ପୁରୀ ଦଳାଚକଟାର ଭିଡିଓ ଏବଂ ସୂଚନା ସେୟାର କରିବାକୁ ପ୍ରତ୍ୟକ୍ଷଦର୍ଶୀଙ୍କୁ ଅନୁରୋଧ କଲେ ଅନୁ ଗର୍ଗ

ପୁରୀ : ପୁରୀ ରଥଯାତ୍ରା ଦଳାଚକଟା ସଂପର୍କିତ ଜନସାଧାରଣଙ୍କ ପାଖରେ ଯାହା ଭିଡିଓ କି ତଥ୍ୟ ଅଛି ତାକୁ ପ୍ରଦାନ କରନ୍ତୁ ।  ଅନେକ ଲୋକ ଶରଧାବାଲିରେ ଦଳାଚକଟା ସମୟରେ ଭିଡିଓ କରିଥିଲେ। ଯାହାକି ତଦନ୍ତରେ ସହଯୋଗ କରିବ ବୋଲି କହିଛନ୍ତି ଉନ୍ନୟନ … Read More

ଶ୍ରୀଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି; ଜନ୍ମବେଦୀରେ ଶ୍ରୀଜିଉଙ୍କ ଶୃଙ୍ଖଳିତ ଦର୍ଶନର କଲେ ତଦାରଖ

ପୁରୀ: ଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି ୱାଇ ବି ଖୁରାନିଆ। ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉପସ୍ଥିତ ରହି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନିରୀକ୍ଷଣ କରୁଛନ୍ତି। ପୋଲିସ ଡିଜିଙ୍କ ସହ ଅନ୍ୟାନ୍ୟ … Read More

ଭୋଟର ତାଲିକାରୁ ବାଦ ପଡିପାରନ୍ତି ୨କୋଟି: ସମୀକ୍ଷା ପାଇଁ ମଗାଯାଇଛି କାଗଜପତ୍ର

ବିହାରରେ ଭୋଟର ତାଲିକାକୁ ନେଇ ରାଜନୀତି ସରଗରମ ରହିଛି । ଗୋଟିଏ ପଟେ ବିରୋଧୀ ଦଳ ଏହି ପ୍ରଥାକୁ ଲଗାତାର ବିରୋଧ କରୁଛନ୍ତି । କାରଣ ଏହି ପ୍ରକ୍ରିୟା ମାଧ୍ୟମରେ ଅବହେଳିତ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରମାନଙ୍କୁ ତାଲିକାରୁ ବାଦ ଦିଆଯାଉଛି … Read More

‘ଛୋଟ ବଡ କିଛି ନାହିଁ, ସମସ୍ତ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା’

ଭୁବନେଶ୍ବର: ମିଳିବ ଚିଟଫଣ୍ଡ ଟଙ୍କା । ସମସ୍ତ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଦିଆଯିବ ବୋଲି ଆଜି ଆଶ୍ବସ୍ତି ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଛୋଟ ଜମାକାରୀ, ବଡ ଜମାକାରୀ କିଛି ନାହିଁ, ଯାହାଙ୍କ ପାଖରେ ଜମା କରିବାର … Read More

ପୁରୀ ଏୟାରପୋର୍ଟ ପାଇଁ ଜଙ୍ଗଲ ଜମି ଅନୁମୋଦନ ସ୍ଥଗିତ

ପୁରୀ : ପୁରୀରେ ପ୍ରସ୍ତାବିତ ଏୟାରପୋର୍ଟ ପାଇଁ ଜଙ୍ଗଲ ଜମି ବାଧା ।  ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମୋଦନ ସ୍ଥଗିତ ।  କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଫରେଷ୍ଟ ଆଡଭାଇଜରୀ କମିଟି FAC ଅନୁମୋଦନକୁ ସ୍ଥଗିତ ରଖିଛି ।  ଅଲିଭ … Read More

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ: ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ସୁବର୍ଣ୍ଣରେଖାରେ ପାଣି କମିଛି । କେଉଁ ବେସିନରେ ପାଣି ଅଧିକ ନାହିଁ । ସତର୍କ ସୂଚନା କେଉଁଠି ନାହିଁ ବୋଲି ସେ … Read More

ରୁଷ ଆକ୍ରମଣରେ କିଭ୍ ବିମାନବନ୍ଦର ଛାରଖାର

ରୁଷ ପକ୍ଷରୁ ୟୁକ୍ରେନ ଉପରେ ଶୁକ୍ରବାର ଭୋର ସମୟରେ ବଡ଼ ଧରଣର ଆକ୍ରମଣ କରାଯାଇଛି। ୟୁକ୍ରେନର ଆବାସିକ ଅଞ୍ଚଳର ଏବଂ ବିଭିନ୍ନ ସହର ଉପରେ ଏହି ଆକ୍ରମଣ ହୋଇଛି। ୬ ଘଣ୍ଟା ଧରି ରୁଷ ପକ୍ଷରୁ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଦ୍ଵାରା … Read More

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀ ଗିରଫ

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ ବି ଡିଭିଜନ ଅଧୀନରେ ଥିବା ଟିଟଲାଗଡ଼ ଆର୍ ଆଣ୍ଡ ବି ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଦିଲେଶ୍ୱର ମାଝୀ। ଗତକାଲି ଦିଲେଶ୍ୱରଙ୍କ ନିକଟରେ ଆୟବହିର୍ଭୁତ … Read More

ସ୍ବାଭାବିକ ହେଲା ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟ, ନିୟୋଜିତ ହେଲେ ଗନ୍ ମ୍ୟାନ

ଭୁବନେଶ୍ବର : ସ୍ବାଭାବିକ ହେଲା ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟ ।  କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।  କର୍ମଚାରୀଙ୍କ ପାଇଁ ବଢିଲା ସୁରକ୍ଷା ।  ନିୟୋଜିତ ହେଲେ ଗନ୍ ମ୍ୟାନ। ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନରଙ୍କ ସହ ଆଲୋଚନା କରାଯାଇଛି … Read More

ଏଣିକି ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ନେଇ ପାରିବେ ପ୍ରସବ କାଳୀନ ଛୁଟି

କଟକ: ଏଣିକି ଚୁକ୍ତିଭିତ୍ତିକ ମହିଳା କର୍ମଚାରୀମାନେ ନେଇ ପାରିବେ ପ୍ରସବ କାଳୀନ ଛୁଟି। ଏହି ରାୟ ଦେଇଛନ୍ତି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ। ପୂର୍ବରୁ ଏକ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ଜଣକିଆ ଖଣ୍ଡପୀଠ ଅନୁରୂପ ରାୟ ଦେଇ ଚୁକ୍ତିଭିତ୍ତିକ ମହିଳାଙ୍କୁ … Read More