ଏସଆଇଆରକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ; ଗଡ଼ବଡ଼ ହେଲେ ରଦ୍ଦ କରାଯିବ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ଆୟୋଗଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର)କୁ ନେଇ ସୁପ୍ରିମକୋର୍ଟ ସୋମବାର କଡ଼ା ତାଗିଦ କରିଛନ୍ତି। ଏସଆଇଆର କାର୍ଯ୍ୟ ପ୍ରଣାଳୀରେ ଯଦି କୌଣସି ବେଆଇନ କାର୍ଯ୍ୟ କିମ୍ବା ଗଡ଼ବଡ଼ ଦେଖିବାକୁ ମିଳେ, ତେବେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ … Read More

ହଜାରିବାଗ ଜଙ୍ଗଲରେ ଏନକାଉଣ୍ଟର, ଦୁଇ ନକ୍ସଲ ନିହତ

ରାଞ୍ଚି : ହଜାରୀବାଗର ଗିରହୋର ଥାନା ଅଞ୍ଚଳରେ ହୋଇଛି ଏନକାଉଣ୍ଟର ।  ଆଜି ସକାଳେ ସୁରକ୍ଷା ବାହିନୀ ସହିତପାନାତିତ୍ରୀ ଜଙ୍ଗଲରେ ଏକ ଏନକାଉଣ୍ଟରରେ ୧ କୋଟି ଟଙ୍କାର ପୁରସ୍କାର ରାଶି ବହନ କରିଥିବା ମାଓବାଦୀ ସହଦେବ ସୋରେନ ଏବଂ ଅନ୍ୟ ଦୁଇ ଜଣ … Read More

ପୁଣି ବଦଳିଲା ଜେନ-ଜିଙ୍କ ସ୍ବର, ସୁଶୀଳା କାର୍କିଙ୍କ ବିରୋଧରେ ଆରମ୍ଭ ହେଲାଣି ଅସନ୍ତୋଷ

କାଠମାଣ୍ଡୁ : ନେପାଳରେ ଜେନ-ଜିଙ୍କ ବିକ୍ଷୋଭ ପରେ ଧୀରେ ଧୀରେ ଶାନ୍ତି ଫେରୁଛି । ସୁଶୀଳା କାର୍କି ଅନ୍ତରୀମ ପ୍ରଧାନମନ୍ତ୍ରୀ ହେବା ପରେ କିଛି ସ୍ଥାନରୁ କର୍ଫ୍ୟୁ ହଟାଇ ଦିଆଯାଇଛି । କିନ୍ତୁ ସୁଶୀଳା କାର୍କି ଶପଥ ଗ୍ରହଣ କରିବାର ୩ ଦିନ … Read More

ୱାକଫ୍‍ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରାୟ: ୨ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖିଲେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ୱାକଫ୍‍ ସଂଶୋଧନ ଆଇନ ୨୦୨୫ର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ତାଙ୍କର ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତା ୱାକଫ୍‍ ସଂଶୋଧନ ଆଇନ ୨୦୨୫ର ବୈଧତା ଉପରେ କୌଣସି ରାୟ ଦେଇନାହାଁନ୍ତି ଏବଂ ଆଇନକୁ ସ୍ଥଗିତ … Read More

କାର୍ ଦୁର୍ଘଟଣାରେ ଅର୍ଥ ବିଭାଗର ଉପସଚିବଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କାର୍ ଦୁର୍ଘଟଣାରେ ଅର୍ଥ ବିଭାଗର ଉପସଚିବଙ୍କ ମୃତ୍ୟୁ ହୋଇଛି । ଘଟଣାରେ ତାଙ୍କ ପତ୍ନୀ ଗୁରୁତର ରହିଛନ୍ତି । ଏମାନେ ବାଇକ୍ ଯୋଗୁଁ ବଙ୍ଗଲା ସାହିବ ଗୁରୁଦ୍ବାରାରୁ ଘରକୁ ଫେରୁଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି … Read More

