ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି ଆଉ ନାହାନ୍ତି

ଭୁବନେଶ୍ବର: ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି ଆଉ ନାହାନ୍ତି। ନେସନାଲ ସ୍କୁଲ୍ ଅଫ୍ ଡ୍ରାମାର କୃତୀ ଛାତ୍ର, ବିଖ୍ୟାତ ଚଳଚ୍ଚିତ୍ର, ମଞ୍ଚ ଓ ଟେଲିଭିଜନ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ନାରାୟଣ ପତିଙ୍କର ଆଜି ମସ୍ତିଷ୍କାଘାତ କାରଣରୁ ହଠାତ୍ … Read More

ଏଣିକି ଆଉ ଦୌଡ଼ିବାକୁ ପଡ଼ିବନି ଆର୍‌ଆଇ ଅଫିସ, ଘରେ ବସି ଲୋକେ ପାଇବେ ରାଜସ୍ବ ସଂକ୍ରାନ୍ତ ସମସ୍ତ ସୁବିଧା

ଭୁବନେଶ୍ୱର,୨୫ା୬: ଏଣିକି ସୁବିଧା ହେବ ଜମିଜମା ପଞ୍ଜୀକରଣ। ଛୋଟମୋଟ କାମ ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି ଆର୍‌ଆଇ ଅଫିସ ବା ରାଜସ୍ବ କାର୍ଯ୍ୟାଳୟ। ମୋବାଇଲ ଆପରେ ମିଳିବ ସମସ୍ତ ରାଜସ୍ବ ସେବା ମିଳିଯିବ। ଏନେଇ ଇ-ରେଜିଷ୍ଟ୍ରେଶନ ଆପ ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ … Read More

ପୁଣି କର୍ମଚାରୀ ଛଟେଇ କରିବ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ପୁଣି କିଛି କର୍ମଚାରୀଙ୍କ ଛଟେଇ କରିବାକୁ ଯାଉଛି ମାଇକ୍ରୋସଫ୍ଟ। କମ୍ପାନି ଆଉ ଏକ ପର୍ଯ୍ୟାୟ ଚାକିରି କାଟଛାଣ୍ଟ ଯୋଜନା କରୁଛି। ଗତ ୧୮ ମାସ ମଧ୍ୟରେ ଏହା ହେଉଛି ମାଇକ୍ରୋସପ୍ଟର ଚତୁର୍ଥ ପ୍ରମୁଖ ଛଟେଇ ଅଭିଯାନ। ଏହି ଛଟେଇ ଅନେକଙ୍କ … Read More

ଆମେରିକାର ଲକ୍ଷ୍ୟଭେଦ କରୁଥିବା ଘାତକ ପରମାଣୁ କ୍ଷେପଣାସ୍ତ୍ର ବିକଶିତ କରୁଛି ପାକିସ୍ତାନ

ୱାଶିଂଟନ: ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକ ଦାବି କରିଛନ୍ତି ଯେ ପାକିସ୍ତାନ ଗୁପ୍ତ ଭାବରେ ଏକ ଆନ୍ତଃମହାଦେଶୀୟ ନ୍ୟୁକ୍ଲିୟର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଆଇସିବିଏମ) ନିର୍ମାଣ କରିବା ପାଇଁ ଦ୍ରୁତ ଗତିରେ କାମ କରୁଛି। ରିପୋର୍ଟରେ କୁହାଯାଇଛି ଯେ, ଯଦି ପାକିସ୍ତାନ ଏହି କ୍ଷମତା … Read More

୪ ଦିନ ମହାକାଶରେ ରହିବା ପାଇଁ ଯାତ୍ରା ଆରମ୍ଭ କରିଥିବା ଶୁଭାଂଶୁଙ୍କ ପାରିଶ୍ରମିକକୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ: ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ ପରେ ୨ୟ ଭାରତୀୟ ଭାବେ ଶୁଭାଂଶୁ ଶୁକ୍ଳା ୩ଜଣ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାଉଛନ୍ତି । ଏଭଳି ସମୟରେ ଶୁକ୍ଳାଙ୍କୁ ୧୪ ଦିନ ମହାକାଶରେ ରହିବା ପାଇଁ କେତେ … Read More

