ଦୁର୍ଗାପୂଜା: ପାରମ୍ପରିକ ବାଜାରେ ମାଆଙ୍କୁ ମେଲାଣି, ଭସାଣରେ ଡିଜେ ମନା
ଭୁବନେଶ୍ଵର : ଆଉ ଦିନ କେଇଟା ପରେ ଶାରଦୀୟ ଦୁର୍ଗାପୂଜା। ଏ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି। ଆଜି ପୁଲିସ୍ ସେବା ଭବନଠାରେ କମିସନରେଟ ପୁଲିସ୍ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା, ରାବଣ ପୋଡି ଓ ଭସାଣି ଉତ୍ସବ ପାଇଁ … Read More
