ଚଳିତ ମାସ ପିଡିଏସରେ ମିଳିବ ଗହମ : ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ଚଳିତ ମାସ ପିଡିଏସରେ ମିଳିବ ଗହମ । ଯେତିକି ଗହମ ଆସିଥିଲା ହିତାଧିକାରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି କେନ୍ଦ୍ରରୁ ଗହମ ଆସିଲେ ଦିଆଯିବ। ଦ୍ଵିତୀୟ ପର୍ଯ୍ୟାୟ ସ୍ଥଗିତ ରଖାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ … Read More

ଜୁଲାଇ ୧୨ରେ ଓଡ଼ିଶା ଫେରିବେ ନବୀନ

ଭୁବନେଶ୍ୱର : ଆସନ୍ତା ୧୨ ତାରିଖରେ ଭୁବନେଶ୍ବର ଫେରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀରୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଓଡ଼ିଶା ଫେରୁଛନ୍ତି । ଜୁଲାଇ ୭ତାରିଖରେ ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରୁ ଡିସଚାର୍ଜ ହୋଇଥିଲେ … Read More

ମନୋଜ ମହାନ୍ତି ଓପିଏସସି ସଦସ୍ୟ ନିଯୁକ୍ତ

ଭୁବନେଶ୍ଵର: ଆଇଏଏସ ମନୋଜ କୁମାର ମହାନ୍ତି ଗୁରୁବାର ଓପିଏସସି ସଦସ୍ୟ ନିଯୁକ୍ତ ହୋଇଛନ୍ତି। ମନୋଜଙ୍କୁ ୬ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏହା ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ ମନୋଜ ମହାନ୍ତି।

ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଏମସିଏଲ ଅଧିକାରୀ

ଭୁବନେଶ୍ବର/ସୁନ୍ଦରଗଡ଼: ୨୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଗିରଫ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍‌ (ଏମସିଏଲ୍‌)ର ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରା କ୍ଷେତ୍ର ମୁଖ୍ୟ ପ୍ରବନ୍ଧକ (ଖଣି) ଅଖିଳେଶ ବର୍ମାଙ୍କୁ ସିବିଆଇ ଜେଲ୍‌ ପଠାଇଦେଇଛି। ସେ ୧୪ ଦିନିଆ ବିଚାର ବିଭାଗୀୟ … Read More

ଓଏସସିଏସଏଲର ମୁଖ୍ୟ ସିଭିଲ୍ ସପ୍ଲାଏ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଗୁରୁବାର ଦିନ ଗଞ୍ଜାମର ଛତ୍ରପୁରରେ ରାଜ୍ୟ ସିଭିଲ୍ ସପ୍ଲାଏ କର୍ପୋରେସନ୍ ଲିମିଟେଡ୍ (ଓଏସସିଏସଏଲ)ର ମୁଖ୍ୟ ସିଭିଲ୍ ସପ୍ଲାଏ ଅଧିକାରୀ (ସିସିଏସଓ)-କମ୍-ଜିଲ୍ଲା ପରିଚାଳକ ପୁଷା ମୁଣ୍ଡାଙ୍କୁ ଗିରଫ କରିଛି। ବୁଧବାର ଦିନ ପୁଷା ତାଙ୍କ ଭଡ଼ା ଘରୁ ଅଫିସ … Read More

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ଚାଷୀ ମୃତ

କଳାହାଣ୍ଡି : ଚାଷ ଜମିରେ ପାଣି ମଡାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଚାଷୀଙ୍କ ମୃତ୍ୟୁ  l  ମୃତକ ଦୁଇ ଚାଷୀ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ଗାଁର ଚାଷୀ ଧନୁର୍ଯ୍ୟ ମଶ୍ରା  ଓ କଛାରପଡା ଗ୍ରାମର … Read More

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପରିଷଦ ଗୁଡିକୁ ସୁଦୃଢ଼ କରିବ ନୀତି ଆୟୋଗ ରୋଡମ୍ୟାପ୍

ନୀତି ଆୟୋଗ ଆଜି ନୂଆଦିଲ୍ଲୀରେ ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପରିଷଦକୁ ସୁଦୃଢ଼ ​​କରିବା ପାଇଁ ଏକ ରୋଡମ୍ୟାପ୍ ଆରମ୍ଭ କରିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ, ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଏବଂ ନୀତି … Read More

ଗାଡି ଚେକିଂ ବେଳେ କାର୍‌ରୁ ମିଳିଲା ଏକ କ୍ୱିଣ୍ଟାଲ ରୂପା ଇଟା

ସମ୍ବଲପୁର : ଆଳୁ ଖୋଳୁ ଖୋଳୁ ବାହାରିଲା ପରି ଗଞ୍ଜେଇ ଗାଡିରୁ ବାହାରିଛି ପ୍ରବଳ ମାତ୍ରାରେ ରୂପା ଇଟା । ଏକ କାର ଭିତରୁ ବିପୁଳ ପରିମାଣର ରୂପା ଇଟା ଜବତ କରିଛି ଅବକାରୀ ବିଭାଗ । ସୂଚନା ଅନୁସାରେ ରେଗୁଲାର … Read More

ଆସନ୍ତାକାଲି ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର : ଷଡଯନ୍ତ୍ର କରୁଛନ୍ତି ସରକାର । ଆନ୍ଦୋଳନର ସମାଧାନ ନକରି ଲୋକଙ୍କୁ ତ ହଇରାଣ କରଛନ୍ତି ତା ସହ କଂଗ୍ରେସର କାର୍ଯ୍ୟକ୍ରମ ମଧ୍ୟ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି । ଏପରି ଅଭିଯୋଗ ଆଣିଛନ୍ତି ପିସିସ ସଭାପତି ଭକ୍ତ ଚରଣ ଦାସ … Read More

‘ହାତ’ ଧରିଲେ ସୁନୀତା ବିଶ୍ବାଳ

ଭୁବନେଶ୍ବର: ହେମାନନ୍ଦ ବିଶ୍ୱାଳଙ୍କ ଝିଅ  ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି। ବୁଧବାର ସେ “ଶଙ୍ଖ’ ଛାଡ଼ିଥିଲେ, ୨୪ ଘଣ୍ଟା ନପୂରୁଣୁ ସେ ଗୁରୁବାର “ହାତ’ ଧରିଛନ୍ତି ।  ଆସନ୍ତାକାଲି ଓଡିଶା ଗସ୍ତ କରୁଛନ୍ତି ଲୋକସଭା ବିରୋଧୀଦଳ କଂଗ୍ରେସ ନେତା ରାହୁଲ … Read More