ତାରିଣୀପୀଠର ଉନ୍ନତୀକରଣ ପାଇଁ ୨୧୫ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦୁଝର ଜିଲାରେ ଅବସ୍ଥିତ ତାରିଣୀ ମନ୍ଦିର ପାଇଁ ୨୧୫ କୋଟି ଟଙ୍କାର ଡିପିଆର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ।  ମା’ ତାରିଣୀଙ୍କୁ ଓଡ଼ିଆ ନୂଆ ବର୍ଷର ଦର୍ଶନ ବେଳେ ମୁଖ୍ୟମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି  ।  ଏହି … Read More

୧୮୦୦ କୋଟି ଟଙ୍କା ମୂଲ୍ୟର ୩୦୦ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ

ନୂଆଦିଲ୍ଲୀ:  ଗୁଜୁରାଟ ଉପକୂଳବର୍ତ୍ତୀ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ନିକଟରେ ଆଇନ ଶୃଙ୍ଖଳାକାରୀ ସଂସ୍ଥା ୧,୮୦୦ କୋଟି ଟଙ୍କା ମୂଲ୍ୟର ୩୦୦ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ କରିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର କହିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ … Read More

ଖଣି ଚୋରି ମାମଲା; ‘ତଦନ୍ତରେ ପ୍ରମାଣ ଆସିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ବର: ସୁନ୍ଦରଗଡ ଜିଲ୍ଲା ହେମଗିରିର ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଆଦି ଅଞ୍ଚଳରେ କୋଇଲା ଖଣି ଲୁଟ ଘଟଣାରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଜୁଏଲଓରାମ କହିଛନ୍ତି । ସେ କହିଛନ୍ତି ଯେ, ଘଟଣାକୁ ନେଇ ତଦନ୍ତ ଚାଲିଛି ଏଥିରେ ପ୍ରମାଣ ସ୍ପଷ୍ଟ ହେଲେ … Read More

ଶିବ ମନ୍ଦିରରେ ଅଭାବନୀୟ ଘଟଣା, ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ଆହତ

ମୋହନା : ଆଜି ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଅନେକ ଶୈବ ପୀଠ ତଥା ଅନେକ ମନ୍ଦିର ଉତ୍ସବ ମୁଖର ହୋଇଥିବା ଦେଖିବାକୁ ମିଳୁଛି ।   ଅନେକ ଭକ୍ତ ଅନେକ ଆଶା ଓ ବିଶ୍ୱାସ ନେଇ ମନ୍ଦିରକୁ ବାହାରି ଠାକୁରଙ୍କ ଦର୍ଶନ କରି ଫେରିଥାନ୍ତି  … Read More

ନବୀନଙ୍କୁ ଚିଠି ଲେଖିଲେ ରଣେନ୍ଦ୍ର: କହିଲେ, ‘ଦଳକୁ ହାଇଜାକ୍ କରିବାକୁ ଦିଆନଯାଉ’

ଭୁବନେଶ୍ବର: ବିଜେଡିର ସାଂଗଠନିକ ନିର୍ବାଚନ ଚାଲିଥିବା ବେଳେ ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓରଫ ରାଜା ସ୍ବାଇଁ । ଗତ କିଛି ଦିନରେ ଯାହା ଚାଲିଛଇ ଏବଂ ଆଗକୁ ଦଳ କେଉଁ ଆଭିମୁଖ୍ୟ … Read More

ଆମ୍ବେଦକରଙ୍କ ପ୍ରେରଣାରୁ ସାମାଜିକ ନ୍ୟାୟ ପାଇଁ ଦେଶ ଉତ୍ସର୍ଗୀକୃତ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭୀମ ରାଓ ଆମ୍ବେଦକରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି ଯେ ତାଙ୍କ ପ୍ରେରଣା ଯୋଗୁଁ ଦେଶ ଆଜି ସାମାଜିକ ନ୍ୟାୟର ସ୍ୱପ୍ନକୁ ସାକାର କରିବା ପାଇଁ ଉତ୍ସର୍ଗୀକୃତ ହୋଇଛି। ତାଙ୍କର … Read More

ଶେଷ ହେଲା ଗଞ୍ଜାମ ଦଣ୍ଡପର୍ବର ମାସନ୍ତ ମେରୁ ଯାତ୍ରା

ଗଞ୍ଜାମ: ବେଲ-କାଠରେ ପ୍ରସ୍ତୁତ ହୋଇଥିଲା ମେରୁ-ଖୁଣ୍ଟି । ତଳେ ରହିଥିଲା ଅଗ୍ନି-କୁଣ୍ଡ । ପାଟଭୋକ୍ତାଙ୍କୁ ଓଲଟା ରଖି ତିନିଥର ଝୁଲାଇ ଦିଆଗଲା । ବେଲ-ଖୁଣ୍ଟିରେ ବନ୍ଧାଯାଇଥିବା ଆମ୍ବ ଏବଂ ଖଜୁରୀ କୋଳିକୁ ଭକ୍ତଙ୍କ ଭିତରେ ବାଣ୍ଟିଲେ ପାଟଭକ୍ତା । ଶେଷରେ ମା’ ରୁଦ୍ର-କାଳୀଙ୍କୁ … Read More

୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ: ଜୁଲାଇ ୧୦ ସୁଦ୍ଧା ପାଠପଢା ଆରମ୍ଭ

ଭୁବନେଶ୍ଵର: ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ ହେବାକୁ ଯାଉଛି। ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠପଢା। ଶିକ୍ଷାବର୍ଷ ୨୦୨୫-୨୬ ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆବେଦନକାରୀମାନେ ଏପ୍ରିଲ ୧୬ ତାରିଖ ଠାରୁ ଫର୍ମ ପୂରଣ … Read More

ସ୍ତ୍ରୀ ପାଇଁ ଷଡଯନ୍ତ୍ର ରଚିଥିଲା ସ୍ୱାମୀ, ହେଲେ ମଝିକୁ ଆସିଗଲା କୁନି ଝିଅ

ବାଙ୍କୀ : ସ୍ୱାମୀର ବର୍ବର କାଣ୍ଡ । ଭୁଲିଗଲା ମଣିଷତ୍ଵ ସାଜିଲା ସଇତାନ୍ । ସ୍ତ୍ରୀର ରକ୍ତରେ ହୋଲି ଖେଳିବ ବୋଲି ରଚିଥିଲା ଷଡଯନ୍ତ୍ର । ହେଲେ ମଝିରେ ଆସିଗଲା କୁନି ଝିଅ । ସମସ୍ତଙ୍କ ଆଗରେ ସ୍ତ୍ରୀକୁ ଜୀବନରୁ ମାରିବାକୁ ଉଦ୍ୟମ … Read More

ସଲମାନଙ୍କ ଗାଡ଼ିକୁ ବୋମାରେ ଉଡ଼ାଇଦେବାକୁ ଧମକ, ପରିବହନ ବିଭାଗ ହ୍ୱାଟ୍ସଆପ୍‌କୁ ଆସିଲା ମେସେଜ୍

ମୁମ୍ବଇ: ବଲିଉଡ଼ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଏଥର ମୁମ୍ବଇର ୱର୍ଲିସ୍ଥିତ ପରିବହନ ବିଭାଗର ହ୍ୱାଟ୍ସଆପ୍ ନମ୍ବରକୁ ମେସେଜ୍ ଜରିଆରେ ହତ୍ୟା ଧମକ ଆସିଛି। ଧମକପୂର୍ଣ୍ଣ ମେସେଜରେ ଅଭିନେତାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିବାକୁ … Read More