ନେପାଳରେ ଫସିଛନ୍ତି ଓଡ଼ିଶାର ପର୍ଯ୍ୟଟକ; ଟ୍ରାଭେଲ ଏଜେନ୍ସି ଫେରାର, ଉଦ୍ଧାର ପାଇଁ ଗୁହାରି
ଯାଜପୁର/ପଟ୍ଟାମୁଣ୍ଡାଇ: ନେପାଳରେ କଲଵଲ ଓଡ଼ିଆ । ଫସିଲେ ନେପାଳରେ ଭାରତ ଫେରିବା ପାଇଁ ନିବେଦନ କଲେ । କେଉଁଠି ବୁଲିବାକୁ ଯାଇ ହଟହଟା ହୋଇଛନ୍ତି ଓଡ଼ିଆ ପର୍ଯ୍ୟଟକ ତ ଆଉ କେଉଁଠି ଦିନ ମଜୁରିଆ ଫସି ରହିଲେଣି । ପର୍ଯ୍ୟଟକଙ୍କୁ ନେଇଥିବା ଟ୍ରାଭେଲ … Read More
