଲେରୋ : ୩ ମୃତ, ଜଣେ ନିଖୋଜ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଛିନ୍ଦବାଡା ଜିଲ୍ଲାରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏପରି ଘଟଣା ଗତକାଲି ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା । ବେତୁଲ ରାଜପଥରେ ଏକ ଚାରିଚକିଆ ଗାଡ଼ି ନିୟନ୍ତ୍ରଣ ହରାଇ କୂଅରେ ପଡିଯାଇଥିଲା । ଏହି ଘଟଣାରେ ୩ ଜଣଙ୍କର … Read More

କେନ୍ଦ୍ରମନ୍ତ୍ରୀ ରାମନାଥ ଠାକୁର ଅସୁସ୍ଥ, ଆଇସିୟୁରେ କରାଗଲା ଭର୍ତ୍ତି

ବିହାର : ବିହାର ବିଧାନସଭା ନିର୍ବାଚନ ୨୦୨୫କୁ ନେଇ ରାଜନୀତି ସରଗରମ ରହିଛି । ବିଜେପି ଏନଡିଏ ଗଠବନ୍ଧନ ଏବଂ ତେଜସ୍ବୀଙ୍କ ନେତୃତ୍ୱରେ ମହାଗଠବନ୍ଧନ ସିଟ୍ ଭାଗ ବଣ୍ଟାକୁ ନେଇ ଲଗାତାର ବୈଠକ ହେଉଛି। ଏହାରି ଭିତରେ ବିହାରର କେନ୍ଦ୍ରମନ୍ତ୍ରୀ ଏବଂ ଉଦୟୁର … Read More

ଉଧମପୁରରେ ସେନା-ଆତଙ୍କୀ ଗୁଳି ବିନିମୟ, ଜଣେ ଯବାନ ସହିଦ

ଜମ୍ମୁ କଶ୍ମୀର : ଜମ୍ମୁ ଓ କଶ୍ମୀରର ଉଧମପୁର ଜିଲ୍ଲାରେ ଗୁଳିବିନିମୟରେ ଜଣେ ସେନା ଯବାନ ସହିଦ ହୋଇଛନ୍ତି । ଏହି ଗୁଳିବିନିମୟରେ ତିନିରୁ ଚାରି ଜଣ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଏନକାଉଣ୍ଟରରେ ଫସି ରହିଥିବା ଅନୁମାନ କରାଯାଉଛି । ସେହିପରି କିସ୍ତୱାରରେ ଆଉ … Read More

୨୦୨୭ରେ ଆରମ୍ଭ ହେବ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍

ମୁମ୍ବାଇ : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଆଜି ଦିନ ଶେଷ ହୋଇଛି ।  ଶିଲଫାଟା ଏବଂ ଘନସୋଲି ମଧ୍ୟରେ ୪.୮୮ କିଲୋମିଟର ଲମ୍ବର ଏକ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ସମାପ୍ତ … Read More

ଦୁର୍ଘଟଣାରେ ପ୍ରାଣ ହରାଇଲେ ବଲିଉଡ ଗାୟକ ଜୁବିନ ଗର୍ଗ

ମୁମ୍ବଇ: ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଲିଉଡର ଲୋକପ୍ରିୟ ପ୍ରଚ୍ଛଦପଟ ଗାୟକ ଜୁବିନ ଗର୍ଗ ପ୍ରାଣ ହରାଇଥିବା ଜଣାପଡିଛି। ଆସନ୍ତା ୨୦ ଓ ୨୧ରେ ଅନୁଷ୍ଠିତ ହେବାକୁ ଥିବା ‘ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ’ରେ ଅଂଶଗ୍ରହଣ କରିବାକୁ ୫୨ … Read More

ଏଚ୍‍-୧ବି ଭିସା ହେଲା ମହଙ୍ଗା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ନୂଆ ଏଚ୍‍-୧ବି ଭିସା ଆବେଦନ ଉପରେ ୧୦ହଜାର ଡଲାରର ଶୁଳ୍କ ଲାଗୁ କରିବା ପାଇଁ ଏକ ଘୋଷଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଯାହାର ଅର୍ଥ ହେଉଛି ଭାରତୀୟମାନଙ୍କୁ ଏବେ ଭିସା ପାଇଁ ଆବେଦନ … Read More

ଭାରତ-ଆମେରିକା ବାଣିଜ୍ୟିକ ରାଜିନାମା: ଟ୍ରମ୍ପଙ୍କ ସହ ଆଲୋଚନା ପାଇଁ ଆମେରିକା ଯିବେ ପିୟୁଷ ଗୋୟଲ!

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଦ୍ଵିପାକ୍ଷିକ ବାଣିଜ୍ୟିକ ରାଜିନାମାକୁ ନେଇ ଆଶା ବଳବତ୍ତର ରହିଛି। ରାଜିନାମା ଲାଗି ଟ୍ରମ୍ପ ପ୍ରଶାସନ ସହିତ ଆଲୋଚନା ପାଇଁ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଖୁବଶୀଘ୍ର ଆମେରିକା ଗସ୍ତ କରିବେ ବୋଲି … Read More

ସୋମବାର ଯାଏ ଗୃହକୁ ମୁଲତବି ରଖିଲେ ବାଚସ୍ପତି

ଭୁବନେଶ୍ୱର : ଆଜି ବି ବିଧାନସଭା ହୁଲସ୍ତୁଲ । ସାରର ଅଭାବ ଓ କଳାବଜାରୀ ପ୍ରସଙ୍ଗରେ ତାତିଲା ଗୃହ । ବିରୋଧୀ ବିଜେଡି ବିଧାୟକଙ୍କ ପ୍ରବଳ ହୋହଲ୍ଲା । ବାଚସ୍ପତିଙ୍କ ପୋଡିୟମ ଆଗରେ ବିଜେଡି ବିଧାୟକମାନେ ନାରାବାଜି କରିଥିଲେ ।  ଫଳରେ ଗୃହ … Read More

ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ; ଏମାର ମଠ ରୁପା ଇଟା ସ୍ଥାନାନ୍ତର ପ୍ରସ୍ତାବ

ପୁରୀ : ଆଜି ପୁରୀରେ ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି।  ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଜାରି ରହିଛି। ରତ୍ନଭଣ୍ଡାର ମରାମତି ସରିଥିବାରୁ ଏମାର ମଠରୁ ବାହାରିଥିବା ରୁପା … Read More