ମହାକାଶରେ ଉଡ଼ିବ ତ୍ରିରଙ୍ଗା: ୧୯୮୪ରୁ ୨୦୨୫.. ୪୧ ବର୍ଷ ପରେ ମହାକାଶ ଗଲେ ୨ୟ ଭାରତୀୟ

ନୂଆଦିଲ୍ଲୀ: ୧୯୮୪ ମସିହା, ଏକ ଶୀତୁଆ ସକାଳରେ ମହାକାଶ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲେ ଭାରତୀୟ ବାୟୁସେନା ଅଧିକାରୀ ରାକେଶ ଶର୍ମା । ସୋୟୁଜ୍ ଟି-୧୧ ଇଞ୍ଜିନର ଗର୍ଜନ ସହ ସେ ଉପରକୁ ଉଠିବାକୁ ଲାଗିଲେ ଆଉ କିଛି ସମୟ ପରେ … Read More

ଅସ୍ତ୍ରବିରତି ପାଇଁ ରାଜି ହେଲା ଇରାନ

ନୂଆଦିଲ୍ଲୀ: ୧୨ ଦିନ ଧରି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଶେଷ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯୁଦ୍ଧବିରତି ଆରମ୍ଭ ହୋଇଥିବା ନେଇ ଘୋଷଣା କରିଦେଇଛନ୍ତି । ଏହାକୁ ଉଲଘଂନ ନକରିବାକୁ ବି କହିଛନ୍ତି । ଆଉ … Read More

ଦଶ ମୂଳ ମୋଦକ ଚୋରୀ ଘଟଣା; ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ଜଗନ୍ନାଥ ସ୍ୱାଇଁ ମହାପାତ୍ର

ପୁରୀ: ଦଶ ମୂଳ ମୋଦକ ଚୋରୀ ଅଭିଯୋଗରେ ନୂଆ ମୋଡ । ଅନବସରରେ ମହାପ୍ରଭୁଙ୍କୁ ଦଶମୂଳ ମୋଦକ ଲାଗି ପୂର୍ବରୁ ୭୦ ମୋଦକ କମ୍ ପଡ଼ିବା ନେଇ ବାଡଗ୍ରାହୀଙ୍କ ଅଭିଯୋଗ ପରେ ଜୋର୍ ଧରିଛି ଚୋରି ଚର୍ଚ୍ଚା । ଶ୍ରୀମନ୍ଦିର ମୁଖ୍ୟ … Read More

ଜୁଲାଇ ୧ରୁ ବଢିବ ଟ୍ରେନ ଭଡ଼ା

ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଭାରତୀୟ ରେଳବାଇ ଗତ କିଛି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଯାତ୍ରୀବାହୀ ଟ୍ରେନ ଭଡା ବୃଦ୍ଧି କରିବାକୁ ଯାଉଛି। ଆସନ୍ତା ଜୁଲାଇ ୧ରୁ ସଂଶୋଧିତ ଦର ଲାଗୁ ହେବ। ରିପୋର୍ଟ ଅନୁଯାୟୀ, ଅଣ-ବାତନୁକୂଳିତ ଟ୍ରେନ … Read More

କୋଇଲା ଖଣି ଲୁଟର ତଦନ୍ତ ପାଇଁ ଗୋପାଳପୁରରେ ଭିଜିଲାନ୍ସର ଏସ ଆଇ ଟି ଟିମ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଭିଜିଲାନ୍ସ ଏସ ଆଇ ଟି ଟିମ । କୋଇଲା ଖଣି ଲୁଟର ତଦନ୍ତ ପାଇଁ ଗ୍ରାଉଣ୍ଡ ଜିରୋରେ ଏସ ଆଇ ଟିର ୧୦ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ହେମଗିରି ଗୋପାଳପୁର କୋଇଲା ଖଣି ଲୁଟ ଘଟଣାରେ … Read More