ମୁଁ ପଶ୍ଚିମବଙ୍ଗ ସରକାରଙ୍କ ମୁଖପାତ୍ର ନୁହେଁ: ଓୱେସି
କୋଲକାତା: କେନ୍ଦ୍ର ସରକାରଙ୍କ ୱକଫ୍ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଚାଲିଥିବା ୱକଫ୍ ବିରୋଧୀ ଆନ୍ଦୋଳନ ଭୟଙ୍କର ହିଂସାର ରୂପ ନେଇଛି। ପଶ୍ଚିମବଙ୍ଗରେ ୱାକଫ ଆଇନ ବିରୋଧରେ ଘଟିଥିବା ହିଂସାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମୁର୍ଶିଦାବାଦ, ୨୪ … Read More