ନାରୀ ନ୍ୟାୟ ବାହିନୀ ଆପ୍‌ ଉନ୍ମୋଚିତ

ଭୁବନେଶ୍ଵର: ନାରୀ ନ୍ୟାୟ ବାହିନୀ ସଂଗଠନ ତରଫରୁ ଉନ୍ମୋଚନ ହୋଇଛି ନାରୀ ନ୍ୟାୟ ବାହିନୀ ଆପ୍‌। ପିସିସି ସଭାପତି ଭକ୍ତ ଚରଣ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଆପ୍‌କୁ ଉନ୍ମୋଚନ କରିଛନ୍ତି। ନାରୀମାନଙ୍କର ଉପରେ ହେଉଥିବା ଅନ୍ୟାୟ ବିରୋଧରେ … Read More

ନାବାଳକ ଛାତ୍ରକୁ ନିସ୍ତୁକ ମାଡ଼: ଭିଡିଓ ଭାଇରାଲ ପରେ ପ୍ରଶାସନର ହସ୍ତକ୍ଷେପ

ଭୁବନେଶ୍ବର: ଏକ ସମ୍ବେଦନଶୀଳ ଘଟଣାକୁ ନେଇ ରାଜ୍ୟସଭା ସାଂସଦ ସୁଲତା ଦେଓ ପୁଣି ଥରେ ରାଜ୍ୟ ସରକାରଙ୍କୁ ପରୋକ୍ଷ ଭାବେ ଟାର୍ଗେଟ୍‌ କରିଛନ୍ତି। ଯାଜପୁରଜିଲ୍ଲା କାଳିଆପାଣି ଅଞ୍ଚଳରେ ଜଣେ ନାବାଳକଙ୍କୁ ଚପଲରେ ମାଡ଼ ମରାଯିବା ଘଟଣା ନେଇ ସୁଲତା ଦେଇ ସାମାଜିକ … Read More

ସୌମ୍ୟାଶ୍ରୀ ଆତ୍ମାହୁତି ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟ; ଏସ୍‌ଆଇଟି ତଦନ୍ତ ଆବଶ୍ୟକ ନାହିଁ

କଟକ: ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାର ତଦନ୍ତ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଦ୍ବାରା କରିବା ପାଇଁ ହୋଇଥିବା ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ବର୍ତ୍ତମାନ ପରିସ୍ଥିତିରେ ଏସ୍‌ଆଇଟି ତଦନ୍ତର ଆବଶ୍ୟକତା ନାହିଁ … Read More

ନବୀନଙ୍କ ନେତୃତ୍ୱରେ ମହିଳାଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରହିଛି: ବିଜେଡି

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ସବୁବେଳେ ମହିଳାଙ୍କ ସମ୍ମାନକୁ ଗୁରୁତ୍ବ ଦେଉଛି। ମହିଳାଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିଛି। ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଦେଇଥିବା ପ୍ରତିକ୍ରିୟା … Read More

ଲୋକେ ଏବେ ରାସ୍ତାରେ ପହଁରୁଛନ୍ତି.. ବିଜେପି-ଆପ୍‌ ଟ୍ୱିଟ୍‌ ଯୁଦ୍ଧ

ନୂଆଦିଲ୍ଲୀ : ଦିଲ୍ଲୀରେ ଖୁବ୍‌ ଜୋର୍‌ରେ ବର୍ଷା ହେବା ପରେ ଭିନ୍ନ ଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଅନେକ ଅଞ୍ଚଳରେ ପାଣି ଭର୍ତ୍ତି ହୋଇ ରହିଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମାତ୍ର ଚଳିତ … Read More

