ବିଜୟ ଟିଭିକେର ମୁଖ୍ୟମନ୍ତ୍ରୀ ଚେହେରା, ବିଜେପି ସହ ହେବନି ମେଣ୍ଟ

ଚେନ୍ନଇ: ୨୦୨୬ ତାମିଲନାଡ଼ୁ ନିର୍ବାଚନକୁ ନେଇ ଟିଭିକେ(ତାମିଲଗା ଭେଟ୍ଟ୍ରି କାଝାଗମ୍‌) ଦଳ ଶୁକ୍ରବାର ବଡ଼ ଘୋଷଣା କରିଛି। ଅଭିନେତା ଥଲପତି ବିଜୟ ହୋଇଛନ୍ତି ଦଳର ମୁଖ୍ୟମନ୍ତ୍ରୀ ଚେହେରା। ଚେନ୍ନଇରେ ବସିଥିବା ଟିଭିକେ ଦଳୀୟ ବୈଠକରେ ଅଭିନେତାରୁ ରାଜନେତା ପାଲଟିଥିବା ଜୋସେଫ୍‌ ବିଜୟ … Read More

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା, ପୁରୀ ହେବ ମହାନଗର ନିଗମ

ପୁରୀ : ବଢିବ ପୁରୀର କଳେବର ।  ମହାନଗର ନିଗମ ହେବ ଜଗନ୍ନାଥ ଧାମ ପୁରୀ ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ଘୋଷଣା ।  କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ବର୍ଷ ସାରା ସହରକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ … Read More

ମୋଦୀଙ୍କୁ ସ୍ବାଗତ କରିବା ପାଇଁ ବରବେଶରେ ସଂସଦରେ ପହଞ୍ଚିଥିଲେ ସାଂସଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ମୋଦୀ ପ୍ରଥମେ ଦକ୍ଷିଣ ଆଫ୍ରିକାର ଘାନାରେ ଯାଇ ପହଞ୍ଚିଥିଲେ। ଘାନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଅନେକ ସାଂସଦ ଭାରତୀୟ ପୋଷାକ ଧୋତି-କୁର୍ତ୍ତା ଏବଂ ଶାଢ଼ି … Read More

ଶରଧାବାଲିରେ ଦଳାଚକଟା ଅଘଟଣ ପାଇଁ ସତ୍ୟବାଦୀ ବିଧାୟକ ଦାୟୀ: ଆପ୍

ପୁରୀ: ପୁରୀ ଶ୍ରୀମନ୍ଦିରର ପବିତ୍ରତା ଓ ପରମ୍ପରାକୁ ନଷ୍ଟ କଲେ ସତ୍ୟବାଦୀ ବିଧାୟକ । ଏଭଳି ଅଭିଯୋଗ ଆଣି ଆଜି ସାମ୍ବାଦିକ ସମିଳନୀ କରି ବିଧାୟକଙ୍କ ଉପରେ ଜୋରଦାର ବାର୍ଷିଛି ପୁରୀ ଆମ ଆଦମୀ ପାର୍ଟି । ସୂଚନା ମୁତାବକ, ସୋସିଆଲ … Read More

ରାଜଧାନୀରେ ଝଡ-ତୋଫାନ ପାଇଁ ଚେତାବନୀ; ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ

ନୂଆଦିଲ୍ଲୀ : ଦେଶରେ ଅଧିକାଂଶ ସ୍ଥାନରେ ପାଗରେ ପରିବର୍ତ୍ତନ ଘଟିଥିବା ଦେଖିବାକୁ ମିଳିଛି। ଦିଲ୍ଲୀରେ ବିଳମ୍ବିତ ରାତିରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଦିଲ୍ଲୀରେ ଅଧିକାଂଶ ସ୍ଥାନରେ ଝଡ-ତୋଫାନ ସହ ପ୍ରବଳ ବର୍ଷାର … Read More

ପୁଣି ଜାମିନ୍ ଆବେଦନ କଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର: ପୁଣି ଜାମିନ୍ ଆବେଦନ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ କୋର୍ଟରେ ଜାମିନ୍ ଆବେଦନ କଲେ । ଗତକାଲି SDJM କୋର୍ଟରେ ଜାମିନ୍ ଆବେଦନ ଖାରଜ ହୋଇଥିଲା । ସୋମବାର ବିଏମସିର ଅତିରିକ୍ତ କମିଶନରଙ୍କୁ … Read More

୮ରେ ହେବ ବିଜେପି ରାଜ୍ୟ ସଭାପତି ଘୋଷଣା, ସୂଚନା ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର : ମନମୋହନ ପୁଣି ରିପିଟ ହେବେ ନାଁ ନୂଆ ଚେହେରାଙ୍କୁ ଦାୟିତ୍ବ ?  ଜୁଲାଇ ୮ ରେ ରାଜ୍ୟ ବିଜେପିକୁ ମିଳିବ ନୂଆ ମୁଖିଆ ।  ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ।  ୬ ତାରିଖରେ ପ୍ରକାଶ … Read More

ରାମଚରିତ ମାନସ ମନ୍ଦିର ଭୂମି ପୂଜନ କଲେ ରାମଭଦ୍ରାଚାର୍ଯ୍ୟ

ପୁରୀ:ମଙ୍ଗଳାଘାଟ ଠାରେ ଆୟୋଜିତ ରାମଚରିତ ମାନସ ମନ୍ଦିର ଭୂମି ପୂଜନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ସଂସ୍କୃତି ଓ ସଂସ୍କାରଧର୍ମୀ କାର୍ଯ୍ୟ ଓ ଏହାର ବିକାଶ ପାଇଁ ରାଜ୍ୟ ସରକାର … Read More

ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ: ମୃତ୍ୟୁ ସଂଖ୍ୟା ୬୯କୁ ବୃଦ୍ଧି, କ୍ଷୟକ୍ଷତି ୪୦୦ କୋଟି ଟପିବ

ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ସାଙ୍ଗକୁ ମୌସୁମୀ ବର୍ଷା ବିତ୍ପାତ ଜନସାଧାରଣଙ୍କୁ ନାକେଦମ କରିଛି। ଦୁଇ ସପ୍ତାହ ଧରି ରାଜ୍ୟରେ ସାଧାରଣ ଜୀବନଯାତ୍ରା ବହୁମାତ୍ରାରେ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା, ଭୂସ୍ଖଳନ ଯୋଗୁ ବର୍ତ୍ତମାନ ସୁଦ୍ଧା ୬୯ ଜଣଙ୍କ ମୃତ୍ୟୁ ଘଟିସାରିଛି। … Read More

ତେଲେଙ୍ଗାନା ରାସାୟନିକ କାରଖାନାରେ ବିସ୍ଫୋରଣ; ୮ ଓଡିଆଙ୍କ ପରିବାରକୁ ସହାୟତା ରାଶି ଘୋଷଣା

ଭୁବନେଶ୍ବର: ସୋମବାର ତେଲଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ଏକ ରାସାୟନିକ କାରଖାନାରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ୮ ଜଣ ଓଡିଆ ମଧ୍ୟ ଥିଲେ । ଏନେଇ … Read More