ୱାକଫ ବିଧେୟକକୁ ସ୍ବାଗତ କଲେ ଦିଲ୍ଲୀ ହଜ୍‌ କମିଟି ଅଧ୍ୟକ୍ଷା

ୱାକଫ ସଂଶୋଧନ ବିଧେୟକ ବୁଧବାର ସଂସଦରେ ଆଗତ ହୋଇଛି। ଏହା ଉପରେ ୮ ଘଣ୍ଟା ଆଲୋଚନା ହେବ। ତେବେ ବିଧେୟକକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଆସୁଛନ୍ତି। ଏହା ମଧ୍ୟରେ ବିଧେୟକକୁ ସ୍ବାଗତ କରିଛନ୍ତି ଦିଲ୍ଲୀ ହଜ୍‌ କମିଟି ଅଧ୍ୟକ୍ଷା କୌସର ଜାହାଁ। … Read More

ଆଜିଠୁ ୩ ଦିନ କାଳବୈଶାଖୀ ସମ୍ଭାବନା !, ଘଡ଼ଘଡ଼ି ଓ ବର୍ଷା ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର :  ତାତିରେ ଲାଗିବ ବ୍ରେକ୍ ।  ଆଜିଠୁ ୩ ଦିନ କାଳବୈଶାଖୀ ସମ୍ଭାବନା ।  ଆସନ୍ତା ୨୪ ଘଣ୍ଟାରେ ଘଡ଼ଘଡ଼ି ଓ ବର୍ଷା ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ୩୦ରୁ ୪୦ କିଲୋମିଟର ବେଗରେ ବହିବ ପବନ ।  … Read More

ବିଦ୍ୟୁତ୍ ଆଘାତରେ ୫ ବର୍ଷରେ ଗଲାଣି ୨୭ ହାତୀଙ୍କ ଜୀବନ

ଭୁବନେଶ୍ବର: ବିଦ୍ୟୁତ୍ ଆଘାତରେ ଯାଉଛି ହାତୀ ଜୀବନ । ଏହି ଚିନ୍ତାଜନକ ପ୍ରସଙ୍ଗ  ବୁଧବାର ଦିନ  ବିଧାନସଭାରେ ଉପସ୍ଥାପିତ ହୋଇଛି। ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ ଏକ ପ୍ରଶ୍ନର ଉତ୍ତରରେ ସୂଚନା ପ୍ରଦାନ କରିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ … Read More

ପ୍ରେମିକକୁ ଅପହରଣ କଲା ପ୍ରେମିକା, ଅଭିଯୁକ୍ତଙ୍କ ଠାରୁ ୨ ଟି କାର ଓ ୪ଟି ମୋବାଇଲ ଜବତ

ଭୁବନେଶ୍ୱର : ପ୍ରେମିକକୁ ଅପହରଣ ଷଡ଼ଯନ୍ତ୍ର ରଚିଲା ପ୍ରେମିକା ।  ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖି ଭଉଣୀ ଦେଉଥିଲା ଧମକ । ରାଜଧାନୀରୁ ଆସିଲା ହେଟ୍ ଲଭ ଷ୍ଟୋରି ଘଟଣା ।  ପ୍ରେମିକାର ଚରିତ୍ରକୁ ପ୍ରେମିକ ସନ୍ଦେହ କରିବାରୁ ପ୍ରେମିକା … Read More

୪ରେ ବ୍ୟାଙ୍କକ୍‌ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ବେ ଅଫ୍‌ ବେଙ୍ଗଲ ଇନିସିଏଟିଭ ଫର ମଲ୍ଟି ସେକ୍ଟୋରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ କୋଅପରେସନ(ବିମଷ୍ଟେକ) ଶିଖର ସମ୍ମେଳନ ଆସନ୍ତା ୪ ତାରିଖରୁ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଆୟୋଜିତ ହେବ। ଏହି ସମ୍ମିଳନୀ ପୂର୍ବରୁ ୨ ତାରିଖରେ ବରିଷ୍ଠ ଅଧିକାରୀଙ୍କ ବୈଠକ ଏବଂ … Read More

ଘରେ ଚାଲିଥିଲା ସେକ୍ସ ରକେଟ୍; ବୃଦ୍ଧ ଦମ୍ପତିଙ୍କ ସମେତ ୩ ଗିରଫ

ରାଉରକେଲା: ରାଉରକେଲାର ଜଗଦା ଅଞ୍ଚଳର ଏକ ଘରୁ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗରେ ଜଣେ ବୃଦ୍ଧ ଦମ୍ପତି ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ଜୋସ୍ନା ବିଶ୍ୱାଳ (୬୨), ତାଙ୍କ ସ୍ୱାମୀ ଉପେନ୍ଦ୍ର ବିଶ୍ୱାଳ (୭୨) … Read More

୫ ଲକ୍ଷ ୮୦ ହଜାର ଟଙ୍କା ଘୋଟାଲା, ସମବାୟ ସମିତି ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର : ଟଙ୍କା ହଡ଼ପ ଅଭିଯୋଗରେ ସମବାୟ ସମିତି ସମ୍ପାଦକ ଗିରଫ । ବାଲେଶ୍ବର ଦୁର୍ଗାଦେବୀ ସମବାୟ ସମିତି ସମ୍ପାଦକ ଗିରୀଶ ଚନ୍ଦ୍ର ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ ।  ୫ ଲକ୍ଷ ୮୦ ହଜାର ଟଙ୍କା ଘୋଟାଲା କରିଥିବା ଅଭିଯୋଗ ହୋଇଛି … Read More

ପୁଣି ଏକ ଟ୍ରେନ୍ ଦୁର୍ଘଟଣା: ନାନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ୍ ଲାଇନଚ୍ୟୁତ

ବିଜୟନଗରମ: ନାଗାବଳୀ ଏକ୍ସପ୍ରେସ ଲାଇନଚ୍ୟୁତ । ବିଜୟନଗରମ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ନାନ୍ଦେଡରୁ ସମ୍ବଲପୁର ଯାଉଥିବା ନାଗାବଳୀ ଏକ୍ସପ୍ରେସ । ଟ୍ରେନର ପଛପଟେ ଥିବା ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଥିଲା । ଏକ୍ସପ୍ରେସଟି ବିଜୟନଗରମ୍ ଷ୍ଟେସନ ଛାଡିବା ପରେ ପରେ … Read More

୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଛନ୍ତି ସରକାର, ଏଫସିଆଇ ନେବ ୪୬ ଲକ୍ଷ

ଭୁବନେଶ୍ବର: ଚଳିତ ବର୍ଷ ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଛନ୍ତି ସରକାର । ରାଜ୍ୟରେ ଧାନ କିଣା ନେଇ ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗତ ବର୍ଷ ଅପେକ୍ଷା ୨୬ ଲକ୍ଷ … Read More

ଅଧିକ କୀଟନାଶକ ବ୍ୟବହାର ଯୋଗୁଁଁ ବଢୁଛି କ୍ୟାନସର୍‌‌: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର : ଚାଷରେ ଅଧିକ କୀଟନାଶକ ଏବଂ ସାରର ବ୍ୟବହାର କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ାଉଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଧାନସଭା ପ୍ରଶ୍ନୋତ୍ତର କାଳରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଅର୍ଗାନିକ୍ … Read More