ଭାରତ-ରୁଷର ବନ୍ଧୁତା ଦେଖି ଇର୍ଷାରେ ଜଳିଲେ ଶହବାଜ୍, ପୁଟିନଙ୍କୁ କହିଲେ, “ଆମେ ମଧ୍ୟ ଦୃଢ଼ ସମ୍ପର୍କ ଚାହୁଁଛୁ”

ନୂଆଦିଲ୍ଲୀ: ଚୀନରେ ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତା ଦେଖି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବେ ନରମିଛନ୍ତି । ରୁଷ ସହ ବି ନିଜର ସଂପର୍କକୁ ଭାରତ ଭଳି କରିବାକୁ ବନ ବଳାଇଛନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ … Read More

ନକ୍ସଲ ମୁକ୍ତ ନ ହେବା ଯାଏଁ ଶାନ୍ତିରେ ବସିବୁ ନାହିଁ: କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ବୁଧବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଯେପର୍ଯ୍ୟନ୍ତ ସମସ୍ତ ନକ୍ସଲ ଆତ୍ମସମର୍ପଣ କରିନାହାନ୍ତି କିମ୍ବା ଧରାପଡ଼ି ନାହାନ୍ତି ବା ନିପାତ ନହେବା ପର୍ଯ୍ୟନ୍ତ ମୋଦୀ ସରକାର ଶାନ୍ତିରେ ବସିବେ ନାହିଁ। ଛତିଶଗଡ଼ର କାରେଗୁଟ୍ଟା ପାହାଡ଼ରେ ‘ଅପରେସନ୍ … Read More

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଟିନଙ୍କ ଉପହାର, ଭାରତକୁ ଆହୁରି S-400 କ୍ଷେପଣାସ୍ତ୍ର ପଠାଇବ ରୁଷ….

ନୂଆଦିଲ୍ଲୀ: ଚୀନର ତିଆନଜିନ୍‌ରେ ସମ୍ପ୍ରତି ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଗଭୀର କରିବା ଆରମ୍ଭ କରିଛି। … Read More

କାରିବିଆନ ସାଗରରେ ଜାହାଜ ଉପରେ ଆମେରିକାର ଆକ୍ରମଣ, ୧୧ ମୃତ

ୱାଶିଂଟନ: ଦକ୍ଷିଣ କାରିବିଆନ ସାଗରରେ ଏକ ଜାହାଜ ଉପରେ ଆକ୍ରମଣ କରିଛି ଆମେରିକା । ଏହି ଆକ୍ରମଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ କହିଛନ୍ତି ଯେ ଆମେରିକା ଏକ ଡ୍ରଗ୍ସ ପରିବହନକାରୀ ଜାହାଜ ଉପରେ … Read More

ପାକିସ୍ତାନର କ୍ବୋଟାରେ ବୋମା ବିସ୍ଫୋରଣ, ୨୫ ମୃତ, ୩୦ ଆହତ

କ୍ବେଟା : ପାକିସ୍ତାନର କ୍ବୋଟାରେ ବଲୁଚ ନ୍ୟାସନାଲ ପାର୍ଟିର ରାଲିରେ ବଡ଼ ବିସ୍ଫୋରଣ । ଏଥିରେ ୨୫ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ନିକଟସ୍ଥ ହସପିଟାଲରେ କରାଯାଉଛି । ଆହତଙ୍କ ମଧ୍ୟରେ ପୂର୍ବ ସାଂସଦ … Read More

ପଞ୍ଜାବରେ ଭୟଙ୍କର ବନ୍ୟା ସ୍ଥିତି, ୭ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ପଞ୍ଜାବ: ଉତ୍ତର ଭାରତରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ସ୍ଥିତି ଭୟଙ୍କର ରହିଛି । ପଞ୍ଜାବ, ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବନ୍ୟା ସ୍ଥିତି ଦେଖାଦେଇଛି । ପଞ୍ଜାବରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ପଞ୍ଜାବର … Read More

ସିଏଏକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି: ଭାରତରେ ରହିପାରିବେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟ

ନୂଆଦିଲ୍ଲୀ: ଧାର୍ମିକ ନିର୍ଯାତନାରୁ ରକ୍ଷା ପାଇଁ ଭାରତ ଆସିଥିବା ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । … Read More

ସ୍କୁଲ ସହ ମିଶିବ ଅଙ୍ଗନବାଡି ! ପିଲାଙ୍କ ଶୈଶବର ଯତ୍ନ ବିଦ୍ୟାଳୟରୁ ଆରମ୍ଭ ନିଷ୍ପତ୍ତି

ନୂଆଦିଲ୍ଲୀ: ପିଲାଙ୍କ ଶୈଶବ ଯତ୍ନ ଓ ଶିକ୍ଷାକୁ ଆନୁଷ୍ଠାନିକ ଭାବେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଲକ୍ଷ୍ୟରେ ବିଦ୍ୟାଳୟଗୁଡ଼ିକ ସହିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଯୋଡ଼ିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ଆରମ୍ଭ … Read More

ବିନ୍ନିଙ୍କ ସ୍ଥାନରେ ନୂଆ ସଭାପତି ଖୋଜୁଛି ବିସିସିଆଇ

ମୁମ୍ବଇ : ଜଲ୍‌ଦି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ବିସିସିଆଇର ଗୁମାସ୍ତାମାନେ ନୂତନ ସଭାପତି ଖୋଜିବା ଆରମ୍ଭ କରିଛନ୍ତି। ଗତ କିଛିଦିନ ହେଲା ଅନୌପଚାରିକ ବୈଠକ … Read More

କୋର୍ଟରୁ ଟ୍ରମ୍ପଙ୍କୁ ଆଉ ଏକ ଝଟ୍‍କା: ସେନା ମୁତୟନ ନିର୍ଦ୍ଦେଶ ଉପରେ ରୋକ୍‍

କୋର୍ଟରୁ ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଝଟ୍‍କା ଲାଗିଛି । ପୂର୍ବରୁ କୋର୍ଟ ତାଙ୍କ ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କକୁ ଅସାମ୍ବିଧାନିକ ଘୋଷଣା କରିଥିଲେ, ଯଦିଓ ଏହା ସ୍ଥଗିତ ରଖାଯାଇ ନଥିଲା । ଏହା ଟ୍ରମ୍ପଙ୍କୁ ଉଚ୍ଚ … Read More