ବିଜେଡି ଅନାସ୍ଥା ପ୍ରସ୍ତାବ ଆଣୁ, ଆମେ ତାକୁ ସମର୍ଥନ କରିବୁ: ପିସିସି ସଭାପତି

ଭୁବନେଶ୍ଵର: ରାଜ୍ୟରେ ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାର ଭାଙ୍ଗିବା ପାଇଁ ପୁଣି ରଣହୁଙ୍କାର ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭକ୍ତ କହିଛନ୍ତି, ସରକାର ଭାଙ୍ଗିବା ପାଇଁ ମୁଖ୍ୟ ବିରୋଧୀ ବିଜେଡି ଅନାସ୍ଥା … Read More

ବିହାର ବିଧାନସଭାରେ ହଙ୍ଗାମା…ଶାସକ ଓ ବିରୋଧୀ ଦଳର ବିଧାୟକଙ୍କ ଉପରେ ରାଗିଗଲେ ବାଚସ୍ପତି

ନୂଆଦିଲ୍ଲୀ ୨୩/୦୭: ବିହାର ବିଧାନସଭାରେ ହଙ୍ଗାମା । ‘ବାପା’ ଶବ୍ଦକୁ ନେଇ ଜୋରଦାର ହଟ୍ଟଗୋଳ । ସ୍ଥିତି ଏମିତି ହେଲା ଯେ, ରାଗିଯାଇଥିଲେ ବାଚସ୍ପତି ନନ୍ଦ କିଶୋର ଯାଦବ । ଏମିତିକି ଶାସକ ଓ ବିରୋଧୀଙ୍କ ଭଡକିଥିଲେ । ଛାଡି ଚାଲିଯାଇଥିଲେ … Read More

ଗୋଆ ଦେଶର ସବୁଠୁ ଧନୀ ରାଜ୍ୟ, ବିହାର ସବୁଠୁ ଗରିବ

ନୂଆଦିଲ୍ଲୀ ୨୩।୭: ଭାରତର ଅର୍ଥ ବ୍ୟବସ୍ଥା ଲଗାତାର ଆଗକୁ ବଢିବାରେ ଲାଗିଛି, ହେଲେ ସବୁ ରାଜ୍ୟଙ୍କ ବିକାଶ ହାର ଏକା ଭଳି ନୁହେଁ। କେନ୍ଦ୍ର ଅର୍ଥମନ୍ତ୍ରାଳୟ ଲୋକସଭାରେ ଯେଉଁ ତାଜା ରିପୋର୍ଟ ଉପସ୍ଥାପନ କରିଛି ସେଥିରେ ଗୋଆକୁ ଦେଶର ସବୁଠୁ ଧନୀ ରାଜ୍ୟ … Read More

ସଂସଦରେ ଉପସ୍ଥାପିତ ହେଲା ନ୍ୟାସନାଲ ସ୍ପୋର୍ଟସ୍ ଗଭର୍ଣ୍ଣାନ୍ସ ବିଲ୍, ଆଇନ ପରିସରଭୁକ୍ତ ହେବ BCCI

ନୂଆଦିଲ୍ଲୀ ୨୩।୭: କେନ୍ଦ୍ର କ୍ରିଡାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବୁଧବାର ଲୋକସଭାରେ ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ବିଲ୍-୨୦୨୫ ଉପସ୍ଥାପନ କରିଛନ୍ତି। ଏହି ବିଧେୟକ ଭାରତୀୟ କ୍ରିଡାରେ ପାରଦର୍ଶିତା, ଉତ୍ତରଦାୟୀ ଓ ଉନ୍ନତ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏହି ବିଧେୟକ … Read More

ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତିକୁ ରଦ୍ଦ କଲେ ରାଜ୍ୟପାଳ

କଟକ ୨୩।୭: ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତିକୁ ରାଜ୍ୟପାଳ ରଦ୍ଦ କରିଛନ୍ତି । ଆଜି ଏ ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡ଼ଭୋକେଟ ଜେନେରାଲ । ତେଣୁ ଏ ସଂକ୍ରାନ୍ତୀୟ ମାମଲାର ଏକ ପ୍ରକାର ଅନ୍ତ ହୋଇଛି ବୋଲି କୁହାଯାଇପାରେ । ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ନିଯୁକ୍ତିକୁ ବେଆଇନ … Read More