ଟ୍ରଲର ସହିତ ଧକ୍କା ହେଲା ବସ୍, ୪ ମୃତ, ଅନେକ ଆହତ

ଜୋନପୁର : ୟୁପି ଜୋନପୁରରେ ବଡ଼ ଦୁର୍ଘଟଣା ଘଟିଛି । ଘଟଣାରେ ଅଯୋଧ୍ୟାରୁ ବାରଣାସୀ ଯାଉଥିବା ଏକ ବିଳାସପୂର୍ଣ୍ଣ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ଜୋନପୁର ଲାଇନବଜାର … Read More

ଅଧାରାସ୍ତାରେ ଝୁଲିଲା ମନୋରେଲ୍

ମୁମ୍ବାଇ : ମହାରାଷ୍ଟ୍ରରେ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି । ରବିବାର ରାତିରେ ପ୍ରବଳ ବର୍ଷା ହୋଇ ମୁମ୍ବାଇର ବିଭିନ୍ନ ସ୍ଥାନରେ ପାଣି ଜମିଛି । ଏହାରି ମଧ୍ୟରେ ମୁମ୍ବାଇର ୱଡାଲା ଅଞ୍ଚଳରେ ଏକ ମନୋରେଲ ଠପ୍ ହୋଇଛି । ଯାନ୍ତ୍ରିକ ତ୍ରୁଟି … Read More

ଖୁବ୍ ଶୀଘ୍ର ବଦଳିବ ୟୁପିଆଇ ନିୟମ !

ନୂଆଦିଲ୍ଲୀ : ଫୋନ୍ ପେ ଏବଂ ଗୁଗଲ୍‌ ପେ ବ୍ୟବହାରକାରୀଙ୍କ ପାଇଁ ବଡ ଖବର ଆସିଛି। ୟୁପିଆଇ କାରବାରକୁ ନେଇ ଏନପିସିଆଇ ବଡ ପରିବର୍ତ୍ତନ କରିବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ  ଆଜି ୧୫ ସେପ୍ଟେମ୍ବରରୁ ଯୁପିଆଇ ଜରିଆରେ … Read More

ଭାରତ ସହ ସମ୍ପର୍କ ସୁଧାରିବାକୁ ବ୍ୟାକୁଳ ଟ୍ରମ୍ପ, ବାଣିଜ୍ୟିକ ରାଜିନାମା ପାଇଁ ହେବ ଆଲୋଚନା

ଭାରତକୁ ଅକଳରେ ପକାଇବାକୁ ଆମେରିକାର ଅପଚେଷ୍ଟା ବିଫଳ ହେବା ପରେ ଏବେ ସମ୍ପର୍କ ସୁଧାରିବାକୁ ଛଟପଟ ହେଉଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏସସିଓ ସମ୍ମିଳନୀରେ ଭାରତ-ଚୀନ-ରୁଷ ଗୋଟିଏ ମଞ୍ଚରେ ଏକାଠି ହେବା ପରେ ଟ୍ରମ୍ପଙ୍କ ନିଦ ହଜିଯାଇଛି।  ସେବେଠାରୁ ସେ ପ୍ରଧାନମନ୍ତ୍ରୀ … Read More

ସୁଶୀଳାଙ୍କ କ୍ୟାବିନେଟରେ ସାମିଲ ହେଲେ ୩ ନୂଆ ମନ୍ତ୍ରୀ

କାଠମାଣ୍ଡୁ: ନେପାଳର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ନିଜ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ସୁଶୀଳା ନିଜ କ୍ୟାବିନେଟରେ ୩ ନୂଆ ମନ୍ତ୍ରୀଙ୍କୁ ସାମିଲ କରିଛନ୍ତି। ସୋମବାର ଏକ କାର୍ଯ୍ୟକ୍ରମରେ … Read More