ଜେଲ୍ ଗଲେ ପଦରୁ ବିଦା ହେବେ PM, CM, ମନ୍ତ୍ରୀ; ଲୋକସଭାରେ ବିଲ୍ ଆଗତ ପରେ କପି ଚିରି ଫିଙ୍ଗିଲେ ବିରୋଧୀ….

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ୧୩୦ ତମ ସମ୍ବିଧାନ ସଂଶୋଧନ ବିଲ୍ ୨୦୨୫, କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍ ୨୦୨୫ ଏବଂ ଜମ୍ମୁ ଏବଂ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୫ ଆଗତ କରିଛନ୍ତି । … Read More

ଭାରତ ଚଳାଇଲା ଗୋଟି, ନିଜ ଜାଲରେ ଫସିବେ ଟ୍ରମ୍ପ!

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଭାରତ ଉପରେ ଖପ୍ପା । ରୁଷିଆ ସହ ସମ୍ପର୍କ ନେଇ ଭାରତ ଉପରେ ଦାଉ ସାଧୁଥିବା ଟ୍ରମ୍ପ, ଦେଶର ଆମଦାନୀ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ଜାରି କରିଛନ୍ତି । ହେଲେ ଏବେ … Read More

ଭାରତରେ ବ୍ୟାପୁଛି ସାଂଘାତିକ ରୋଗ, ‘ବ୍ରେନ ଇଟିଂ ଆମୀବା’ ନେଉଛି ଜୀବନ

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ପ୍ରକାରର ଭୂତାଣୁ (ଭାଇରସ) ଓ ଜୀବାଣୁ (ବ୍ୟାକ୍ଟେରିଆ) ମଣିଷର ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଛନ୍ତି। କିନ୍ତୁ କେତେକ ଏମିତି ଅଛନ୍ତି, ଯାହାର ନାମ ଶୁଣିଲେ ହିଁ ଲୋକେ ଭୟଭୀତ ହୋଇଯାଆନ୍ତି। ‘ବ୍ରେନ ଇଟିଂ ଆମୀବା’ ଏପରି … Read More

ଫସିଲା ମୋନୋ ରେଲ୍‌: କ୍ରେନ୍‌ରେ ଯାତ୍ରୀଙ୍କୁ କରାଗଲା ଉଦ୍ଧାର

ମୁମ୍ବାଇ: ପ୍ରବଳ ବର୍ଷା ମଧ୍ୟରେ ଆଜି ମୁମ୍ବାଇରେ ଏକ ମୋନୋ ରେଲ୍‌ ଟ୍ରେନ୍‌ ଫସି ଯାଇଛି। ଏଥିଯୋଗୁଁ ପ୍ରାୟ ୨ ଶହ ଯାତ୍ରୀ  ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଫସି ରହିଥିଲେ।  ମୋନୋ ରେଲ୍‌ ଏକ ଉଚ୍ଚ ଟ୍ରାକ୍‌ରେ ଯାତ୍ରା … Read More

ମୁମ୍ବାଇରେ ଦିନକରେ ୩୦୦ ମିମି ବର୍ଷା, ରେଡ୍ ଆଲର୍ଟ, ୬ ମୃତ, ୩ ଶହ ଉଦ୍ଧାର

ମୁମ୍ବାଇ: ମଙ୍ଗଳବାର ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ଲୋକାଲ ଟ୍ରେନ୍ ବିଳମ୍ବିତ ହେବା ଓ ସଡ଼କ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେବାରୁ ସହର ପ୍ରାୟ ଠପ୍ ହୋଇଯାଇଛି। ବର୍ଷାଜନିତ କାରଣ ପାଇଁ ୬ … Read More

ନାମାଙ୍କନ ଭରିଲେ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ, ପ୍ରଥମ ପ୍ରସ୍ତାବକ ହେଲେ ମୋଦି

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ଏନଡିଏ ସମର୍ଥିତ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ଆସନ୍ତାକାଲି ନାମାଙ୍କନ ଭରିବାର ଶେଷ ତାରିଖ ରହିଛି । ଆଜି ନାମାଙ୍କନ ଭରିଛନ୍ତି ଏନଡିଏ ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି … Read More

ରାଜଧାନୀର ୫୦ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ, ଛାତ୍ରଛାତ୍ରୀ-ଅଭିଭାବକ ଭୟଭୀତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ସ୍କୁଲକୁ ମିଳିଛି ବୋମା ବିସ୍ଫୋରଣ ଧମକ । ପୁଣି ଥରେ ଦିଲ୍ଲୀର ୫୦ଟି ସ୍କୁଲକୁ ମିଳିଛି ବୋମା ଧମକ । ମାଲବ୍ୟ ନଗର, ନଜଫଗଡ଼, କରୋଲ ବାଗ ସହିତ ଅନ୍ୟ ସ୍କୁଲକୁ ବୋମା ଧମକ ମିଳିଛି । … Read More

ଜେଲ୍‌ ଗଲେ ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା: ୨୦୬ ପ୍ରତିଶତରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି

 ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କୁ ସୁନ୍ଦରଗଡ଼ ଦୁର୍ନୀତି ନିବାରଣ ବିଭାଗ(ଭିଜିଲାନ୍ସ) ଗିରଫ କରିଛି। ଚଢ଼ଉ ବେଳେ ସୁନ୍ଦରଗଡ଼ ଓ ରାଉରକେଲା ଛେଣ୍ଡରେ ୨କୋଟିରୁ ଊର୍ଦ୍ଧ୍ବ ଟଙ୍କାର ୨ଟି ବହୁତଳ … Read More

୬ଥାକିଆ ହେବ ଭୁବନେଶ୍ବର ବାଇପାସ୍‌ ରୋଡ୍‌: ଖର୍ଚ୍ଚ ହେବ ୮୩୦୮କୋଟି

ଭୁବନେଶ୍ବର: ଖୋର୍ଦ୍ଧା, ଭୁବ‌ନେଶ୍ବର କଟକ ସହରର ଭିଡ଼ ଓ ଟ୍ରାଫିକ୍‌ ସମସ୍ୟା କମାଇବା, ଭାରୀ ଯାନ ଚଳାଚଳ ହ୍ରାସ ପାଇଁ ଏନ୍‌ଏଚ୍-୧୬ରେ (ଚେନ୍ନାଇ-କୋଲକତା କରିଡର) ଜାତୀୟ ରାଜପଥ କର୍ତ୍ତୃପକ୍ଷ ଭୁବନେଶ୍ବର ବାଇପାସ୍‌ ନିର୍ମାଣ କରିବାକୁ ଯାଉଛନ୍ତି। ଏହା ଖୋର୍ଦ୍ଧା ଜିଲ୍ଲା ରାମେଶ୍ବରରୁ ବାହାରି … Read More

ରାଜଧାନୀ ଏକ୍ସପ୍ରେସ୍‌ର ଗୁଣବତ୍ତା ଯାଞ୍ଚ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ବର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ୍‌ ଆଜି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌(୨୨୮୨୩)ରେ ଅନ୍‌-ବୋର୍ଡ ଯାଞ୍ଚ କରିଛନ୍ତି। ସମସ୍ତ ଯାତ୍ରୀଙ୍କ ପାଇଁ ଏକ ଆରାମଦାୟକ ଓ ସୁଗମ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଯାତ୍ରୀଙ୍କ ସୁବିଧା, ପରିଷ୍କାର ପରିଚ୍ଛନ୍ନତା, ସୁରକ୍ଷା … Read More